Breaking News

ଡ୍ର-ଗ୍ସ ସେବନ ପାଇଁ Sharukh Khan ପୁଅ ଆର୍ଯ୍ୟନ୍ ଖାନଙ୍କୁ ପୋଲିସ ଆରେଷ୍ଟ କରିଛି, ଶାହାରୁଖ କହିଲେ ‘ମୁଁ ଚାହଁଛି ସେ ଡ୍ରଗ୍ସ ନେଉ, ଝିଅଙ୍କ ପଛରେ’…

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ବନ୍ଧା ହେଲେ ବଲିଉଡ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ସାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ , ହଁ ବନ୍ଧୁ ନି-ଶା-କା-ର-ବା-ର କରୁଥିବା ସମୟ ରେ ଧରା ପଡିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିସକାର ବାର କରୁଥିବା ବ୍ୟକ୍ତି ସୁପର ଷ୍ଟାର ହୁଅନ୍ତୁ ବା ସାଧାରଣ ବ୍ୟକ୍ତି ସମସ୍ତ ଙ୍କ ଆଇନ ସମ୍ମାନ ।

ତେବେ ନାର୍କୋଟିକ କଣ୍ଟ୍ରୋଲ ବ୍ଯୁରୋ ଗତ ଦୁଇ ଦିନ ତଳେ ମୁମ୍ବାଇ ରୁ ଗୋଆ ଯାଉଥିବା ଗୋଟିଏ ଜାହାଜ ରେ ହେଉଥିବା ଡ୍ର-ଗ-ସ ପାର୍ଟି ରେ ଏନଏସବି ଚଢାଉ କରିଥିଲା । ତେବେ ଯାହା ସୂଚନା ମିଳିଛି ଯେ ଏହି ପାର୍ଟି ଟି ଦୀର୍ଘ 3 ଦିନ ପର୍ଯ୍ୟନ୍ତ ଚାଲିଥାନ୍ତା , ଯେଉଁଥିରେ ନାଚ ଗୀତ, ଠାରୁ ନି-ଶା-କା-ର-ବା-ର କରାଯାଉଥିଲା । ତେବେ ମହଙ୍ଗା ପଡିଗଲା ମଝି ଦରିଆ ରେ ମଜା ମସ୍ତି କରିବାର । ହଁ ବନ୍ଧୁ ଗତ ଦୁଇ ଦିନ ତଳେ ଏନଏସବି କୃଜ ରୁ ଆର୍ଯ୍ୟନ ଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଗି-ର-ଫ କରିଥିଲା ନାର୍କୋଟିକ କଣ୍ଟ୍ରୋଲ ବ୍ଯୁରୋ ।

ତେବେ ବର୍ତ୍ତମାନ ସମୟ ରେ ଏନଏସବି ଖୋଲତାଡ କରୁଛି ଯେ ଏଥିରେ କଣ କୌଣସି ବଲିଉଡ ଅଭିନେତା ,ବିଦେଶୀ ନାଗରିକ ଓ କୌଣସି ପ୍ରତିଷ୍ଠିତ ବ୍ୟକ୍ତି ସମ୍ପୃକ୍ତ ଅଛି କି ନହିଁ । ତେବେ ଏହି ଘଟଣା ଘଟିବା ପରେ ସ୍ପେନ ରୁ ପଠାନ ଚଳଚିତ୍ର ଶୁଟିଙ୍ଗ ସାରି ଭାରତ କୁ ଫେରୁଛନ୍ତି ଶାହରୁଖ ଖାନ । ତେବେ ସେହି ଜାହାଜ ରେ ଥିଲେ 1800 ଲୋକ କିନ୍ତୁ ଏନଏସବି 8 ଜଣ ଙ୍କୁ ଗିରଫ କରିଛି । ତେବେ ଦେଖାଯାଉ ଆଗକୁ କଣ ନିଷ୍ପତ୍ତି ନିଆ ଯାଉଛି । ଏନଡ଼ିପିଏସ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ 5 ରୁ 20 ବର୍ଷ ଆଜୀବନ ଜେଲ ଦଣ୍ଡ ସହିତ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା । ତେବେ ପଚରା ଉଚରା ସାରିବା ପରେ କଣ ଦଣ୍ଡ ଦିଆଯିବ ତାହା ଗାମୀ ଦିନ ମାନ ଙ୍କ ଭିତରେ ସ୍ପଷ୍ଟ ଭାବେ ଜଣାପଡିଯିବ ॥

ତେବେ ଶାହାରୁଖ୍ ସିମି ଗାରେୱେଲଙ୍କ ଏକ ଶୋରେ’ ଶାହାରୁଖ ଖାନ ଏବଂ ଗୌରୀ ଏକାଠି ପହଞ୍ଚିଥିଲେ। ସେହି ଶୋ ରେ ଶାହରୁଖ କହିଥିଲେ ଆର୍ଯ୍ୟଙ୍କ ଜନ୍ମ ତାଙ୍କ ପାଇଁ ଏକ ଭିନ୍ନ ଅନୁଭବ ଆଣିଥିଲା । ତାଙ୍କ ପୁଅର ଲାଳନ ପାଳନ କୁ ନେଇ ଏକ ପ୍ରଶ୍ନ ଉତ୍ତର ଦେଇ ସେ କହିଥିଲେ ଯେ , ଆର୍ଯ୍ୟନ୍ ଏବେ ସବୁ କିଛି କରୁ ଯାହା ମୁଁ ମୋ କିଶୋର ଅବସ୍ଥାରେ କରି ପାରି ନାହିଁ ।

ଏହା ସେ ଆହୁରି କହିଛନ୍ତି କି, ‘ଯେତେବେଳେ ତାଙ୍କୁ ୩-୪ ବର୍ଷ ବୟସ ହୋଇଯିବ, ମୁଁ ତାଙ୍କୁ କହିବି ଯେ ସେ ଝିଅମାନଙ୍କ ପଛରେ ପଡି ପାରିବେ, ଡ୍ର-ଗ୍ସ ନେଇ ପାରିବେ, ଶା-ରୀ-ରି-କ- ସମ୍ପର୍କ ମଧ୍ୟ ରଖିପାରିବ । ଏହା ଶୀଘ୍ର ଆରମ୍ଭ କରିବା ହିଁ ଭଲ | ମୁଁ ଯାହା କରି ନଥିଲି ସେ ତାହା କରିବା ଉଚିତ୍ | ଯଦି ସେ ଜଣେ ଭଲ ପୁଅ ହୁଏ, ତେବେ ଏହି ଘରୁ ଦୂରରେ ରହୁ | ମୁଁ ଚାହେଁ ମୋ ସହିତ କାମ କରୁଥିବା ଲୋକଙ୍କ, ଯେଉଁମାନଙ୍କର ଝିଅ ଅଛି ସେମାନେ ମୋତେ ଏହା ଅଭିଯୋଗ କରନ୍ତୁ | ଅନ୍ୟପଟେ ଆର୍ଯ୍ୟନ୍ ୨୩ ବର୍ଷ ବୟସରେ ଏବଂ ଚଳିତ ବର୍ଷ ଚଳଚ୍ଚିତ୍ର ନିର୍ମାଣରେ ତାଙ୍କର ଅଧ୍ୟୟନ ସମାପ୍ତ କରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, ଏମ୍ସରେ ଭର୍ତ୍ତି ହେଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା …

Leave a Reply

Your email address will not be published. Required fields are marked *