Breaking News

ସୌମ୍ୟଙ୍କୁ ଭୁଲି ପରୀକ୍ଷା ବିଧବା ବେଶରେ ପରୀକ୍ଷା ଦେଉଛନ୍ତି ବିଦ୍ୟାଭାରତୀ! ଧଳା କାର, ଧଳା ସଲୱାର୍, ଆଉ ମ୍ୟାଚିଂ ମାସ୍କରେ ପରୀକ୍ଷା ଦେବା ପାଇଁ ଆସୁଛନ୍ତି

ବିଧବା ବେଶ୍ ରେ ପରୀକ୍ଷା ଦେବା ପାଇଁ ପହଞ୍ଚିଛନ୍ତି ପାରଳାଖେମୁଣ୍ଡି ACF ମୃତ ସୌମ୍ୟ ଙ୍କ ଧର୍ମ ପତ୍ନୀ ବିଦ୍ୟା ଭାରତୀ , ହଁ ବନ୍ଧୁ ପ୍ରଣିଧନ ନିରକ୍ଷକ ତାଲିମ କେନ୍ଦ୍ର ବଲାଙ୍ଗୀର ରେ ଆଜି ଦ୍ୱିତୀୟ ଦିନରେ ଆସି ପରୀକ୍ଷା ଦେଇଛନ୍ତି ବିଦ୍ୟା ଭାରତୀ । ତେବେ ପରୀକ୍ଷା ଦେବା କୁ ଆସିଥିବା ବିଦ୍ୟା ଭାରତୀ ଯେବେ କାର ବାହାରି ଥିଲେ ତ ଗଣ ମାଧ୍ୟମ ରେ ଙ୍କୁ ଚାରିପଟ ଘେରି ଯାଇଥିଲେ ଓ କିଛି ପ୍ରଶ୍ନ ମଧ୍ୟ କରୁଥିଲେ ।


ତେବେ ବିଦ୍ୟା ଭାରତୀ ଙ୍କ ସହିତ ତାଙ୍କ ବାପା ମଧ୍ୟ ଆସିଥିଲେ ଓ ସେ ଏହି ଦୃଶ୍ୟ ଦେଖିବା ପରେ ସେ ଗାଡ଼ି ବାହାରି ଆସି ଗଣ ମାଧ୍ୟମ କୁ ପେଲି ଦେଇଥିଲେ ଓ ଝିଅ କୁ ସୁରକ୍ଷିତ ଭାବେ ଗେଟ ପାଖ କୁ ଠେଲି ଦେଇଥିଲେ ଓ ଏହା ପରେ ଗେଟ କୁ ଲକ କରି ଦେଇଥିଲେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ବିଦ୍ୟା ଭାରତୀ ଧଳା କାର, ଧଳା ସଲୱାର ଓ ତାକୁ ମ୍ୟାଚ୍ କରୁଥିବା ଧଳା ମାକ୍ସ ପିନ୍ଧିଥିଲେ ।

ତେବେ ବନ୍ଧୁଗଣ ବିଦ୍ୟା ଭାରତୀ ଙ୍କ ବାପା ଗଣ ମାଧ୍ୟମ ଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିଲେ ଯେ ମୋ ଝିଅ କୁ ପରୀକ୍ଷା ଦେବା କୁ ଦିଅନ୍ତୁ ଓ ସେ ତା ଜିବନ ରେ କେମିତି ଖୁସି ରେ ଶାନ୍ତି ଆଗ କୁ ଯିବା ପାଇଁ ଦିଅନ୍ତୁ । ତେବେ ବର୍ତ୍ତମାନ ସମୟ ରେ ବିଦ୍ୟା ଭାରତୀ ସୌମ୍ୟ ଙ୍କ ପାଇଁ ଧଳା ସଲୱାର ପିନ୍ଧିଥିଲେ ମଧ୍ୟ ନିଜ କ୍ୟାରିୟର କୁ ଧ୍ୟାନ ଦେଉଛନ୍ତି ।


ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ Dfo ବେହେରା ଙ୍କ ଭଳି ବିଦ୍ୟା ଭାରତୀ ମଧ୍ୟ ଗଣ ମାଧ୍ୟମ ନିକଟ ରେ କିଛି ବି ପ୍ରତିକ୍ରିୟା ରଖୁ ନାହାଁନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଡ଼ିଏଫଓ,ବିଦ୍ୟାଭାରତି ଓ ରୋଷେୟା ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କ୍ରାଇମବ୍ରାଞ୍ଚ ଙ୍କୁ ହସ୍ତାନ୍ତର କରା ଯାଇଛି ଓ ଏହାକୁ ନେଇ କ୍ରାଇମ ବ୍ରାଞ୍ଚ ପୂର୍ବ ରୁ ରଖିଥିବା ତଥ୍ୟ କୁ ମେଳକ କରିବ ଓ ତା ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ କିଏ ମିଛ ଓ ସତ କହୁଛି ବୋଲି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.