Breaking News

ମୃତ୍ୟୁ ପୂର୍ବରୁ ମାଙ୍କ ସହ ଗୁଡୁଙ୍କ (Gudu) ଶେଷ ଭିଡିଓ, ଦେଖିଲେ ଆଖିରୁ ଲୁହରେ ଓଦା ହୋଇଯିବ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଗୁଡୁ ଙ୍କ ମା ବର୍ତ୍ତମାନ ସମୟ ରେ ଆଉ ଏଇ ଦୁନିଆ ରେ ନାହାଁନ୍ତି । ତେବେ ଟ୍ରେନ ଦୁର୍ଘଟଣା ରେ ଗୁଡୁ ଙ୍କ ମା ଦେହାନ୍ତ ହୋଇଛି , ବର୍ତ୍ତମାନ ସମୟ ରେ ଗୁଡୁ ଓ ତାଙ୍କ ମା ଙ୍କ ସେସ ଭିଡିଓ ଟି ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି , ତାହେଲେ ଆସନ୍ତୁ ଏହି ଭିଡିଓ ରେ ଗୁଡୁ ଓ ତାଙ୍କ ମା ଦର୍ଶକ ମାନ ଙ୍କୁ କଣ କହିଥିଲେ ଜାଣିବା ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୁଡୁ ଙ୍କ ମା ଟ୍ରେନ ରେ ଚଢୁଥିବା ସମୟ ରେ ଖସି ପଡିଥିଲେ ଓ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଓ ସେହିଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ , ହଁ ବନ୍ଧୁ ଖୋର୍ଦ୍ଧା ରୁ କେନ୍ଦୁଝର ଇଣ୍ଟରସିଟି ଏକ୍ସପ୍ରେସ ଗୁଡୁ ତାଙ୍କ ମା ଓ ଭଉଣୀ କେନ୍ଦୁଝର ଫେରୁଥିବା ସମୟ ରେ ଏହି ଅଘଟଣ ଟି ଘଟିଛି । ତାହେଲେ ଆପଣ ମାନେ ଜାଣିଥିବେ ଗୁଡୁ ଆମ ଓଡିଆ ଇଣ୍ଡଷ୍ଟ୍ରି ହାସ୍ୟ ଅଭିନେତା ଭାବେ ବେସ ପରିଚିତ ଓ ଗତ କିଛି ଦିନ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ ଗୁଡୁ ଙ୍କ ଭଳି ଗୁଡୁ ଙ୍କ ମା ଗୀତାଞ୍ଜଳି ଆମ ଓଡିଆ ଇଣ୍ଡଷ୍ଟ୍ରି ମେକପ ଆର୍ଟିସ୍ଟ ଭାବେ ବେସ ଜଣା ଶୁଣା ଓ ଲୋକ ପରିଚିତ ବି ମଧ୍ୟ । ତେବେ ଗୁଡୁ ତାଙ୍କ ମା ଙ୍କ ସହିତ କରିଥିବା ସେସ ଭିଡିଓ ଟି ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଗୁଡୁ ଙ୍କ ମା ଏକ ୟୁ ଟ୍ଯୂବ ଚ୍ଯାନେଲ ଖୋଲିଥିଲେ ଓ ଏହା ର ସବ ସ୍କ୍ରାଇବର ଓ ସେଯାର ,ଲାଇକ ପାଇଁ ସେ ଦର୍ଶକ ମାନ ଙ୍କୁ ଜଣାଇଥିଲେ ଏହି ସେସ ଭିଡିଓ ରେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ପାଇଁ ଦେଖନ୍ତୁ Ollywood ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) ଙ୍କ ୨ ପୁଅଙ୍କୁ, ଆଗରୁ ଦେଖି ନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନ ଙ୍କୁ ବେସ ଭଲ …

Leave a Reply

Your email address will not be published. Required fields are marked *