ଦର୍ଶକ ବନ୍ଧୁ ଆଜି ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବହୁ କମ ଦିନ ର ଅଭିନୟ ରେ ବେସ ଲୋକପ୍ରିୟ ହୋଇପାରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ନ ଦେଖିବାକୁ ମିଳୁଥିଲେ ମଧ୍ୟ ସେ ସେହି ଭଳି ଲୋକ ପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ।
ତେବେ ଆପଣ ମାନେ ସୋମାଲିନ ଙ୍କୁ ନିଶ୍ଚୟ ଜାଣିଥିବେ ଓ ସୋମାଲିନ ଙ୍କ ଭଉଣୀ ଜାଙ୍କଲିନ ଙ୍କୁ ବି ମଧ୍ୟ ଆପଣ ମାନେ ଜାଣିଥିବେ । ତେବେ ଏହି ଦୁଈ ଭଉଣୀ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଟ୍ଵିନ ଶିଷ୍ଟର ଭାବେ ବେସ ପରିଚିତ । ତେବେ ଉଭୟ ରିଆଲିଟି ସୋ ରେ ପାଦ ଦେଇ ଅଭିନୟ ଆରମ୍ଭ କରିଥିଲେ । ନିଜ ଅଭିନୟ ପାଇଁ ଲୋକ ପ୍ରିୟ ମଧ୍ୟ ହୋଇଥିଲେ । ତେବେ ଜାଙ୍କଲିନ ଗତ କିଛି ଦିନ ତଳେ ଆମ ଓଡିଆଇଣ୍ଡଷ୍ଟ୍ରି ର ଅଭିନେତା ଅରବିନ୍ଦ ଙ୍କୁ ଭଲପାଇ ବିବାହ କରିଛନ୍ତି ଓ ବିବାହ ପରେ ବେସ ଖୁସି ରେ ଅଛନ୍ତି ।
ତେବେ ବନ୍ଧୁଗଣ ଅତି ନିକଟ ରେ ସୋମାଲିନ ଙ୍କ ର ବି ମଧ୍ୟ ବିବାହ ସାରି ଯାଇଛି ଓ ସେ ବର୍ତ୍ତମାନ ସମୟ ରେ ନିଜ ସ୍ଵାମୀ ଙ୍କ ସହ ବହୁସାରା ମଜା ମସ୍ତି କରୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ମଧ୍ୟ ଭାଇରାଳ ହେବା ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ