Breaking News

ଓଡିଆ ଅଭିନେତ୍ରୀ ଜିନା (Zeena Samal) ଓ ତାଙ୍କ ସ୍ଵାମୀ ରୁଦ୍ର ଙ୍କ ମଧ୍ୟରେ ଘରେ କାହାର ରାଜ ଚାଲେ, ଏମିତି ଉତ୍ତର ଦେଲେ Rudra, ଶୁଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଜିନା ସାମଲ ଙ୍କୁ ନିଶ୍ଚୟ ଜାଣିଥିବେ , ସେ ଓଡିଆ ଇଣ୍ଡଷ୍ଟ୍ରି କାମ କରିବା ସହିତ ସାଉଥ ଇଣ୍ଡଷ୍ଟ୍ରି ରେ କାମ କରିଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ସଦା ସର୍ବଦା ନିଜ ପ୍ରଶଂସକ ମାନ ଙ୍କ ସୋସିଆଲ ମିଡିଆ ରେ ବେସ ସକ୍ରିୟ ରହୁଛନ୍ତି , ହଁ ବନ୍ଧୁ କେତେବେଳେ ଫଟୋ ଓ ଭିଡିଓ ପୋଷ୍ଟ କରି ତ ଆଉ କେତେବେଳେ ଲାଇଭ ଆସି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜିନା ରୁଦ୍ର ଙ୍କୁ ଏକ ରିଆଲିଟି ସୋ ମାଧ୍ୟମ ରେ ବିବାହ କରିଥିଲେ , ତେବେ ବିବାହ ପରେ ଜିନା ଓ ରୁଦ୍ର ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଏହି ଦୁଇ ଗପସପ ଏକ କାର୍ଯ୍ଯକ୍ରମ ଆସି ଥିଲେ ଓ ନିଜ ବ୍ୟକ୍ତି ଜିବନ ବିଷୟ ରେ କହିଥିଲେ , ଆଜି ଆମେ ସେହି ବ୍ୟକ୍ତିଗତ କଥା ବିଷୟ ରେ ଜାଣିବା ଯାହା ଜିନା ଓ ରୁଦ୍ର ସେହି କାର୍ଯ୍ଯକ୍ରମ ରେ କହିଥିଲେ , ତାହେଲେ ଆସନ୍ତୁ ଜାଣିବା


ତେବେ ବନ୍ଧୁଗଣ ଏହି ଗପସପ କାର୍ଯ୍ଯକ୍ରମ ରେ ଜିନା ଓ ରୁଦ୍ର ବହୁତ ମଜାଦାର କଥା କହିଥିଲେ , ତେବେ ଏହି ଜ୍କାର୍ଯ୍ଯକ୍ରମ ରେ ପଚରାଯାଇଥିଲା ଯେ ଘରେ କାହାର ରାଜ ଚାଲେ , ଏହି ପ୍ରଶ୍ନ ର ଜିନା ତାଙ୍କ ପ୍ରତିକ୍ରିୟା ଦେଇଥିଲେ ରୁଦ୍ର ଙ୍କ ର କିନ୍ତୁ ରୁଦ୍ର ପ୍ରତିକ୍ରିୟା ଦେଇଥିଲେ ଯେ ସମସ୍ତ ଙ୍କ ଚାଲେ ଓ ସେସ ଉଭୟ କହିଥିଲେ ଆମ ଘରେ ଏକ ପୋଷା ବିଲେଇ ଅଛି ତାର ଅଧିକ ରାଜ ଚାଲେ । ରୁଦ୍ର ଓ ଜିନା ଉଭୟ ଶୃଙ୍ଖଳିତ ଜିବନ ଜାପାନ ଅତିବାହିତ କରିବା ପାଇଁ ବେସ ଇଚ୍ଛୁକ ଖାଲି ସେତିକି ନୁହେଁ ଏହି ଦୁଇ ଯୋଡି ତାଙ୍କ ଘର କୁ ବହୁତ ସଫା ରଖିଥାନ୍ତି ।


ରୁଦ୍ର କହିଲେ ଯେ ଜିନା ଭଲ ରୋଷେଇ କରୁଛନ୍ତି ବୋଲି କିନ୍ତୁ ଜିନା କହିଥିଲେ ଯେ ତାଙ୍କ ମା ଭଲ ରୋଷେଇ କରନ୍ତି , ତେବେ ସବୁଠାରୁ ବଡ କଥା ହେଲା ଯେ ରୁଦ୍ର ଙ୍କୁ ଯଦି ଖାଇବା ପସନ୍ଦ ଆସି ନଥାଏ ସେ ଉପାସ ରହିଥାନ୍ତି । ତେବେ ଏହି ଦୁଇ ଯୋଡି ଆହୁରି କହିଛନ୍ତି ଯେ ଜିନା ଓ ରୁଦ୍ର ଝଗଡା ଲାଗିଥିବା ସମୟ ରେ ରୁଦ୍ର ଅଧିକ ରାଗି ଯାଇଥାନ୍ତି ଓ ଜିନା ମଧ୍ୟ ଅଧିକ ରାଗି ଯାଇ ସଙ୍ଗେ ସଙ୍ଗେ ଥଣ୍ଡା ପଡି ଯାଇଥାନ୍ତି , ତେବେ କିଛି ସମୟ ପରେ ଉଭୟ ଭିତରେ ସବୁ କିଛି ଠିକ ହୋଇଯାଇ ବୋଲି ସେ ଏହି କାର୍ଯ୍ଯକ୍ରମ ରେ କହିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *