ବିଧବା ବେଶ୍ ରେ ପରୀକ୍ଷା ଦେବା ପାଇଁ ପହଞ୍ଚିଛନ୍ତି ପାରଳାଖେମୁଣ୍ଡି ACF ମୃତ ସୌମ୍ୟ ଙ୍କ ଧର୍ମ ପତ୍ନୀ ବିଦ୍ୟା ଭାରତୀ , ହଁ ବନ୍ଧୁ ପ୍ରଣିଧନ ନିରକ୍ଷକ ତାଲିମ କେନ୍ଦ୍ର ବଲାଙ୍ଗୀର ରେ ଆଜି ଦ୍ୱିତୀୟ ଦିନରେ ଆସି ପରୀକ୍ଷା ଦେଇଛନ୍ତି ବିଦ୍ୟା ଭାରତୀ । ତେବେ ପରୀକ୍ଷା ଦେବା କୁ ଆସିଥିବା ବିଦ୍ୟା ଭାରତୀ ଯେବେ କାର ବାହାରି ଥିଲେ ତ ଗଣ ମାଧ୍ୟମ ରେ ଙ୍କୁ ଚାରିପଟ ଘେରି ଯାଇଥିଲେ ଓ କିଛି ପ୍ରଶ୍ନ ମଧ୍ୟ କରୁଥିଲେ ।
ତେବେ ବିଦ୍ୟା ଭାରତୀ ଙ୍କ ସହିତ ତାଙ୍କ ବାପା ମଧ୍ୟ ଆସିଥିଲେ ଓ ସେ ଏହି ଦୃଶ୍ୟ ଦେଖିବା ପରେ ସେ ଗାଡ଼ି ବାହାରି ଆସି ଗଣ ମାଧ୍ୟମ କୁ ପେଲି ଦେଇଥିଲେ ଓ ଝିଅ କୁ ସୁରକ୍ଷିତ ଭାବେ ଗେଟ ପାଖ କୁ ଠେଲି ଦେଇଥିଲେ ଓ ଏହା ପରେ ଗେଟ କୁ ଲକ କରି ଦେଇଥିଲେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ବିଦ୍ୟା ଭାରତୀ ଧଳା କାର, ଧଳା ସଲୱାର ଓ ତାକୁ ମ୍ୟାଚ୍ କରୁଥିବା ଧଳା ମାକ୍ସ ପିନ୍ଧିଥିଲେ ।
ତେବେ ବନ୍ଧୁଗଣ ବିଦ୍ୟା ଭାରତୀ ଙ୍କ ବାପା ଗଣ ମାଧ୍ୟମ ଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିଲେ ଯେ ମୋ ଝିଅ କୁ ପରୀକ୍ଷା ଦେବା କୁ ଦିଅନ୍ତୁ ଓ ସେ ତା ଜିବନ ରେ କେମିତି ଖୁସି ରେ ଶାନ୍ତି ଆଗ କୁ ଯିବା ପାଇଁ ଦିଅନ୍ତୁ । ତେବେ ବର୍ତ୍ତମାନ ସମୟ ରେ ବିଦ୍ୟା ଭାରତୀ ସୌମ୍ୟ ଙ୍କ ପାଇଁ ଧଳା ସଲୱାର ପିନ୍ଧିଥିଲେ ମଧ୍ୟ ନିଜ କ୍ୟାରିୟର କୁ ଧ୍ୟାନ ଦେଉଛନ୍ତି ।
ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ Dfo ବେହେରା ଙ୍କ ଭଳି ବିଦ୍ୟା ଭାରତୀ ମଧ୍ୟ ଗଣ ମାଧ୍ୟମ ନିକଟ ରେ କିଛି ବି ପ୍ରତିକ୍ରିୟା ରଖୁ ନାହାଁନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଡ଼ିଏଫଓ,ବିଦ୍ୟାଭାରତି ଓ ରୋଷେୟା ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କ୍ରାଇମବ୍ରାଞ୍ଚ ଙ୍କୁ ହସ୍ତାନ୍ତର କରା ଯାଇଛି ଓ ଏହାକୁ ନେଇ କ୍ରାଇମ ବ୍ରାଞ୍ଚ ପୂର୍ବ ରୁ ରଖିଥିବା ତଥ୍ୟ କୁ ମେଳକ କରିବ ଓ ତା ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ କିଏ ମିଛ ଓ ସତ କହୁଛି ବୋଲି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ