Breaking News

ଅରିନ୍ଦମ ତାଙ୍କ ସ୍ତ୍ରୀ ସମୀକ୍ଷାଙ୍କ ସହ ବହୁତ ଖୁସିରେ ଥିଲେ, ସେଦିନର ଫଟୋ ଗୁଡିକ ଦେଖିଲେ କହିବେ ଯୋଡି ସୁନ୍ଦର

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ବୋଟ ଦୁର୍ଘଟଣା ରେ ଆମ ମାନ ଙ୍କ ପ୍ରିୟ ରିପୋର୍ଟର ଅରିନ୍ଦମ ପ୍ରାଣ ହରାଇଥିଲେ । ତେବେ ମୃତ ଅରବିନ୍ଦ ତାଙ୍କ ଜୀବନ ରେ ବହୁ ସାହସିକତା କାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ହଁ ବନ୍ଧୁ ଯେମିତି ପ୍ରକୃତିକ ବିପର୍ଯ୍ୟୟ ନଇ ବଢି ହେଉନ ବନ୍ୟା ହେଉ ସେ ସଦା ସର୍ବଦା ଲୋକ ମାନ ଙ୍କ ପାଖ ରେ ପହଞ୍ଚି ଭଲ ମନ୍ଦ ଖବର ଖବର କୁ ସିଧା ପ୍ରସାରଣ କରିଥାନ୍ତି । ତେବେ ସେହିଭଳି ହାତୀ କୁ ଉଦ୍ଧାର କରିବା କୁ ଯାଇଥିବା ସମୟ ରେ ନିଜ ମୃତ୍ୟୁ ସହ ଲଢେଇ କରି ହରି ଯାଇଥିଲେ ଅରବିନ୍ଦ ।

ତେବେ ମୃତ ଅରବିନ୍ଦ ଙ୍କୁ ମାତ୍ର 39 ବର୍ଷ ହୋଇଥିଲା , ତେବେ ମୃତ ଅରବିନ୍ଦ ଜୀବିତ ଥିବା ସମୟ ରେ ତାଙ୍କ ସମସ୍ତ ସୁଖ ଦୁଃଖ ଭଳି ସବୁକଥା କହୁଥିଲେ ତାଙ୍କ ପତ୍ନୀ ଙ୍କୁ , ତେବେ ଅରବିନ୍ଦ ତାଙ୍କ ପତ୍ନୀ ଓ ଦେଢ ବର୍ଷ ପୁଅ ମଧ୍ୟ ରହିଛି ,ଅରବିନ୍ଦ ତାଙ୍କ ବାପା ମା ଙ୍କ ଗୋଟାଏ ବୋଲି ପୁଅ ଥିଲେ । କିନ୍ତୁ ବର୍ତ୍ତମାନ ଯେଉଁ ଭଳି ଭାବେ ଏକ ଦୁର୍ଘଟଣା ଟି ଘଟି ଯାଇଛି ତାହା ପରିବାର ଲୋକ ବହୁତ ଦୁଃଖିତ କରାଇଛି ଓ ତାଙ୍କ ପରିବାର ଲୋକ କହିଛନ୍ତି ଅରବିନ୍ଦ ତାଙ୍କ ସାହସ ଓ ଦକ୍ଷ ଦେଖାଇ ବେସ ଲୋକପ୍ରିୟ ହୋଇପାରିଥିଲେ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହାତୀ ନଦୀ ମଧ୍ୟ ରେ ପଶି ଯାଇଥିବା କାରଣ ରୁ ତାକୁ ନଦୀ ଭିତର କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଦଳ ସହ ଅରବିନ୍ଦ ଓ ତାଙ୍କ ସହିତ ପ୍ରଭାତ କ୍ୟାମେରା ମ୍ୟାନ ଯାଇଥିଲେ । କିନ୍ତୁ ଉଦ୍ଧାର ସମୟ ର ଲାଇଭ ଟେଳି କାଷ୍ଟ କରୁଥିବା ସମୟ ରେ ଏହି ଅଘଟଣ ଟି ଘଟି ଯାଇଛି , ହଁ ବନ୍ଧୁ ବୋଟ ଟି ଓଲଟି ପଡିଯିବା ରୁ ଅରବିନ୍ଦ ଙ୍କ ସହିତ ଓଡ୍ରାଫ ଦଳ ର ସୀତାରାମ ଙ୍କ ମୃତ୍ୟୁ ହୋଇଯାଇଥିଲା ।


ତେବେ ବନ୍ଧୁଗଣ ଏହିଭଳି ସାମ୍ବାଦିକ ଆଗକୁ ମିଳିବେ ନହିଁ କି ତାଙ୍କ ଭଳି ସ୍ଥାନ ପୂରଣ କରିବା ପାଇଁ ଆଉ କେହି ଆସିବେ ନହିଁ । ତେବେ ଅରବିନ୍ଦ ଙ୍କ ମୃତ୍ୟୁ ଖବର ରେ ପରିବାର ଦୁଃଖ କରିବା ସହିତ ପତ୍ନୀ ଦୁଃଖ ରେ ଭାଙ୍ଗି ପଡିଛନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମହାଲିଙ୍ଗ କଲେଜରେ ସେଦିନ ରାତି କାହାଣୀ କହିଲେ JCB ଡ୍ରାଇଭର ପୁଷ୍କର, ଏମିତି କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ର ଶିକ୍ଷକ ମମିତା ମେହେର …

Leave a Reply

Your email address will not be published. Required fields are marked *