ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ଶୁକ୍ରବାର ଦିନ ଯେଉଁ ଅଘଟଣ ଟି ଘଟି ଥିଲା ତାହା ସମସ୍ତ ଓଡିଶା ବାସୀ ଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କଳା ଭଳି ଲାଗିଥିବ । ତେବେ ପରବର୍ତ୍ତୀ ସମୟ ରେ ଦୁଃଖ ର ଖବର ମିଳିଥିଲା ଆମ ମାନ ଙ୍କ ପ୍ରିୟ ସାହସୀ ରିପୋର୍ଟର ଅରିନ୍ଦମ ଆମ ମାନ ଙ୍କୁ ଛାଡି ସବୁଦିନ ପାଇଁ ଆର ପାରି କୁ ଚାଲିଯାଇଛନ୍ତି । ତାହେଲେ ଆପଣ ମାନେ ଜାଣିଥିବେ ତାଙ୍କ ସହିତ ଯାଇଥିବା କ୍ୟାମେରା ମ୍ୟାନ ପ୍ରଭାତ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଓ ବର୍ତ୍ତମାନ ସମୟ ରେ ସେ ସୁସ୍ଥ ଅଛନ୍ତି ।
ତେବେ ବନ୍ଧୁଗଣ ପ୍ରଭାତ ସୁସ୍ଥ ଥିଲେ ମଧ୍ୟ ସେ ସେ ବହୁତ ଦୁଃଖ ରେ ଅଛନ୍ତି କାରଣ ଅରିନ୍ଦମ ଭାଇ ଙ୍କୁ ହରାଇ , ହଁ ବନ୍ଧୁ ଏହି କଥା ଟି ନିଜେ ପ୍ରଭାତ କହିଛନ୍ତି , ତେବେ ସେ ଆହୁରି କହିଛନ୍ତି ଯେ ସେହି ଦିନ ତାଙ୍କ ଜନ୍ମ ଦିନ ହୋଇଥିଲା । ତେବେ ପ୍ରଭାତ ଅଫିସ ଆସିବା ପରେ ସେ ଅରିନ୍ଦମ ଙ୍କ ସହିତ ହାତୀ କୁ ଉଦ୍ଧାର କରୁଥିବା ର ଲାଇଭ ଟେଲିକଷ୍ଟ ଦେଖାଇବା ପାଇଁ ।
ତେବେ ଏତେ କିଛି ହୋଇଯିବ ବୋଲି ପ୍ରଭାର ଜାଣି ନଥିଲେ , ତେବେ ବନ୍ଧୁଗଣ ଯେତେବେଳେ ଓଡ୍ରାଫ ଦଳ ସାହାର୍ଯ୍ୟ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିଲେ , ତେବେ ଓଡ୍ରାଫ ଦଳ ପ୍ରଥମେ ମନା କରିଥିଲେ ଯେ ସେ ନେବେ ନହିଁ ବୋଲି କିନ୍ତୁ ପରବର୍ତ୍ତୀ ସମୟ ରେ ଅରିନ୍ଦମ ଓଡ୍ରାଫ ଦଳ ଙ୍କ ସହ ପ୍ରାଥମିକ ଭାବେ କଥା ହୋଇଥିଲେ ଓ ସେମାନେ ମଧ୍ୟ ରାଜି ଥିଲେ ସେମାନ ଙ୍କୁ ନେବା ପାଇଁ କିନ୍ତୁ ସର୍ତ୍ତ ରଖିଥିଲେ ଯେ ଏକର ବ୍ରିଜ ରୁ ବ୍ରିଜ ସେପଟେ ଛାଡିବେ , ତେବେ ଏହି ଓଡ୍ରାଫ କହିବା ପରେ ଅରିନ୍ଦମ ଓ ପ୍ରଭାତ ବୋଟ ରେ ବସି ଯାଇଥିଇଲେ ।
ତେବେ ବୋଟ ଆଗକୁ ଯାଉଥିବା ସମୟ ରେ ହାତୀ ବୋଟ ଟି କୁ ଦେଖି ଆଗକୁ ଆଗକୁ ପଳାଇଲା ଓ ତାକୁ ଘୋଡାଇବା ପାଇଁ ତା ନିକଟ ଆସି ଏହି ଭଳି ଅଘଟଣ ର ଶିକାର ହୋଇଥିଲେ ପ୍ରଭାତ କହିଛନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ