ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମେ ଆପଣ ଙ୍କୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଷୟ ରେ ସବୁ କିଛି ଜାଣିବା କୁ ପାଇ ଯିବେ ଆମର ଏହି ପେଜ ମାଧ୍ୟମ ରେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଦେଶ ର ନମ୍ବର 1 ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ଆମ ନବୀନ ପଟ୍ଟନାୟକ , ହଁ ବନ୍ଧୁ ସବୁ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ମାନ ଙ୍କ ଠାରୁ ବହୁତ ଆଗରେ ଅଛନ୍ତି ଆମ ପ୍ରିୟ ନବୀନ ସରକାର । ତେବେ ବନ୍ଧୁଗଣ ନବୀନ ସରକାର ଜଣ ସାଧାରଣ ଙ୍କ ପାଇଁ ବହୁ କାର୍ଡ ଉପଲବ୍ଧ କରିଛନ୍ତି , ତେବେ ଆମେ ମାନେ ଏହି କାର୍ଡ ମଧ୍ୟ ରେ ବହୁତ ଉପକୃତ ହୋଇଛେ ।
ତେବେ ବର୍ତ୍ତମାନ ସମୟ ରେ ନବୀନ ସରକାର ଜଣ ସାଧାରଣ ଙ୍କ ସ୍ଵାସ୍ଥ୍ୟଗତ ପାଇଁ ଏକ କାର୍ଡ କରିଛନ୍ତି ଓ ଏହି କାର୍ଡ ଟି ହେଉଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ଏହି କାର୍ଡ ଟି 1 ରୁ ଲାଗୁ ହୋଇଛି , ତେବେ ଆଜି ଆମେ ଏହି କାର୍ଡ ରେ ଥିବା ସମସ୍ତ ସୁବିଧା ବିଷୟ ରେ ଆପଣ ଙ୍କୁ ଅବଗତ କରାଇବୁ କେଉଁ ମାନେ କରି ପାରିବେ ଭଳି କିଛି ବିଷୟ ରେ , ତାହେଲେ ଆସନ୍ତୁ ଜାଣିବା ।
ତେବେ ବନ୍ଧୁଗଣ ଯଦି ଆପଣ ଙ୍କ ପାଖ ରେ ପୂର୍ବ ରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଛି ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା , ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ରହିଛି ତେବେ ଆପଣ ମାନେ ଏହି କାର୍ଡ କୁ ସେପ୍ଟେମ୍ବର 1 ତାରିଖ କୁ ପାଇ ପାରିବେ । ତେବେ ଏହି କାର୍ଡ ପାଇ ଥିବା ହିଥାଧିକାରୀ ଙ୍କୁ 5 ଲକ୍ଷ ଟଙ୍କା ଚିକିତ୍ସା ପାଇଁ ସହାୟତା ମିଳୁଥିବା ସମୟ ରେ ହିତାଧିକାରୀ ଙ୍କ ପରିବାର ଙ୍କୁ ମଧ୍ୟ 5 ଲକ୍ଷ ଟଙ୍କା ପାଇବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ