Breaking News

କ୍ୟାମେରା ମ୍ୟାନ ପ୍ରଭାତ ବଖାଣି ରେ ସେଦିନର ମୁଣ୍ଡଳୀର ଛାତିଥରା କାହାଣୀ ଓ ତାଙ୍କୁ ଅରିନ୍ଦମ (Arindam Das) ଶେଷ ଥର ପାଇଁ କଣ କହିଥିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଯେ କ୍ୟାମେରା ମ୍ୟାନ ପ୍ରଭାତ ସୁସ୍ଥ ହେବା ପରେ ସବୁ କିଛି କହିଛନ୍ତି , ହଁ ବନ୍ଧୁ ସେ କହିଛନ୍ତି ହାତୀ ପାଖ କୁ ଯିବା ତାଙ୍କ ଉଦ୍ଦେଶ୍ୟ ନଥିଲା ସେ ଭଲ ଭିଜ୍ଯୁଆଲ ଦର୍ଶକ ମାନ ଙ୍କୁ ଦେଖାଇବା ପାଇଁ ସେ ବୋଟ ମାଧ୍ୟମ ରେ ସେପଟେ କୁଳ ରେ ଛାଡି ଦେବା କୁ , କିନ୍ତୁ ଏହି ଭଳି ଅଘଟଣ ହୋଇଯିବ ଆମେ ଭାବି ନଥିଲୁ , ତେବେ ନଦୀ ଭିତର କୁ ଯିବା ପୂର୍ବ ରୁ ବ୍ରିଜ ଉପରେ ଭଲ ରେ ରିପୋର୍ଟ ଦେଇଥିଲୁ ।


ତେବେ ଆମେ ନଦୀ କୁ ଓଡ୍ରାଫ ଦଳ ଉପରେ ଭରସା କରି ଯାଇଥିଲୁ , କାରଣ ଯାହା ବି କିଛି ଅସୁବିଧା ଏହି ନଦୀ ର ସୃତ ରେ ହେବ ଆମ କୁ ଓଡ୍ରାଫ ଦଳ ବଞ୍ଚାଇ ଦେବ । କିନ୍ତୁ ଏହି ଅଘଟଣ ହେବା ଦ୍ଵାରା ସର୍ବ ପ୍ରଥମେ ପାଣି ରେ ମୁଁ ପଡିଗଲି କାରଣ ମୋର ଦୁଇ ହାତ ରେ କ୍ୟାମେରା ଥିଲା , ତେବେ ମୁଁ ପାଣି ରେ ପଡିବା ପରେ ଅରିନ୍ଦମ ଭାଇ ମୋତେ ବୋଟ ଉପର କୁ ଆଣିଥିଲେ ।

ଏପଟେ ପ୍ରଚୁର ସୁଅ ହେବା ରୁ ବୋଟ ରେ ଥିବା ଓଡ୍ରାଫ ଦଳ ଓ ଅରିନ୍ଦମ ଭାଇ ,ମୁଁ ପଡିଗଲୁ । ତେବେ ମୁଁ ଡଙ୍ଗା ତଳ କୁ ଚାଲିଗଳି ଓ ଶେଠୀ ରହିପାରେ ବହୁତ ଥର ବାନ୍ତି କରିଥିଲି , ତେବେ ବୋଟ ତଳେ 2 ମିନିଟ ରହିବା ପରେ ମୋର ହାତ ରେ ଏକ ରସି ବାଜିଲା ଓ ତାକୁ ଧରିବା ପରେ ମୋତେ ଉପର କୁ ନେଇଗଲେ କିନ୍ତୁ ଅରିନ୍ଦମ ଭାଇ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଗଲେ , ବୋଲି ପ୍ରଭାତ କହିଛନ୍ତି , ତେବେ ପ୍ରଭାତ ଅରିନ୍ଦମ ଙ୍କୁ ହରାଇ ବହୁ ଦୁଃଖ ରେ ଅଛନ୍ତି କାରଣ ସେ ତାଙ୍କ ସହିତ ଦୀର୍ଘ ବର୍ଷ ହେଲା କାମ କରି ଆସୁଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *