Breaking News

ମୁଁ ବି ହେବି ନମିତା ଅଗ୍ରୱାଲ ସୋ ରେ ପ୍ରତିଯୋଗୀ ସ୍ଥିତି ଙ୍କ ଗୀତ ଶୁଣି କାନ୍ଦିପକେଇଲେ Namita Agrawal, ଭାବବିହ୍ଵଳ ହୋଇଗଲେ ଅନ୍ୟମାନେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି କି ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ମାନେ ନିଜ କଳା ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ଏହି କଳାକାର ମାନ ଙ୍କ ମଧ୍ୟ ରୁ ବହୁ କଳାକାର ନିଜ କଳା କୁ ରିଆଲିଟି ସୋ ରେ ପ୍ରଦର୍ଶିତ କରାଇ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ଲୋକ ପରିଚିତ ହୋଇ ପାରିଛନ୍ତି । ହଁ ବନ୍ଧୁ କିଏ ରିଆଲିଟି ସୋ ରେ ଅଭିନୟ ଓ ନାଚ ଦେଖାଇ ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଉଛି ତ ଆଉ କିଏ ନିଜ ସୁ ମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଈ ବେସ ଲୋକ ପରିଚିତ ହେଉଛି ।


ତେବେ ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ଓ ସାର୍ଥକ ଟିଭି ରେ ବହୁ ରିଆଲିଟି ସୋ ଦେଖୁଥିବେ କିନ୍ତୁ ଆଜି ଆମେ ଯେଉଁ ରିଆଲିଟି ସୋ ବିଷୟ ରେ କଥା ହେଉଛୁ ସେ ନା ତରଙ୍ଗ ଟିଭି ରେ ପ୍ରସାରିତ ହେଉଛି ନା ସାର୍ଥକ ଟିଭି ରେ ପ୍ରସାରିତ ହେଉଛି , ତେବେ ବନ୍ଧୁଗଣ ଏହି ରିଆଲିଟି ସୋ ର ନାମ ହେଉଛି “ମୁଁ ବି ନମୀତା ଅଗ୍ରୱାଲ ହେବି” ଯାହାକି ସିଦ୍ଧାର୍ଥ ଟିଭି ରେ ବର୍ତ୍ତମାନ ସମୟ ରେ ପ୍ରସାରିତ ହେଉଛି ।


ତେବେ ଏହି ରିଆଲିଟି ର ଜଜ ମାନେ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ସୁନାମ ଧମ୍ୟ ସମସ୍ତ ଗାୟକ ଓ ଗାୟିକା ମାନେ ନଜର ଆସୁଛନ୍ତି , ତେବେ ବନ୍ଧୁଗଣ ସବୁଠୁ ବଡ କଥା ଯେ ଏହି ରିଆଲିଟି ଭାଗ ନେଇଥିବା ଜଣେ ଗାୟିକା ଗୀତ ଗଉଥିବା ସମୟ ରେ ନମୀତା ଅଗ୍ରୱାଲ କାନ୍ଦି ପକାଇଲେ , ହଁ ବନ୍ଧୁ କାନ୍ଦିବାର କାରଣ ହେଉଛି ଯେ ଯେଉଁ ଗାୟିକା ଜଣକ ଏହି ରିଆଲିଟି ସୋ ରେ ଭାଗ ନେଇ ଯେଉଁ ଗୀତ କୁ ଗାଉଥିଲେ ସେହି ଗୀତ ଟି କୁ ନମୀତା ଅଗ୍ରୱାଲ ଦୁଃଖ ରେ ଥିବା ସମୟ ରେ ଏହି ଗୀତ ଟି କୁ ସେ ଗାଇଥିଲେ ଓ ସେଥିପାଇଁ ଏହି ଗୀତ ଟି କୁ ଶୁଣି ସେ ଭାବ ବିହ୍ଵଳ ହୋଇ ଟିକେ କାନ୍ଦି ପକାଇଥିଲେ ସେହି ରିଆଲିଟି ସୋ ରେ ॥ ସେହି ପ୍ରତିଯୋଗୀ ଜଣଙ୍କ ନାମ ହେଉଛି ସ୍ଥିତି ଶୁଭାକାଂକ୍ଷୀ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *