Breaking News

ନିର୍ବନ୍ଧ ପରେ ସ୍ଵାମୀଙ୍କ ସହ ଶଶୁରର ଘର ଗାଁ ବୁଲିଲେ ଓଡିଆ ଅଭିନେତ୍ରୀ ଜାଙ୍କଲିନଙ୍କ (Janklin) ଭଉଣୀ ସୋମାଲିନ (somalin)!

ଦର୍ଶକ ବନ୍ଧୁ ଆଜି ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବହୁ କମ ଦିନ ର ଅଭିନୟ ରେ ବେସ ଲୋକପ୍ରିୟ ହୋଇପାରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ନ ଦେଖିବାକୁ ମିଳୁଥିଲେ ମଧ୍ୟ ସେ ସେହି ଭଳି ଲୋକ ପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା ।

ତେବେ ଆପଣ ମାନେ ସୋମାଲିନ ଙ୍କୁ ନିଶ୍ଚୟ ଜାଣିଥିବେ ଓ ସୋମାଲିନ ଙ୍କ ଭଉଣୀ ଜାଙ୍କଲିନ ଙ୍କୁ ବି ମଧ୍ୟ ଆପଣ ମାନେ ଜାଣିଥିବେ । ତେବେ ଏହି ଦୁଈ ଭଉଣୀ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଟ୍ଵିନ ଶିଷ୍ଟର ଭାବେ ବେସ ପରିଚିତ । ତେବେ ଉଭୟ ରିଆଲିଟି ସୋ ରେ ପାଦ ଦେଇ ଅଭିନୟ ଆରମ୍ଭ କରିଥିଲେ । ନିଜ ଅଭିନୟ ପାଇଁ ଲୋକ ପ୍ରିୟ ମଧ୍ୟ ହୋଇଥିଲେ । ତେବେ ଜାଙ୍କଲିନ ଗତ କିଛି ଦିନ ତଳେ ଆମ ଓଡିଆଇଣ୍ଡଷ୍ଟ୍ରି ର ଅଭିନେତା ଅରବିନ୍ଦ ଙ୍କୁ ଭଲପାଇ ବିବାହ କରିଛନ୍ତି ଓ ବିବାହ ପରେ ବେସ ଖୁସି ରେ ଅଛନ୍ତି ।

ତେବେ ବନ୍ଧୁଗଣ ଅତି ନିକଟ ରେ ସୋମାଲିନ ଙ୍କ ର ବି ମଧ୍ୟ ବିବାହ ସାରି ଯାଇଛି ଓ ସେ ବର୍ତ୍ତମାନ ସମୟ ରେ ନିଜ ସ୍ଵାମୀ ଙ୍କ ସହ ବହୁସାରା ମଜା ମସ୍ତି କରୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ମଧ୍ୟ ଭାଇରାଳ ହେବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.