Breaking News

ମାଙ୍କୁ ହରାଇ କାନ୍ଦୁଛନ୍ତି ଓଡିଆ କମେଡିଆନ ଗୁଡୁ (Gudu) ଦେଖିଲେ ଆଖିରୁ ଲୁହ ଝରି ଆସିବ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ହାସ୍ୟ ଅଭିନେତା ଗୁଡୁ ଙ୍କ ମା ଗୀତାଞ୍ଜଳି ବର୍ତ୍ତମାନ ସମୟ ରେ ଆଉ ନାହାଁନ୍ତି ସେ ସବୁଦିନ ପାଇଁ ଆମ କୁ ଛାଡି ଚାଲିଯାଇଛନ୍ତି , ହଁ ବନ୍ଧୁ ବର୍ତ୍ତମାନ ସମୟ ର ଏହା ବଡ ଦୁଃଖ ର ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ କାରଣ ସ୍ଵର୍ଗତ ଗୀତାଞ୍ଜଳି ଆମ ଓଡିଆ ଇଣ୍ଡଷ୍ଟ୍ରି ର ମେକପ ଆର୍ଟିସ୍ଟ ଭାବେ ବେସ ଲୋକ ପ୍ରିୟ ଥିଲେ ।

ତେବେ ସୂଚନାସରେ ଯେ ଏହି ଅଘଟଣ ଟି ଯାଜପୁର ଜିଲ୍ଲା ଜଖପୁରା ଷ୍ଟେସନ ରେ ଏହି ଦୁର୍ଘଟଣା ଘଟିଛି , ହଁ ବନ୍ଧୁ ମା ଗୀତାଞ୍ଜଳି ଟ୍ରେନ ରେ ଚଢୁଥିବା ସମୟ ରେ ଖସି ପଡିଥିଲେ ଓ ଯାହା ଫଳ ରେ କି ଏହି ଅଘଟଣ ଟି ଘଟି ଯାଇଛି । ତେବେ ମାଆ ଗୀତାଞ୍ଜଳି ଙ୍କ ସହିତ ତାଙ୍କ ଝିଅ ଖୋର୍ଦ୍ଧା ରୁ କେନ୍ଦୁଝର ଏକ୍ସପ୍ରେସ ଯାଉଥିଲେ , ତେବେ ଜଖପୁରା ଷ୍ଟେସନ ରେ କୌଣସି କାରଣ ରୁ ଓହଳାଇଥିଲେ ଓ ପରବର୍ତ୍ତୀ ସମୟ ରେ ଚଢୁଥିବା ସମୟ ରେ ଟ୍ରେନ ଲାଇନ କୁ ଖସି ପଡିଥିଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ଗୁଡୁ ମା ଛେଉଣ୍ଡ ହୋଇ ଯାଇଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ବେସ ଖୁସି ରେ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ମା ଙ୍କ ଦେହାନ୍ତ ଖବର ଶୁଣି ଗୁଡୁ ଦୁଃଖ ରେ ଭାଙ୍ଗି ପଡିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *