Breaking News

ବାତ୍ୟା ଗୁଲାବ ପରେ ଫୁଣି ଆସୁଛି ଆଉ ଏକ ବାତ୍ୟା ସାହିନ୍

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଗୁଲାବ ଅବଶିଷ୍ଠାଂଶ ଆରବ ରେ ପ୍ରବେଶ କରିବା ଓ ଶେଠୀ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହୋଇପାରେ ଓ ଏହି ବାତ୍ୟା ର ନାମ ରହିବ ସାହିନ , ତେବେ ଏହି ବାତ୍ୟା ଟି ଘଣ୍ଟା ପ୍ରତି 96 ରୁ 120 କିଲୋ ମିଟର ରେ ପବନ ବୋହିବ । ତେବେ ଏହା ଫଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗୁଜୁରାଟ,ମଧ୍ୟ ମହରାଷ୍ଟ୍ର ,ସ୍ବରାଷ୍ଟ୍ର ରେ ପ୍ରବଳ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ 9 ବର୍ଷ ଭିତରେ ଓଡିଶା 8 ଟି ବାତ୍ୟା ରେ ସମ୍ମୁଖୀନ ହୋଇ ସରିଲାଣି । ତେବେ ଗତ 3 ବର୍ଷ ମଧ୍ୟ ରେ 5 ଟି ବାତ୍ୟା ର ପ୍ରଭାବ ଓଡିଶା ରେ ଉପରେ ପଡିଛି , ଓ ଏହା ଫଳ ରେ ବହୁ ଧନ ଜୀବନ ନଷ୍ଟ ହୋଇଛି । ତେବେ ସରକାର ବହୁ ସାଧାରଣ ଲୋକ ଙ୍କ ଜୀବନ ମଧ୍ୟ ବଞ୍ଚାଇବା ରେ ବେସ ସଫଳ ହୋଇପାରିଛନ୍ତି । ତେବେ ସାବୁଠୁ ଅଧିକ ପ୍ରଭାବିତ ହୋଇଥିଲା 1999 ମସିହା ରେ ଓଡିଶା ବହୁତ କ୍ଷତି ପହଞ୍ଚିଥିଲା ।

ତେବେ ସେହିବର୍ଷ ଠାରୁ 14 ବର୍ଷ ପର୍ଯ୍ୟନ୍ତ ବାତ୍ୟା ଦେଖା ଦେଇ ନଥିଲା ଓ 2013 ରୁ କ୍ରମାଗତେ ଭାବେ ବାତ୍ୟା ର ସମ୍ମୁଖୀନ ହେଉଛି ଓଡିଶା ସେ ଫାଇନିଳ,ହୁଡୁହୁଡ,ଟିଟିଲି,ଫନି ,ବୁଲୁବୁଲ,ଅମଫାନ,ୟଶ , ଭଳି ବାତ୍ୟା କୁ ସମ୍ମୁଖୀନ ହୋଇ ସରିଛି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *