ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଯେ ଜୀ ସାର୍ଥକ ଟିଭି ଲୋକ ପ୍ରିୟ ଯୋଡି ଆଦି ଓ ଭକ୍ତି ଙ୍କ ନିର୍ବନ୍ଧ ସରି ଯାଇଛି ବୋଲି । ତେବେ ଆସନ୍ତୁ ଏହି ଖବର ପଛ ରେ ଥିବା ସତ୍ୟାସତ୍ୟ କୁ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୁ ମୋ ଜୀବନ ସାଥି ଆପଣ ମାନେ ନିଶ୍ଚଗେ ଦେଖିଥିବେ ।
ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଆଦି ଓ ଭକ୍ତି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଦର୍ଶକ ମାନେ ମଧ୍ୟ ଏହି ଦୁଇ ଯୋଡି ଙ୍କୁ ବେସ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଙ୍କ କିଛି ନିର୍ବନ୍ଧ ର ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହା ହେଉଛି ଶୁଟିଙ୍ଗ ସେଟ କିଛି ଦୃଶ୍ୟ ,
ତେବେ ରିଅଲ ଲାଇଫ ରେ ଏହି ଦୁଇ ଭଲ ସାଙ୍ଗ ଅଟନ୍ତି ବୋଲି ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ଓ ସେମାନେ ଆହୁରି କହିଛନ୍ତି ଏହି ଦୁଇ ଯୋଡି ଙ୍କ ମଧ୍ୟ ରେ କିଛି ବି ପ୍ରେମ ସମ୍ପର୍କ ନହିଁ , ତେବେ ସୋସିଆଲ ମିଡିଆ ରେ ମିଳିଥିବା ଖବର ଟି ମିଛ ଅଟେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ