Breaking News

ଓଡିଶାର ଲୋକପ୍ରିୟ ହାସ୍ୟଅଭିନେତା ଗୁଡୁ (Gudu) ଙ୍କ ମା ଗୀତା ଙ୍କ ବିୟୋଗ

ଦ୍ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହାସ୍ୟ ଅଭିନେଟ ଗୁଡୁ ଙ୍କୁ ଭଲ ଭାବ ରେ ଜାଣିଥିବେ , ସେ ତାଙ୍କ ଜବରସ୍ତ ଅଭିନୟ ବେସ ଲୋକ ପ୍ରିୟ ହୋଇପାରିଥିଲେ , ତେବେ ଆପଣ ମାନେ ଜାଣିଥିବେ ଯେ ଗତ ମାସ ରେ ଗୁଡୁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ଗୁଡୁ ତାଙ୍କ ସ୍ତ୍ରୀ ଙ୍କ ସହ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିଲେ ଓ ଖୁସି ରେ ବି ମଧ୍ୟ ଥିଲେ ।

ତେବେ ଖୁସି ରେ କଟୁଥିବା ଜିବନ ରେ ଏକ ଦୁଃଖ ର ପାହାଡ ଆସି ଯାଇଛି , ହଁ ବନ୍ଧୁ ବର୍ତ୍ତମାନ ସମୟ ଗୁଡୁ ମା ଛେଉଣ୍ଡ ହୋଇଯାଇଛନ୍ତି । ହଁ ବନ୍ଧୁ ହାସ୍ୟ ଅଭିନେତା ଗୁଡୁ ଙ୍କ ମା ପରଲୋକ ହୋଇଛି , ତେବେ ଗୁଡୁ ଙ୍କ ମା ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି । ସୂଚନାଜୟୀ ଜଖପୁରା ଷ୍ଟେସନ ରେ ଟ୍ରେନ ରେ ଚଢୁଥିବା ସମୟ ରେ ଟ୍ରେନ ତଳକୁ ଖସି ପଡିଥିଲେ ଗୁଡୁ ଙ୍କ ମା ଗୀତାଞ୍ଜଳି ।

ତେବେ ଗୁଡୁ ଙ୍କ ମା ଓ ଭଉଣୀ ଖୋର୍ଦ୍ଧା – କେନ୍ଦୁଝର ଇଣ୍ଟରସିଟି ଏକ୍ସେପ୍ରେସ ଯାଉଥିଲେ ତେବେ ଜଖପୁରା ଷ୍ଟେସନ ରୁ ଟ୍ରେନ ଚଢୁଥିବା ସମୟ ରେ ତଳେ ଖସି ପଡିଥିଲେ ଓ ଗୁରୁତର ଅବସ୍ଥା ରେ ତାଙ୍କୁ ମେଡିକାଲ ନିଆ ଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି କହିଥିଲେ । ତେବେ ବର୍ତ୍ତମାନ ସମୟ ରେ ଏହା ଏକ ବଡ ଖବର , ତେବେ ଗୁଡୁ ଓ ତାଙ୍କ ପରିବାର ଲୋକ ଙ୍କୁ ଛାଡି ମାଆ ଗୀତାଞ୍ଜଳି ଆରା ପରି କୁ ଚାଲିଯାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *