ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୋବାଇଲ ଗେମ୍ ନେଇଗଲା ପୁଅ ର ଜିବନ , ହଁ ବନ୍ଧୁ ମୋବାଇଲ ଛଡ଼ାଇ ନେବା ରୁ ନବମ ଶ୍ରେଣୀ ର ଛାତ୍ର ନେଇଗଲା ବଡ଼ ନିଷ୍ପତ୍ତି ଓ ଅକାଳ ରେ ଚାଲିଗଲା ଜି-ବ-ନ ଓ ମେଡିକାଲ ରେ ମା ବାହୁନି ବାହୁନି କାନ୍ଦୁଥିବା ସମୟ ରେ ଭଉଣୀ ମୃତ ଭାଇ ଦେହ କୁ ହଲେଇ ଭାଇ କୁ ଡାକିବାକୁ ଚେଷ୍ଟା କରିଛି । ହଁ ବନ୍ଧୁ ଏହି ଦୃଶ୍ୟ ଟି ମେଡିକାଲ ରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କେଉଁଠି ଘଟିଛି ଏହି ଘଟଣା ଟି ,
ତେବେ ବନ୍ଧୁଗଣ ଏହି ଅନଲାଇନ ଗେମ୍ ବର୍ତ୍ତମାନ ସମୟ ରେ ଯୁବକ ମାନ ଙ୍କ ପାଇଁ ଏତେ ଲୋକ ପ୍ରିୟ ହୋଇଛି ଯେ ସେ ଏହି ଗେମ୍ ପାଇଁ ନିଜ ଜି-ବ-ନ କୁ ବାଜିରେ ଲଗାଇ ଦେଉଛନ୍ତି । ତେବେ ବର୍ତମାନ ସମୟ ରେ କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ଅଞ୍ଚଳ ରେ ଦେଖିବାକୁ ମିଳିଛି ଏହି ହୃଦୟ ବିଦାରକ ଘଟଣା । ତେବେ ଗସିପୁରା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଚଗୁଲ ଜେନା ଙ୍କ ପୁଅ ସୌମ୍ୟ ରଂଜନ ନବମ ଶ୍ରେଣୀ ରେ ପଢ଼ୁଥିଲା ।
ତେବେ ପୁଅ ଅନଲାଇନ କ୍ଲାସ କରିବା ପାଇଁ ବାପା ମା ମୋବାଇଲ ଟିଏ ଦେଇଥିଲେ ଓ ସେଥିପାଇଁ ସୌମ୍ୟ ଙ୍କ ପାଖ ରେ ମୋବାଇଲ ରହୁଥିଲା , ତେବେ ସୌମ୍ୟ ସାଳପଦା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ର ଛାତ୍ର । ତେବେ ସେ ସ୍କୁଲ ରୁ ଫେରି ମୋବାଇଲ ରେ ଅନଲାଇନ୍ ଗେମ ଫ୍ରି ଫାୟାର ଖେଳୁଥିଲା କିନ୍ତୁ ମା ବାରଣ କରିଥିଲେ କାଲି ପରୀକ୍ଷା ଅଛି ଯାଆ ପାଠ ପଢ଼ିବୁ ଓ ଏତିକି କହି ମୋବାଇଲ ଟା ଛଡ଼ାଇ ନେବା ରୁ ସେ ରା-ଗି ଯାଇ ଛାତ ଉପରୁ ଚଢ଼ିଗଲା ଓ ତଳ କୁ ଡେ-ଇଁ ପଡ଼ିଲା ଓ ତାକୁ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିବା ସମୟ ରେ ସେ ସେହିଠାରେ ମୃତ୍ୟୁବରଣ କରିଛନ୍ତି । ସାମାନ୍ୟ ଟିକେ ଗେମ୍ ଖେଳିବା ପାଇଁ କେମିତି ଜଣେ ତାର ନିଜ ଜିବନ କୁ ତ୍ୟା-ଗ କରିଦେଲା ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ