Breaking News

ରାନୁ ମଣ୍ଡଳ (Ranu Mandal) ଗାଇଲେ Viral Song ମାନିକେ ମାଗେ ହିତେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଲୋକ ପ୍ରିୟ ଗୀତ ‘ ମାନିକେ ମଙ୍ଗେ ହିତେ ‘ ଟି କୁ ବର୍ତ୍ତମାନ ସମୟ ରେ ରାନୁ ମଣ୍ଡଳ ଏହି ଗୀତ କୁ ଗାଈ ବେସ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ରାନୁ ମଣ୍ଡଲ ଙ୍କୁ ଜାଣିଥିବେ ଯିଏ କି ଦିନେ ରେଳ ଷ୍ଟେସନ ରେ ଗୀତ ଗାଈ ବଲିଉଡ ର ସୁପର ଷ୍ଟାର ଗାୟକ ଭାବେ ବେସ ପରିଚିତ ହୋଇଥିଲେ ।

ହଁ ବନ୍ଧୁ ରାନୁ ଙ୍କ ଗୀତ ବଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଗାୟକ ହିମେଶ ରେସେମିଆ ଶୁଣିବା ପରେ ରାନୁ ଙ୍କୁ ସୁଯୋଗ ଦେଇଥିଲେ ତାଙ୍କ ସହ ଗୀତ ଗାଇବାକୁ । ତେବେ ଏହି ସୁଯୋଗ ର ଲାଭ ଉଠାଇ ରାନୁ ଘରେ ଘରେ ପରିଚିତ ହୋଇଥିଲେ କିନ୍ତୁ ପରବର୍ତ୍ତୀ ସମୟ ରେ ନିଜର ଆଚରଣ ଓ ବ୍ୟବହାର ଯୋଗୁ ବିବାଦ କୁଆସିଥିଲେ ଓ ଯାହା ଫଳ ରେ ତାଙ୍କ ଲୋକ ପ୍ରିୟ କମି ଯାଇଥିଲା ।

ତେବେ ଆପଣ ମାନେ ଜାଣିଥିବେ ପୂର୍ବ ରୁ ରାନୁ ମଣ୍ଡଳ ବଚ୍ଛପନ କା ପ୍ୟାର ଗୀତ ଗାଈ ବେସ ଚର୍ଚ୍ଚା ରେ ଥିଲେ , ତେବେ ବର୍ତ୍ତମାନ ସମୟ ରେ ସେ ଶ୍ରୀଲଙ୍କା ର ଲୋକ ପ୍ରିୟ ଗାୟିକା ୟୋହାନି ଙ୍କ ଗୀତ “ମାନିକେ ମାଙ୍ଗେ ହିତେ “ କୁ ରାନୁ ମଣ୍ଡଲ ଗାଇଛନ୍ତି ଓ ଏହି ଗାଉଥିବାର ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଓ ଏହା କୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.