Breaking News

ଓଡିଆ ଅଭିନେତ୍ରୀ ସୋମାଲିନ ପରିଡା (somalin parida) ଙ୍କର ନିର୍ବନ୍ଧ ତାଙ୍କ ବୟଫ୍ରେଣ୍ଡଙ୍କ ଶେଷ ହୋଇ ଯାଇଛି, ଆସନ୍ତା ତିଥିରେ ହେବ ବିବାହ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବିବାହ ବନ୍ଧନ ରେ ବାନ୍ଧି ହେଲେ ଆମ ଓଡିଆ ଇଣ୍ଡଷ୍ଟ୍ରି ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ହଁ ବନ୍ଧୁ କଥା ଟି ସତ ଯେ ସେ ବିବାହ କରିଛନ୍ତି , ତାହେଲେ ଆସନ୍ତୁ ଜାଣିବା ସେ କାହାକୁ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଟ୍ଵିନ ସିଷ୍ଟର ଭାବେ ବେସ ପରିଚିତ ଥିବା ସୋମଳିନ ଓ ଜଙ୍କଲିନ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ଦିନ ରେ ଲୋକ ପ୍ରିୟ ହୋଇପାରିଛନ୍ତି ଓ ସବୁଠୁ ବଡ କଥା ହେଲା ଯେ ଏହି ଦୁଇ ଅଭିନେତ୍ରୀ ରିଅଲ ଲାଇଫ ରେ ଦୁଇ ଭଉଣୀ ଅଟନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଜାଙ୍କଲିନ ଓଡିଆ ଧାରାବାହିକ ର ଅଭିନେତା ଅରବିନ୍ଦ ଙ୍କୁ ଭଲପାଇ ବିବାହ କରି ନିଜ ବାପ ଘର ଛାଡି ଶାଶୂ ଘରେ ବେସ ଖୁସି ରେ ଅଛନ୍ତି । ତ୍ତହେଲେ ଜାଙ୍କଲିନ ପରେ ସୋମଳିନ ଏକା ହୋଇଯାଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସୋମାଲିନ ମଧ୍ୟ ହାତ କୁ ଦୁଇ ହାତ ହେବା ପାଇଁ ଯାଉଛନ୍ତି ।


ସୋମାଲିନ ରିଅଲ ଲାଇଫ ରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି, ତାଙ୍କର ଏବେ ନିର୍ବନ୍ଧ ସାରିଛି ଓ ତାଙ୍କ ନିର୍ବନ୍ଧ ବେଳର କିଛି ଫଟୋ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି । ତେବେ ସୋମଳିନ ତାଙ୍କର ବୟଫ୍ରେଣ୍ଡ ନିଶିଥଙ୍କ ସହ ନିର୍ବନ୍ଧ କରିଛନ୍ତି । ସେମାନେ ଆଗାମୀ ଦିନ ରେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ତେବେ ତାଙ୍କର ଫ୍ୟାନ ଏହି ଖବର ପାଇବା ପରେ ବହୁତ ଖୁସି ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.