Breaking News

ପରୀକ୍ଷା ଦେବାକୁ ଆସିଥିବା ବିଦ୍ୟା ଭାରତୀଙ୍କ ପାଇଁ ଏମିତି କହିଲେ ତାଙ୍କ ବାପା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାରଳାଖେମୁଣ୍ଡି ମରୁତ ଏସିଏଫ ସୌମ୍ୟ ଙ୍କ ପତ୍ନୀ ବିଦ୍ୟାଭାରତି , ଯିଏ କି ଡ଼ିଏଫଓ ଙ୍କ ସହିତ ଅ-ନୈ-ତି-କ ସ-ମ୍ପ-ର୍କ ରଖି ମିଳିତ ଉଦ୍ୟମ ରେ ସୌମ୍ୟ ଙ୍କୁ ମରିଛନ୍ତି ବୋଲି ଅଭିଯୋଗ ହୋଇଛି ସେଥିପାଇଁ ବିଦ୍ୟାଭାରତି ମଧ୍ୟ ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ବର୍ତ୍ତମାନ ବିଦ୍ୟାଭାରତି ବଲାଙ୍ଗିର ପ୍ରାଣିଧନ ତାଲିମ କେନ୍ଦ୍ର ରେ ପରୀକ୍ଷା ଦେଉଛନ୍ତି ।

ତେବେ ନିକଟସ୍ଥ ଆଞ୍ଚଲ ରେ ରହି ସେ ସବୁଦିନ ଧଳା କାର ରେ ଆସୁଛନ୍ତି ପରୀକ୍ଷା ଦେବା ପାଇଁ , ତେବେ ବନ୍ଧୁଗଣ ଏହି ପରୀକ୍ଷା ଗତ ବୁଧବାର ଦିନ ଥୁ ଆରମ୍ଭ ହୋଇଛି ଓ ଏହା ଆଗାମୀ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ବନ୍ଧୁଗଣ ସେ ପରୀକ୍ଷା ଦେବା ପାଇଁ ଆସୁଥିଲେ ମଧ୍ୟ ଗଣ ମାଧୟମ ନିକଟ ରେ କିଛି ପ୍ରତିକ୍ରିୟା ରଖୁ ନାହାଁନ୍ତି ଡ଼ିଏଫଓ ଙ୍କ ଭଳି । ହଁ ବନ୍ଧୁ ଯେମିତି ଡ଼ିଏଫଓ ଗଣ ମାଧ୍ୟମ ଙ୍କୁ ଖାତିର ନକରି ସେମାନ ଙ୍କ ପ୍ରଶ୍ନ ର ଉତ୍ତର ନ ଦେଇ ଚାଲିଯାଉଛନ୍ତି ଠିକ ସେହିଭଳି ବିଦ୍ୟାଭାରତି ମଧ୍ୟ ସେହି ଭଳି ଉପାୟ ରେ ଚାଲି ଯାଉଛନ୍ତି ।

ତେବେ ବନ୍ଧୁଗଣ ବିଦ୍ୟାଭାରତି ପରୀକ୍ଷା ଦେବା କୁ ଯାଉଥିଲେ ମଧ୍ୟ ତାଙ୍କ ସହପାଠୀ ଙ୍କ ସହିତ ମିଶୁ ନାହାଁନ୍ତି କି ବିଦ୍ୟାଭାରତି ଙ୍କ ସହିତ ତାଙ୍କ ସହପାଠୀ ମାନେ ମଧ୍ୟ ମିଶିବାକୁ ଚାହୁଁ ନାହାଁନ୍ତି ବୋଲି ବିଦ୍ୟାଭାରତି ଙ୍କ ସହପାଠୀ ମାନେ କହିଛନ୍ତି । ତେବେ ସୂଚନା ଅନୁଯାୟୀ ବିଦ୍ୟାଭାରତି ତାଙ୍କ ପରିବାର ସହ ସେହି ବଲାଙ୍ଗିର ଜିଲ୍ଲା ରେ ରହୁଛନ୍ତି କିନ୍ତୁ କେଉଁ ଠାରେ ରହୁଛନ୍ତି ତାହା ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମହାଲିଙ୍ଗ କଲେଜରେ ସେଦିନ ରାତି କାହାଣୀ କହିଲେ JCB ଡ୍ରାଇଭର ପୁଷ୍କର, ଏମିତି କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ର ଶିକ୍ଷକ ମମିତା ମେହେର …

Leave a Reply

Your email address will not be published. Required fields are marked *