Breaking News

ଓଡିଆ ହିରୋଇନ ଅର୍ଚିତା (Archita Sahu) କେମିତି ତାଙ୍କ ଅଜାଙ୍କ ୮୯ ତମ ଜନ୍ମଦିନ ପାଳିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଚୂଳବୁଲି ନାୟିକା ଅର୍ଚିତା ଙ୍କୁ ନିଶ୍ଚୟ ଭଲ ଭାବ ରେ ଜାଣିଥିବେ , ତେବେ ଆପଣ ମାନେ ଅର୍ଚିତା ଙ୍କୁ ବହୁସାରା ଚଳଚିତ୍ର ରେ ତାଙ୍କ ଜବରଦସ୍ତ ନିଶ୍ଚୟ ଦେଖିଥିବେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଘରେ ଘରେ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିକ୍ଷ୍ହହୀ ମାସ ତଳେ ଅର୍ଚିତା ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରିଥିଲେ ।

ତେବେ ବିବାହ ପରେ ବର୍ତ୍ତମାନ ସମୟ ରେ ତାଙ୍କ ଶାଶୁଘରେ ମାନେ ସବ୍ୟଶଚି ଙ୍କ ଘରେ ଅଛନ୍ତି ଓ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହୁଛନ୍ତି , ହଁ ବନ୍ଧୁ କେତେବେଳେ ଫଟୋ ପୋଷ୍ଟ କରି ତ ଆଉ କେତେବେଳେ ଭିଡିଓ ପୋଷ୍ଟ କରି ବେସ ଚର୍ଚ୍ଚା ରେ ଥାନ୍ତି । ତେବେ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଅର୍ଚିତା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ତାହେଲେ ଆସନ୍ତୁ ଜାଣିବା ଅର୍ଚିତା ଙ୍କ କେଉଁ ଭିଡିଓ ଟି ବର୍ତ୍ତମାନ ସମୟ ରେ ବେସ ଭାଇରାଲ ହେବ ରେ ଲାଗିଛି ,


ତେବେ ବନ୍ଧୁଗଣ ଆଜି ଆମେ ଯେଉଁ ଭିଡିଓ ବିଷୟ ରେ କହିବାକୁ ଯାଉଛୁ ତାହା ହେଉଛି ବହୁ ପୁରୁଣା ଦିନ ମାନେ ଲକ ଡାଉନ ସମୟ ର ଭିଡିଓ ଓ ଏହି ଭିଡିଓ ରେ ଅର୍ଚିତା ଓ ସବ୍ୟସାଚୀ ଙ୍କ ଅଜା ଙ୍କ ଜନ୍ମ ଦିନ ଟି ସୁନ୍ଦର ଭାବେ ପାଳନ ହୋଇଛି । ତେବେ ସବ୍ୟ ଅଜା ଙ୍କୁ 89 ବର୍ଷ ହେବା ଖୁସି ରେ ବହୁତ ଧୁମଧାମ ର ସହିତ ଜନ୍ମ ଦିନ ଟି ପାଳନ ହୋଇଥିଲା ଓ ଏହି ସମୟ ରେ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *