Breaking News

ACF ସୌମ୍ୟ ମାମଲାରେ ଆସିଲା ଲାଏ ଡିଟେକସନ ରିପୋର୍ଟ, କିଏ ସତ କହିଛି କିଏ ମିଛ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଆସି ଯାଇଛି ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ୟ ଙ୍କ ମୃତ୍ୟୁ ମାମଲା କୁ ନେଇ । ହଁ ବନ୍ଧୁ ଆସିଗଲା ଡ଼ିଏଫଓ , ରୋଷେୟା, ଓ ବିଦ୍ୟାଭାରତି ଙ୍କ ଲାଏ ଡିଟେକ୍ସନ ଟେଷ୍ଟ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ରିପୋର୍ଟ ଗୁଡିକୁ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିବା ପରେ କ୍ରାଇମବ୍ରାଞ୍ଚ ଏହାକୁ ନେଇ ତର୍ଜମା ଜାରି ରହିଛି ।

ତେବେ ବନ୍ଧୁଗଣ ଏହି ରିପୋର୍ଟ କୁନେଇ କ୍ରାଇମବ୍ରାଞ୍ଚ ପୂର୍ବ ରୁ ଦେଇଥିବା ପ୍ରତିକ୍ରିୟା ସହ ତର୍ଜମା କରିବା ପରେ ଜଣା ପଡିବେ ଯେ କିଏ କେତେ ସତ କହିଛି ଓ ମିଛ କହିଛି । ତେବେ ବର୍ତ୍ତମାନ ସୁଦ୍ଧା କିଛି ବି ଜଣା ପଡି ନଥିଲେ ମଧ୍ୟ ଆଗାମୀ ଦିନ ମାନ ଙ୍କ ଭିତରେ ଖୁବ ଶୀଘ୍ର ଏହା ଏହା ସ୍ପଷ୍ଟ ଭାବେ ଜଣା ପଡିଯିବ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଯେତେବେଳେ ବିଦ୍ୟାଭାରତି ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସମୟ ରେ ସୌମ୍ୟ ଙ୍କ କଥା ପଚରା ଯାଇଥିଲା ସେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ।

ତେବେ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିଥିଲେ , ତେବେ ବର୍ତ୍ତମାନ ସମୟ ରେ ଏହାଏ ଟେଷ୍ଟ ରିପୋର୍ଟ ଆସି ଯାଇଛି ଓ ଆଗାମୀ ଦିନ ମାନ ଙ୍କ ଭିତରେ ଦେଖାଯାଉ କଣ ହେଉଛି ତାହା ଉପରେ ସମସ୍ତ ଙ୍କ ନଜର ରହିଛି ॥

\

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.