ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ବୋଟ ଦୁର୍ଘଟଣା ରେ ଆମ ମାନ ଙ୍କ ପ୍ରିୟ ରିପୋର୍ଟର ଅରିନ୍ଦମ ପ୍ରାଣ ହରାଇଥିଲେ । ତେବେ ମୃତ ଅରବିନ୍ଦ ତାଙ୍କ ଜୀବନ ରେ ବହୁ ସାହସିକତା କାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ହଁ ବନ୍ଧୁ ଯେମିତି ପ୍ରକୃତିକ ବିପର୍ଯ୍ୟୟ ନଇ ବଢି ହେଉନ ବନ୍ୟା ହେଉ ସେ ସଦା ସର୍ବଦା ଲୋକ ମାନ ଙ୍କ ପାଖ ରେ ପହଞ୍ଚି ଭଲ ମନ୍ଦ ଖବର ଖବର କୁ ସିଧା ପ୍ରସାରଣ କରିଥାନ୍ତି । ତେବେ ସେହିଭଳି ହାତୀ କୁ ଉଦ୍ଧାର କରିବା କୁ ଯାଇଥିବା ସମୟ ରେ ନିଜ ମୃତ୍ୟୁ ସହ ଲଢେଇ କରି ହରି ଯାଇଥିଲେ ଅରବିନ୍ଦ ।
ତେବେ ମୃତ ଅରବିନ୍ଦ ଙ୍କୁ ମାତ୍ର 39 ବର୍ଷ ହୋଇଥିଲା , ତେବେ ମୃତ ଅରବିନ୍ଦ ଜୀବିତ ଥିବା ସମୟ ରେ ତାଙ୍କ ସମସ୍ତ ସୁଖ ଦୁଃଖ ଭଳି ସବୁକଥା କହୁଥିଲେ ତାଙ୍କ ପତ୍ନୀ ଙ୍କୁ , ତେବେ ଅରବିନ୍ଦ ତାଙ୍କ ପତ୍ନୀ ଓ ଦେଢ ବର୍ଷ ପୁଅ ମଧ୍ୟ ରହିଛି ,ଅରବିନ୍ଦ ତାଙ୍କ ବାପା ମା ଙ୍କ ଗୋଟାଏ ବୋଲି ପୁଅ ଥିଲେ । କିନ୍ତୁ ବର୍ତ୍ତମାନ ଯେଉଁ ଭଳି ଭାବେ ଏକ ଦୁର୍ଘଟଣା ଟି ଘଟି ଯାଇଛି ତାହା ପରିବାର ଲୋକ ବହୁତ ଦୁଃଖିତ କରାଇଛି ଓ ତାଙ୍କ ପରିବାର ଲୋକ କହିଛନ୍ତି ଅରବିନ୍ଦ ତାଙ୍କ ସାହସ ଓ ଦକ୍ଷ ଦେଖାଇ ବେସ ଲୋକପ୍ରିୟ ହୋଇପାରିଥିଲେ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହାତୀ ନଦୀ ମଧ୍ୟ ରେ ପଶି ଯାଇଥିବା କାରଣ ରୁ ତାକୁ ନଦୀ ଭିତର କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଦଳ ସହ ଅରବିନ୍ଦ ଓ ତାଙ୍କ ସହିତ ପ୍ରଭାତ କ୍ୟାମେରା ମ୍ୟାନ ଯାଇଥିଲେ । କିନ୍ତୁ ଉଦ୍ଧାର ସମୟ ର ଲାଇଭ ଟେଳି କାଷ୍ଟ କରୁଥିବା ସମୟ ରେ ଏହି ଅଘଟଣ ଟି ଘଟି ଯାଇଛି , ହଁ ବନ୍ଧୁ ବୋଟ ଟି ଓଲଟି ପଡିଯିବା ରୁ ଅରବିନ୍ଦ ଙ୍କ ସହିତ ଓଡ୍ରାଫ ଦଳ ର ସୀତାରାମ ଙ୍କ ମୃତ୍ୟୁ ହୋଇଯାଇଥିଲା ।
ତେବେ ବନ୍ଧୁଗଣ ଏହିଭଳି ସାମ୍ବାଦିକ ଆଗକୁ ମିଳିବେ ନହିଁ କି ତାଙ୍କ ଭଳି ସ୍ଥାନ ପୂରଣ କରିବା ପାଇଁ ଆଉ କେହି ଆସିବେ ନହିଁ । ତେବେ ଅରବିନ୍ଦ ଙ୍କ ମୃତ୍ୟୁ ଖବର ରେ ପରିବାର ଦୁଃଖ କରିବା ସହିତ ପତ୍ନୀ ଦୁଃଖ ରେ ଭାଙ୍ଗି ପଡିଛନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ