ଦର୍ଶକ ବନ୍ଧୁ ବରେତ୍ତମାନ ସମୟ ର ବଡ ଖବର ଓ ଖୁସି ଖବର ଆସିଗଲା ଚାଷୀ ଭାଇ ମାନ ଙ୍କ ପାଇଁ , ହଁ ବନ୍ଧୁ ଯେଉଁ ଚାଷୀ ଭାଇ ମାନେ କାଳିଆ ଯୋଜନା ରେ ପଇସା ପାଇ ନାହାଁନ୍ତି ବା ନୂଆ ଚାଷୀ ମାନେ ପଞ୍ଜୀକୃତ କରିବା ପାଇଁ ଇଚ୍ଛୁକ ଅଛନ୍ତି ସେମାନ ଙ୍କୁ ଆପ୍ଲିକେସନ ର ଫର୍ମ ପୂରଣ କରିବା ପାଇ ଆସି ଯାଇଛି କାଳିଆ ଯୋଜନା ର ଅଫିସିଆଲ ପୋର୍ଟାଲ । ତେବେ ଷଷ୍ଠ କିସ୍ତି ର ପଇସା କେବେ ଆସିବ ତାହା ର ମଧ୍ୟ ସୂଚନା ମିଳିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗକୁ ଆସିବାକୁ ଯାଉଛି ପଞ୍ଚାଯତ ନିର୍ବାଚନ , ତେବେ ଯେଉମ ଚାଷୀ ମାନେ ଅନଲାଇନ ରେ ଫର୍ମ ପୂରଣ କରି ପାରୁ ନଥିଲେ ସେମାନ ଙ୍କ ପାଇଁ ଖୁସି ଖବର ।
ଏହି ଫର୍ମ ରେ ଯାହା ବି କିଛି ଅସୁବିଧା ହୋଇଥିବ ଆପଣ ମାନେ କାଳିଆ ଯୋଜନା ରେ ସମାଧାନ କରି ପାରିବେ ଓ ନିର୍ବାଚନ ପୂର୍ବ ରୁ ଆପଣ ମାନେ ଷଷ୍ଠ କିସ୍ତି ରେ 2000 କିମ୍ବା 5000 ଟଙ୍କା ପାଇ ପାରିବେ । ତେବେ ଏହି ଫର୍ମ ଟି ହେଉଛି ଯେଉଁ ଚାଷୀ ମାନ ଙ୍କ ଆକାଉଣ୍ଟ ନମ୍ବର ରିମୁଭ ହୋଇ ଯାଇଛି ବା କୌଣସି କାରଣ ରୁ ଆଧାର କାର୍ଡ ବା ଇନିସଫିସେଣ୍ଟ ଦେଖାଉଥିଲା ସେହି ସମୟ ରେ ଏହି ଆପ୍ଲିକେସନ ରେ ଆପଣ ଅସୁବିଧା ସମାଧାନ କରି ପାରିବେ କିନ୍ତୁ ଏହାକୁ ସରକାର ମଝିରେ ବନ୍ଦ କରି ଦେଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଏହା ଖୋଲି ସରିଛି ।
କିଛି ବି ଅସୁବିଧା ଥିଲେ ଆପଣ ଏହାରି ମାଧ୍ୟମ ରେ ସମାଧାନ କରିପାରିବେ ଓ ଚାଷୀ ଭାଇ ମାନେ ଏହି ଯୋଜନା ରେ ପଞ୍ଜୀକରଣ କରି ନଥିଲେ ସେମାନେ ବର୍ତ୍ତମାନ ସମୟ ରେ ପଞ୍ଜିକୃତ କରି ପାରିବେ । ସେଥିପାଇଁ ଆପଣ ଙ୍କୁ ଆପଣ ବ୍ୟାଙ୍କ ଓ ପାସବୁକ ଫଟୋ ଦରକାର ,ରାଶନ କାର୍ଡ ଦରକାର । ହଁ ବନ୍ଧୁ ରାଶନ କାର୍ଡ ରେ ଥିବା ପରିବାର ସଦସ୍ୟ ଙ୍କ ମଧ୍ୟ ରୁ କେବଳ ଜଣେ ପାଇବେ ସେଥିପାଇଁ ରାଶାନ କାର୍ଡ ନିହାତି ଦରକାର । ତେବେ ପଞ୍ଜୀକୃତ କରିବା ପରେ ସେମାନେ ଟଙ୍କା ନିଶ୍ଚୟ ପାଇବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ