Breaking News

ବିଦ୍ୟାଭାରତୀ ତାଙ୍କ ସ୍ଵାମୀଙ୍କୁ ଭୁଲି ଆଗକୁ ବଢୁଛନ୍ତି! ବିଦ୍ୟାଭାରତୀ ପରୀକ୍ଷା ଦେବାକୁ ଯିବା ସମୟରେ ଗେଟ କିଳି ଦେଲେ ବାବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପାରଳାଖେମୁଣ୍ଡି ଏସିଏଫ ମୃତ ସୌମ୍ୟ ଙ୍କ ପତ୍ନୀ ବିଦ୍ୟାଭାରତି ବର୍ତ୍ତମାନ ସମୟ ରେ ବଲାଙ୍ଗୀର ପ୍ରଣିଧନ ତାଲିମ କେନ୍ଦ୍ର ରେ ସେସ ବର୍ଷ ପରୀକ୍ଷା ଦେବା କୁ ଯାଉଛନ୍ତି । ତେବେ ଗତକାଲି ମଧ୍ୟ ବିଦ୍ୟାଭାରତି ପରୀକ୍ଷା ଦେବା ପାଇଁ ଆସିଥିଲେ ଓ ତାଙ୍କ ସାଥିରେ ବିଦ୍ୟାଭାରତି ଙ୍କ ବାପା ଆସିଥିଲେ । ତେବେ ବିଦ୍ୟାଭାରତି ପରୀକ୍ଷା ଦେଇ ଆସୁଥିବା ସମୟ ରେ ଗଣ ମାଧ୍ୟମ ମାନେ ତାଙ୍କୁ କିଛି ପ୍ରଶ୍ନ କରିଥିଲେ ।


ତେବେ ପ୍ରଶ୍ନ ର କିଛି ବି ପ୍ରତିକ୍ରିୟା ରଖିନଥିଲେ ବିଦ୍ୟାଭାରତି କିନ୍ତୁ ଗଣ ମାଧ୍ୟମ ନିକଟ ରେ ବିଦ୍ୟାଭାରତି ଙ୍କ ପିତା ଶ୍ରୀ ହରି ପଣ୍ଡା ଙ୍କୁ ଗଣ ମାଧ୍ୟମ କିହହୀ ପ୍ରଶ୍ନ କରୁଥିବାରୁ ସେ ତାଙ୍କ ପ୍ରତିକ୍ରିୟା ରଖିଥିଲେ ଯେ ଯେ ବିଦ୍ୟାଭାରତି ଙ୍କ ପରୀକ୍ଷା ଚାଲୁଥିବା ରୁ ସେ ଲଏ ଡିଟେକ୍ସନ ଟେଷ୍ଟ ବିଷୟ ରେ କିଛି ଅବଗତ କରା ଯାଇ ନହିଁ । ତେବେ ସବୁଠୁ ବଡ କଥା ଯେ ବର୍ତ୍ତମାନ ସମୟ ରେ ବିଦ୍ୟାଭାରତି ଙ୍କ ପରିବାର ମାନସିକ ଚାପ ଓ ଚିନ୍ତା ରେ ଅଛନ୍ତି ବୋଲି ବିଦ୍ୟା ଭାରତୀ ଙ୍କ ବାପା କହିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଡ଼ିଏଫଓ,ବିଦ୍ୟାଭାରତି ଓ ରୋଷେୟା ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କ୍ରାଇମବ୍ରାଞ୍ଚ ଙ୍କୁ ହସ୍ତାନ୍ତର କରା ଯାଇଛି ଓ ଏହାକୁ ନେଇ କ୍ରାଇମବ୍ରାଞ୍ଚ ପୂର୍ବ ରୁ ରଖିଥିବା ତଥ୍ୟ କୁ ମେଳକ କରିବ ଓ ତା ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ କିଏ ମିଛ ଓ ସତ କହୁଛି ବୋଲି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *