Breaking News

ଓଡିଆ ସିରିଏଲ ଦୁନିଆର ଲୋକପ୍ରିୟ ଯୋଡି ଅମର (Amar) ଓ ଜେସୀ (Jessy) ଙ୍କର ନିର୍ବନ୍ଧ ସାରିଲା କି ? ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଯେ ଜୀ ସାର୍ଥକ ଟିଭି ଲୋକ ପ୍ରିୟ ଯୋଡି ଆଦି ଓ ଭକ୍ତି ଙ୍କ ନିର୍ବନ୍ଧ ସରି ଯାଇଛି ବୋଲି । ତେବେ ଆସନ୍ତୁ ଏହି ଖବର ପଛ ରେ ଥିବା ସତ୍ୟାସତ୍ୟ କୁ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୁ ମୋ ଜୀବନ ସାଥି ଆପଣ ମାନେ ନିଶ୍ଚଗେ ଦେଖିଥିବେ ।

ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଆଦି ଓ ଭକ୍ତି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଦର୍ଶକ ମାନେ ମଧ୍ୟ ଏହି ଦୁଇ ଯୋଡି ଙ୍କୁ ବେସ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଙ୍କ କିଛି ନିର୍ବନ୍ଧ ର ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହା ହେଉଛି ଶୁଟିଙ୍ଗ ସେଟ କିଛି ଦୃଶ୍ୟ ,

ତେବେ ରିଅଲ ଲାଇଫ ରେ ଏହି ଦୁଇ ଭଲ ସାଙ୍ଗ ଅଟନ୍ତି ବୋଲି ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ଓ ସେମାନେ ଆହୁରି କହିଛନ୍ତି ଏହି ଦୁଇ ଯୋଡି ଙ୍କ ମଧ୍ୟ ରେ କିଛି ବି ପ୍ରେମ ସମ୍ପର୍କ ନହିଁ , ତେବେ ସୋସିଆଲ ମିଡିଆ ରେ ମିଳିଥିବା ଖବର ଟି ମିଛ ଅଟେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.