Breaking News

ଓଡିଶାର ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା କହିଲେ ବର୍ଷା – ଅନୁଭବ (Varsha – Anubhav) ଙ୍କୁ ନେଇ ଏମିତି କହିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇନସ୍ତ୍ରୀ ଲୋକ ପ୍ରିୟ ଯୋଡି ଅନୁଭବ ଓ ବର୍ଷା ନିଜ ବିବାଦ ପାଇଁ ଅଲଗା ହୋଇଯାଇଛନ୍ତି ଓ ଏହି ବିବାଦ ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଙ୍କ ବିବାଦ କୁ ନେଇ ପୂର୍ବ ରୁ ବହୁ ଅଭିନେତା ଓ ନେତା ମାନେ ଏହି ଦୁଇ ଯୋଡି ଙ୍କ ବିବାଦ କୁ ନେଇ ପ୍ରତିକ୍ରିୟା ଦେଇଥିଲେ । ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ମାନେ ପ୍ରଦ୍ଯୁମ୍ନ ଲେଙ୍କା ଏହି ଦୁଇ ଯୋଡି ଙ୍କୁ ନେଇ ଗଣ ମାଧ୍ୟମ ନିକଟ ରେ କିଛି ନିଜ ପ୍ରତିକ୍ରିୟା ରଖିଛନ୍ତି , ତାହେଲେ ଆଜି ଆମେ ସେହି ବିଷୟ ରେ ଜାଣିବା ,

ତେବେ ବନ୍ଧୁଗଣ ଆପଣ ମାନେ ପ୍ରଦ୍ଯୁମ୍ନ ଲେଙ୍କା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ବହୁସାରା ଚଳଚିତ୍ର ଓ ଧାରାବାହିକ ରେ ଦେଖିଥିବେ । ତେବେ ଅନୁଭବ ଓ ବର୍ଷା ଙ୍କୁ ନେଇ ଗଣ ମାଧ୍ୟମ ନିକଟ ରେ ପ୍ରକାଶ କରିଛନ୍ତି ଯେ ମୋ ଅନୁରୋଧ ଏହି ଦୁଇ ଯୋଡି ପୁଣି ଥରେ ଏକାଠି ହୋଇ ଯାଆନ୍ତୁ । ତେବେ ପ୍ରଦ୍ଯୁମ୍ନ ଏକ ବଡ କଥା କହିଛନ୍ତି ଯେ ବର୍ଷା ଯେଉଁ ଷ୍ଟେଟମେଣ୍ଟ ଦେଇଥିଲେ ଯେ ଅନୁଭବ ବର୍ଷା ଙ୍କୁ ଜିଦ ଧରି ବିବାହ କରିଛନ୍ତି , ତାହା ସତ ଅଟେ ଓ ବର୍ଷା ବି ମଧ୍ୟ ଅନୁଭବ ଙ୍କୁ ବିବାହ କରିବା ଜିଦ ଧରିଥିଲେ ।

ହଁ ବନ୍ଧୁ ଦୁଇ ଜଣ ଙ୍କ ସହମତି ଥିବା ଦ୍ଵାରା ସେମାନେ ପରସ୍ପର କୁ ବିବାହ କରିଛନ୍ତି , ତେବେ ଉଭୟ ଙ୍କ ପରିବାର ଙ୍କ ମଧ୍ୟ ସହମତି ମିଳିଥିଲା । ତେବେ ପୂର୍ବ ରୁ ପ୍ରଦ୍ଯୁମ୍ନ ଉଭୟ ଙ୍କୁ ବହୁତ ବୁଝାଇଥିଲେ ଓ ବର୍ତ୍ତମାନ ମଧ୍ୟ ସେ ଗଣ ମାଧ୍ୟମ ଜରିଆରେ ଅନୁଭବ ଓ ବର୍ଷା ଙ୍କୁ କହିଛନ୍ତି ଯେ ଉଭୟ ବର୍ତ୍ତମାନ ସମସ୍ତ ଘଟଣା କୁ ଭୁଲି ଏକାଠି ହୋଇ ଯିବା ପାଇଁ । ହଁ ବନ୍ଧୁ କେବଳ ଅଭିନେତା ପ୍ରଦ୍ଯୁମ୍ନ ନୁହଁନ୍ତି ବରଂ ତାଙ୍କ ପ୍ରଶଂସକ ଓ ଦର୍ଶକ ମାନେ ମଧ୍ୟ ବେସ ଇଚ୍ଛୁକ ଅଛନ୍ତି ସେମାନେ ଏକାଠି ହୋଇ ଯିବା ପାଇଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *