Breaking News

OTV ରିପୋର୍ଟର ଅରିନ୍ଦମ ଦାସ (Aridnam Das) ଙ୍କ ଭଉଣୀ ଟୁଇଟ କରି କହିଲେ ମୋ ଭାଇକୁ ନେଇ ମିଛ ଖବର କରନ୍ତୁ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପୂର୍ବେ ସୋସିଆଲ ମିଡିଆ ରେ ମୃତ ଅରିନ୍ଦମ ଙ୍କୁ ନେଇ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଥିଲା ଯେ । ମୃତ ଅରିନ୍ଦମ ଅସୁବିଧା ରେ ଅଛନ୍ତି ତାଙ୍କୁ ଓଡିଶା ବାସୀ ଙ୍କୁ ସହାୟତା ଦରକାର , ତେବେ ବନ୍ଧୁଗଣ ଏହି ଖବର ଟି ଅତ୍ୟନ୍ତ ମିଛ ଅଟେ , ହଁ ବନ୍ଧୁ ଏହି ଖବର ଟି ମିଛ ବୋଲି ଅରିନ୍ଦମ ଙ୍କ ଭଉଣୀ ଟ୍ବିଟ କରି କହିଛନ୍ତି ।


ହଁ ବନ୍ଧୁ ମୃତ ଅରିନ୍ଦମ ଙ୍କ ଭଉଣୀ ଟ୍ବିଟ କରି କହିଛନ୍ତି ଆମେ ମାନେ ସେତେ ଖରାପ ପରିସ୍ଥିତ ଦେଇ ଗତି କରୁନୁ ଯେ ମୃତ ଅରବିନ୍ଦ ଙ୍କ ସ୍ତ୍ରୀ ଓ ପିଲା ସମ୍ମାନ ରେ ବଞ୍ଚିବା ପାଇଁ ଆଉ କାହା ଆଗରେ ହାତ ଖୋଳୀମାଗିବାକୁ ପଡିବ । ଆପଣ ମାନ ଙ୍କ ଭଲ ପାଇବା ରହିଛି ତାହା ଆମ ପାଇଁ ବଡ କଥା । ତେବେ ଆମର ହେଉଛୁ ଯୌଥ ପରିବାର ଓ ଆମର ସମସ୍ତ ପରିବାର ସଦସ୍ୟ ମାନେ ନିଜ ନିଜ କ୍ଷେତ୍ର ରେ ବେସ ସକ୍ଷମ ।

ମୋ ବାପା ଜଣେ ବ୍ଯାଙ୍କ କର୍ମଚାରୀ ଥିଲେ ଓ ମୁ ବି ଚାକିରି କରିଛି । ତେବେ ଅରିନ୍ଦମ ଙ୍କ ଛୋଟ ବେଳୁ ଇଚ୍ଛା ଥିଲା ସେ ରିପୋର୍ଟର ହେବ ବୋଲି । ତେବେ ସେ ତାଙ୍କ ରିପୋର୍ଟିଂ କାର୍ଯ୍ୟ ବେସ ଭଲ ଭାବ ରେ କରୁଥିଲେ ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ବନ୍ଧୁଗଣ ଅରିନ୍ଦମ ଙ୍କ ଭଉଣୀ ସେସ ରେ କହିଛନ୍ତି ଦୟାକରି ମୋ ଭାଇ କୁ ନେଇ ଏତେ ଚର୍ଚ୍ଚା କରନ୍ତୁ ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *