ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଜଣେ ଲୋକ ପ୍ରିୟ ରିପୋର୍ଟର ଯିଏ କି ପୂର୍ବ ରୁ ଖୋଲା କଥା ରେ ଆଙ୍କର କରୁଥିବା ସତ୍ୟଜିତ ମିଶ୍ର , ତେବେ ସତ୍ୟଜିତ ଓଡିଶା ବାସୀ କହିଛନ୍ତି ଯେ ମୃତ ଅରିନ୍ଦମ ଙ୍କ ମୁଣ୍ଡ ରେ 60 ଲକ୍ଷ ଟଙ୍କା ର ଲୋନ ରହିଛି । ତେବେ ଏତେ ଲୋନ ଅଛି ବୋଲି ସେ କାହାକୁ ବି କହିନୀ ଓ କାହାକୁ ବି ଟଙ୍କା ପାଇଁ ସହାୟତା ଲୋଡିଣି , ତେବେ ତାକୁ ଯେତେ ଟଙ୍କା ଯାଚିଲେ ମଧ୍ୟ ସେ ଟଙ୍କା ନିଏ ନହିଁ ଓ ସେ ନିଜ କାମ କୁ ନେଇ ବହୁତ ଦାୟିତ୍ଵ ବାନ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ନିଜ ପରିବାର କୁ ସେ ଅଲଗା କରି ଚାଲିଯାଇଛନ୍ତି ।
ତେବେ ମୃତ ଅରିନ୍ଦମ 3 ବର୍ଷ ଆଗ ରୁ ବିବାହ କରିଥିଲେ ଓ ବିବାହ ପରେ ଦେଖ ତାହା ସହିତ କଣ ଘଟିଗଲା , ଆମେ ମାନେ ମନା କରୁଥିଲୁ ବାହା ନ ହେବା ପାଇଁ କିନ୍ତୁ ବାହା ହୋଇ ସାରିବା ପରେ ସ୍ତ୍ରୀ ଆଉ ଛୁଆ ବର୍ତ୍ତମାନ ସମୟ ରେ ଅନର୍ଥ ହୋଇଯାଇଛନ୍ତି । ତେବେ ସତ୍ୟଜିତ ଆହୁରି କହିଛନ୍ତି ଯେ ଏହିଭଳି କିଛି ଦୁ-ର୍ଘ-ଟ-ଣା ହେବ ବୋଲି ସେ ଆଗରୁ ଜାଣିଥିଲେ । କାରଣ ପୂର୍ବ ରୁ ଅରିନ୍ଦମ ଙ୍କ ବାପା ସଡକ ଦୁ-ର୍ଘ-ଟ-ଣା ରେ ମୃତ୍ୟୁ କରିଥିଲେ ଓ ସେଥିପାଇଁ ମୋତେ ସନ୍ଦେହ ରହୁଥିଲା ।
ତେବେ ସେଥିପାଇଁ ମୁଁ ଅରିନ୍ଦମ କହୁଥିଲି ଯେ ଭଲ ପଣ୍ଡିତ ଙ୍କ ସହିତ ଦେଖା କରିବା ପାଇଁ କିନ୍ତୁ ସେ ବାହାନା କରି ଏଡାଇ ଦେଇଥାଏ । ତେବେ ବର୍ତ୍ତମାନ ସମୟ ରେ ପରିବାର ଅବସ୍ଥା କଣ ହେବ , ସେଥିପାଇଁ ସେ ଓଡିଶା ବାସୀ ଙ୍କୁ ସତ୍ୟଜିତ କହିଛନ୍ତି ଯେ ଆପଣ ଯଦି ସାହାର୍ଯ୍ୟ କରିବେ ତାହେଲେ ତାଙ୍କ ପରିବାର ବଞ୍ଚି ଯିବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ