ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏଇ ସଂସାର ରେ ପୁରୁଷ ରୂପ ରେ କିଛି ରା-କ୍ଷ-ସ ମାତିଛନ୍ତି ଜନ୍ମ ନେଇଛନ୍ତି , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଓ ଦେଖିଥିବେ ଏବଂ ଶୁଣିଥିବେ ଯେ ବର୍ତ୍ତମାନ ସମୟ ରେ ଯୁବତୀ ମାନ ଙ୍କ ଅପେକ୍ଷା ବହୁ ଅଧିକ କୁନି ବାଳିକା ମାନ ଙ୍କୁ ବ-ଳ-ତ୍କା-ର ମାରିଦେଉଛନ୍ତି କିଛି ରା-କ୍ଷ-ସ ମାନେ । ତେବେ ବନ୍ଧୁଗଣ ଏହି ପ୍ରକାର କୁ ଲୋକ ମାନ ଙ୍କୁ ଯେତେ ଦ-ଣ୍ଡ ଦେଲେ ମଧ୍ୟ ଏହା ଥମିବା ରେ ଲାଗୁନି ନହିଁ ।
ବାରମ୍ବାର ବ-ଳ-ତ୍କା-ର କରି ମା-ରି ଦିଆଯାଉଛି , ତେବେ ବନ୍ଧୁଗଣ କିଛି ଖ-ରା-ପ ବ୍ୟକ୍ତି ଏହି କାର୍ଯ୍ୟ କରି ଧରା ପଡିଥିଲେ ମଧ୍ୟ କିଛି ବ୍ୟକ୍ତି ମାନେ ଖସି ଯାଉଛନ୍ତି । ତେବେ ବନ୍ଧୁଗଣ ବହୁ ଯୁବତୀ ଅଛନ୍ତି ଯେଉଁମାନେ କି ବହୁ ଖ-ରା-ପ ବ୍ୟକ୍ତି ଙ୍କୁ ଉପକୁକ୍ତ ଦ-ଣ୍ଡ ଦେଇ ସାବାଡ କରି ଦେଇଛନ୍ତି କିନ୍ତୁ କୁ-ନି ବାଳିକା ମାନେ ଏ ସଂସାର କଣ ଜାଣି ନାହାଁନ୍ତି । ତେବେ ବନ୍ଧୁଗଣ ଏହି କଥା ଟି କୁ ବର୍ତ୍ତମାନ କହିବା ର କାରଣ ହେଲା ଯେ ,
ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବ ରେ ଲାଗିଛି ତେବେ ଏହି ଭିଡିଓ ଟି ଆମ ଭାରତ ଦେଶ ରେ ଘଟିଛି । ତାହେଲେ ବନ୍ଧୁଗଣ ଏହି ଭିଡିଓ ରେ ଜଣେ ଯୁବତୀ ଘର କୁ ଫେରୁଥିବା ସମୟ ରେ ଜଣେ ଯୁବକ ତାକୁ ଲା-ଇ-ନ ମା-ରି , କମେଣ୍ଟ କରୁଥିଲା , ତେବେ ଯୁବକ ଙ୍କ ଏହି କାର୍ଯ୍ୟ ଭାରି ପଡିଗଲା ତାଙ୍କ ଉପରେ । ହଁ ବନ୍ଧୁ ସେହି ଯୁବତୀ ଜଣକ ରାସ୍ତା ମଝିରେ ଯୁବକ ଅଟକାଇ ଗା-ଳି-ଗୁ-ଲ-ଜ କରିବା ସହିତ ମା-ଡ ମଧ୍ୟ ମାରିଥିଲେ , ତେବେ ଦୃଶ୍ୟ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ