Breaking News

ICU ରେ ଭର୍ତ୍ତି ହେଲେ ଓଡିଆ ସିନେମା ଜଗତର ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା (Pradyumna Lenka)?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ରେ ରେ ବହୁ ମିଛ ଓ ସତ ଖବର ବେସ ଦେଖିବାକୁ ମିଳିଥାଏ ଓ ପ୍ରାୟ ବହୁ କମ ଭିଡିଓ ମିଛ ହୋଇଥିଲେ ମଧ୍ୟ ତାହା ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଥାଏ , ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା ଙ୍କୁ ନେଇ ,


ହଁ ବନ୍ଧୁ ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି ଯେ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା ଆଇସିଇଉ ରେ ଭର୍ତ୍ତି ହୋଇଛନ୍ତି । ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଖବର ଟି ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଏହା ସତ୍ୟ ନା ଏହା କରିବା ପଛ ରେ ଆଉ କଣ ରହିଛି ରହସ୍ୟ ଜାଣିବା , ତେବେ ବନ୍ଧୁଗଣ ଆପଣ ମାନେ ପ୍ରଦ୍ଯୁମ୍ନ ଲେଙ୍କା ଙ୍କୁ ନିଶ୍ଚୟ ଜାଣିଥିବେ ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଯେଉଁ ଖବର ଟି ଭାଇରାଲ ହେବ ରେ ଲାଗିଛି ତାହା ସତ୍ୟ ଅଟେ କିନ୍ତୁ ରିଅଲ ଲାଇଫ ରେ ନୁହେଁ ବରଂ ଏହା ହେଉଛି ରିଲ ଲାଇଫ ର । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଆଗାମୀ ଦିନ ମାନ ଙ୍କ ଭିତରେ ରାଧିକା ସାତ୍ଵିକ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି । ତେବେ ଏହି ଚଳଚିତ୍ର ରେ ଆପଣ ପ୍ରଦୂମ୍ନ ଲେଙ୍କା ଙ୍କ ଅଭିନୟ ଦେଖିବାକୁ ପାଇବେ ॥ ଏହି ସିନେମା ଟି ତରଂଗ ସିନେପ୍ରଡ଼କସନ ରେ ନିର୍ମାଣ ହେଉଛି । ଏହାର ନାମ ରହିଛି ବାପା ICU ରେ ଅଛନ୍ତି, ଏଥିରେ ପ୍ରଦ୍ୟୁମ୍ନ ଲେଙ୍କା ବାପା ଭୂମିକାରେ ଅଭିନୟ କରୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *