Breaking News

Free Fire ଗେମ ଖେଳୁଥିଲେ, ମା ଛଡାଇ ନେଲେ ମୋବାଇଲ, ଝୁଲି ପଡିଲେ ଛାତ୍ର – ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୋବାଇଲ ଗେମ୍ ନେଇଗଲା ପୁଅ ର ଜିବନ , ହଁ ବନ୍ଧୁ ମୋବାଇଲ ଛଡ଼ାଇ ନେବା ରୁ ନବମ ଶ୍ରେଣୀ ର ଛାତ୍ର ନେଇଗଲା ବଡ଼ ନିଷ୍ପତ୍ତି ଓ ଅକାଳ ରେ ଚାଲିଗଲା ଜି-ବ-ନ ଓ ମେଡିକାଲ ରେ ମା ବାହୁନି ବାହୁନି କାନ୍ଦୁଥିବା ସମୟ ରେ ଭଉଣୀ ମୃତ ଭାଇ ଦେହ କୁ ହଲେଇ ଭାଇ କୁ ଡାକିବାକୁ ଚେଷ୍ଟା କରିଛି । ହଁ ବନ୍ଧୁ ଏହି ଦୃଶ୍ୟ ଟି ମେଡିକାଲ ରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କେଉଁଠି ଘଟିଛି ଏହି ଘଟଣା ଟି ,


ତେବେ ବନ୍ଧୁଗଣ ଏହି ଅନଲାଇନ ଗେମ୍ ବର୍ତ୍ତମାନ ସମୟ ରେ ଯୁବକ ମାନ ଙ୍କ ପାଇଁ ଏତେ ଲୋକ ପ୍ରିୟ ହୋଇଛି ଯେ ସେ ଏହି ଗେମ୍ ପାଇଁ ନିଜ ଜି-ବ-ନ କୁ ବାଜିରେ ଲଗାଇ ଦେଉଛନ୍ତି । ତେବେ ବର୍ତମାନ ସମୟ ରେ କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ଅଞ୍ଚଳ ରେ ଦେଖିବାକୁ ମିଳିଛି ଏହି ହୃଦୟ ବିଦାରକ ଘଟଣା । ତେବେ ଗସିପୁରା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଚଗୁଲ ଜେନା ଙ୍କ ପୁଅ ସୌମ୍ୟ ରଂଜନ ନବମ ଶ୍ରେଣୀ ରେ ପଢ଼ୁଥିଲା ।

ତେବେ ପୁଅ ଅନଲାଇନ କ୍ଲାସ କରିବା ପାଇଁ ବାପା ମା ମୋବାଇଲ ଟିଏ ଦେଇଥିଲେ ଓ ସେଥିପାଇଁ ସୌମ୍ୟ ଙ୍କ ପାଖ ରେ ମୋବାଇଲ ରହୁଥିଲା , ତେବେ ସୌମ୍ୟ ସାଳପଦା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ର ଛାତ୍ର । ତେବେ ସେ ସ୍କୁଲ ରୁ ଫେରି ମୋବାଇଲ ରେ ଅନଲାଇନ୍ ଗେମ ଫ୍ରି ଫାୟାର ଖେଳୁଥିଲା କିନ୍ତୁ ମା ବାରଣ କରିଥିଲେ କାଲି ପରୀକ୍ଷା ଅଛି ଯାଆ ପାଠ ପଢ଼ିବୁ ଓ ଏତିକି କହି ମୋବାଇଲ ଟା ଛଡ଼ାଇ ନେବା ରୁ ସେ ରା-ଗି ଯାଇ ଛାତ ଉପରୁ ଚଢ଼ିଗଲା ଓ ତଳ କୁ ଡେ-ଇଁ ପଡ଼ିଲା ଓ ତାକୁ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିବା ସମୟ ରେ ସେ ସେହିଠାରେ ମୃତ୍ୟୁବରଣ କରିଛନ୍ତି । ସାମାନ୍ୟ ଟିକେ ଗେମ୍ ଖେଳିବା ପାଇଁ କେମିତି ଜଣେ ତାର ନିଜ ଜିବନ କୁ ତ୍ୟା-ଗ କରିଦେଲା ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.