ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପୂର୍ବେ ସୋସିଆଲ ମିଡିଆ ରେ ମୃତ ଅରିନ୍ଦମ ଙ୍କୁ ନେଇ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଥିଲା ଯେ । ମୃତ ଅରିନ୍ଦମ ଅସୁବିଧା ରେ ଅଛନ୍ତି ତାଙ୍କୁ ଓଡିଶା ବାସୀ ଙ୍କୁ ସହାୟତା ଦରକାର , ତେବେ ବନ୍ଧୁଗଣ ଏହି ଖବର ଟି ଅତ୍ୟନ୍ତ ମିଛ ଅଟେ , ହଁ ବନ୍ଧୁ ଏହି ଖବର ଟି ମିଛ ବୋଲି ଅରିନ୍ଦମ ଙ୍କ ଭଉଣୀ ଟ୍ବିଟ କରି କହିଛନ୍ତି ।
ହଁ ବନ୍ଧୁ ମୃତ ଅରିନ୍ଦମ ଙ୍କ ଭଉଣୀ ଟ୍ବିଟ କରି କହିଛନ୍ତି ଆମେ ମାନେ ସେତେ ଖରାପ ପରିସ୍ଥିତ ଦେଇ ଗତି କରୁନୁ ଯେ ମୃତ ଅରବିନ୍ଦ ଙ୍କ ସ୍ତ୍ରୀ ଓ ପିଲା ସମ୍ମାନ ରେ ବଞ୍ଚିବା ପାଇଁ ଆଉ କାହା ଆଗରେ ହାତ ଖୋଳୀମାଗିବାକୁ ପଡିବ । ଆପଣ ମାନ ଙ୍କ ଭଲ ପାଇବା ରହିଛି ତାହା ଆମ ପାଇଁ ବଡ କଥା । ତେବେ ଆମର ହେଉଛୁ ଯୌଥ ପରିବାର ଓ ଆମର ସମସ୍ତ ପରିବାର ସଦସ୍ୟ ମାନେ ନିଜ ନିଜ କ୍ଷେତ୍ର ରେ ବେସ ସକ୍ଷମ ।
ମୋ ବାପା ଜଣେ ବ୍ଯାଙ୍କ କର୍ମଚାରୀ ଥିଲେ ଓ ମୁ ବି ଚାକିରି କରିଛି । ତେବେ ଅରିନ୍ଦମ ଙ୍କ ଛୋଟ ବେଳୁ ଇଚ୍ଛା ଥିଲା ସେ ରିପୋର୍ଟର ହେବ ବୋଲି । ତେବେ ସେ ତାଙ୍କ ରିପୋର୍ଟିଂ କାର୍ଯ୍ୟ ବେସ ଭଲ ଭାବ ରେ କରୁଥିଲେ ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ବନ୍ଧୁଗଣ ଅରିନ୍ଦମ ଙ୍କ ଭଉଣୀ ସେସ ରେ କହିଛନ୍ତି ଦୟାକରି ମୋ ଭାଇ କୁ ନେଇ ଏତେ ଚର୍ଚ୍ଚା କରନ୍ତୁ ନହିଁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ