ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଆସି ଯାଇଛି ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ୟ ଙ୍କ ମୃତ୍ୟୁ ମାମଲା କୁ ନେଇ । ହଁ ବନ୍ଧୁ ଆସିଗଲା ଡ଼ିଏଫଓ , ରୋଷେୟା, ଓ ବିଦ୍ୟାଭାରତି ଙ୍କ ଲାଏ ଡିଟେକ୍ସନ ଟେଷ୍ଟ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ରିପୋର୍ଟ ଗୁଡିକୁ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିବା ପରେ କ୍ରାଇମବ୍ରାଞ୍ଚ ଏହାକୁ ନେଇ ତର୍ଜମା ଜାରି ରହିଛି ।
ତେବେ ବନ୍ଧୁଗଣ ଏହି ରିପୋର୍ଟ କୁନେଇ କ୍ରାଇମବ୍ରାଞ୍ଚ ପୂର୍ବ ରୁ ଦେଇଥିବା ପ୍ରତିକ୍ରିୟା ସହ ତର୍ଜମା କରିବା ପରେ ଜଣା ପଡିବେ ଯେ କିଏ କେତେ ସତ କହିଛି ଓ ମିଛ କହିଛି । ତେବେ ବର୍ତ୍ତମାନ ସୁଦ୍ଧା କିଛି ବି ଜଣା ପଡି ନଥିଲେ ମଧ୍ୟ ଆଗାମୀ ଦିନ ମାନ ଙ୍କ ଭିତରେ ଖୁବ ଶୀଘ୍ର ଏହା ଏହା ସ୍ପଷ୍ଟ ଭାବେ ଜଣା ପଡିଯିବ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଯେତେବେଳେ ବିଦ୍ୟାଭାରତି ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସମୟ ରେ ସୌମ୍ୟ ଙ୍କ କଥା ପଚରା ଯାଇଥିଲା ସେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ।
ତେବେ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିଥିଲେ , ତେବେ ବର୍ତ୍ତମାନ ସମୟ ରେ ଏହାଏ ଟେଷ୍ଟ ରିପୋର୍ଟ ଆସି ଯାଇଛି ଓ ଆଗାମୀ ଦିନ ମାନ ଙ୍କ ଭିତରେ ଦେଖାଯାଉ କଣ ହେଉଛି ତାହା ଉପରେ ସମସ୍ତ ଙ୍କ ନଜର ରହିଛି ॥
\
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ