ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ପାରଳାଖେମୁଣ୍ଡି ଏସିଏଫ ସୌମ୍ଯରଞ୍ଜନ ମହାପାତ୍ର ଙ୍କ ପତ୍ନୀ ବିଦ୍ୟାଭାରତି , ଗତ ବୁଧବାର ଦିନ ଆସି ନିଜ ଫାଇନାଲ ସେମିଷ୍ଟାର ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଆସିଥିଲେ । ହଁ ବନ୍ଧୁ ଆପଣ ମାନେ ପୂର୍ବ ରୁ ଜାଣିଥିବେ ଯେ ବିଦ୍ୟାଭାରତି ବଲାଙ୍ଗିର ପ୍ରାଣିଧାନ ନିରିକ୍ଷକ ତାଲିମ କେନ୍ଦ୍ର ରେ ବିଦ୍ୟାଭାରତି ପାଠ ପଢୁଥିଲେ ।
ତେବେ ସେଥିପାଇଁ ବିଦ୍ୟାଭାରତି ଫାଇନାଲ ସେମିଷ୍ଟାର ପରୀକ୍ଷା ଦେବା ପାଇଁ କାର ରେ ଆସିଥିଲେ ଓ ଧଳା ବସ୍ତ୍ର ପରିଧାନ କରିବା ସହିତ ମାକ୍ସ ମଧ୍ୟ ବ୍ୟବହାର କରିଥିଲେ । ତେବେ ଯାହା ସୂଚନା ମିଳିଛି ଏହି ଫାଇନାଲ ସେମିଷ୍ଟାର ଆଗାମୀ 8 ତାରିଖ ଯାଏ ଚାଲିବ । ତେବେ ସେ ପ୍ରଥମ ଦିନ ପରୀକ୍ଷା ଦେବା ପାଇଁ ଆସିଥିଲେ ଓ ସେହିଦିନ ଆନିମାଲ ହେଲ୍ଥ ବିଷୟ ରେ ପରୀକ୍ଷା ଦେଇ ଚାଲିଯାଇଥିଲା ।
ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେ ତାଙ୍କ ସାଙ୍ଗ ରେ ପଢୁଥିବା ସହକର୍ମୀ ଙ୍କ ସହିତ ମଧ୍ୟ କଥା ହୋଇ ନଥିଲେ ଓ ପରୀକ୍ଷା ପରେ ଘର କୁ ଯାଉଥିବା ସମୟ ରେ ଗଣ ମାଧ୍ୟମ ବିଦ୍ୟାଭାରତି ଙ୍କ କିଛି ପ୍ରତିକ୍ରିୟା ରଖିବେ ବୋଲି ଚାହୁଁ ଥିଲେ କିନ୍ତୁ ବିଦ୍ୟାଭାରତି ସିଧା ଆସିଲେ କାର ଡୋର ଟି ଖୋଲି ଭିତର କୁ ପଶିଗଲେ ଡୋର ଟି ମଧ୍ୟ ବନ୍ଦ କରି ପଳାଇଲେ । ତେବେ ଆପଣ ସେହି ଦୃଶ୍ୟ ଟି ନିଶ୍ଚୟ ଦେଖି ପାରୁଥିବେ ଆମର ଏହି ପେଜ ମାଧ୍ୟମ ରେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ