Breaking News

ଅରିନ୍ଦମଙ୍କ ପାଇଁ କାନ୍ଦୁଛନ୍ତି ବଡ ଭାଇ ବରିଷ୍ଠ ସାମ୍ବାଦିକ ସତ୍ୟଜିତ ମିଶ୍ର, ଯାହା କହୁଛନ୍ତି ଶୁଣିଲେ ଆଖିରୁ ଲୁହ ଝରି ଆସିବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଜଣେ ଲୋକ ପ୍ରିୟ ରିପୋର୍ଟର ଯିଏ କି ପୂର୍ବ ରୁ ଖୋଲା କଥା ରେ ଆଙ୍କର କରୁଥିବା ସତ୍ୟଜିତ ମିଶ୍ର , ତେବେ ସତ୍ୟଜିତ ଓଡିଶା ବାସୀ କହିଛନ୍ତି ଯେ ମୃତ ଅରିନ୍ଦମ ଙ୍କ ମୁଣ୍ଡ ରେ 60 ଲକ୍ଷ ଟଙ୍କା ର ଲୋନ ରହିଛି । ତେବେ ଏତେ ଲୋନ ଅଛି ବୋଲି ସେ କାହାକୁ ବି କହିନୀ ଓ କାହାକୁ ବି ଟଙ୍କା ପାଇଁ ସହାୟତା ଲୋଡିଣି , ତେବେ ତାକୁ ଯେତେ ଟଙ୍କା ଯାଚିଲେ ମଧ୍ୟ ସେ ଟଙ୍କା ନିଏ ନହିଁ ଓ ସେ ନିଜ କାମ କୁ ନେଇ ବହୁତ ଦାୟିତ୍ଵ ବାନ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ନିଜ ପରିବାର କୁ ସେ ଅଲଗା କରି ଚାଲିଯାଇଛନ୍ତି ।

ତେବେ ମୃତ ଅରିନ୍ଦମ 3 ବର୍ଷ ଆଗ ରୁ ବିବାହ କରିଥିଲେ ଓ ବିବାହ ପରେ ଦେଖ ତାହା ସହିତ କଣ ଘଟିଗଲା , ଆମେ ମାନେ ମନା କରୁଥିଲୁ ବାହା ନ ହେବା ପାଇଁ କିନ୍ତୁ ବାହା ହୋଇ ସାରିବା ପରେ ସ୍ତ୍ରୀ ଆଉ ଛୁଆ ବର୍ତ୍ତମାନ ସମୟ ରେ ଅନର୍ଥ ହୋଇଯାଇଛନ୍ତି । ତେବେ ସତ୍ୟଜିତ ଆହୁରି କହିଛନ୍ତି ଯେ ଏହିଭଳି କିଛି ଦୁ-ର୍ଘ-ଟ-ଣା ହେବ ବୋଲି ସେ ଆଗରୁ ଜାଣିଥିଲେ । କାରଣ ପୂର୍ବ ରୁ ଅରିନ୍ଦମ ଙ୍କ ବାପା ସଡକ ଦୁ-ର୍ଘ-ଟ-ଣା ରେ ମୃତ୍ୟୁ କରିଥିଲେ ଓ ସେଥିପାଇଁ ମୋତେ ସନ୍ଦେହ ରହୁଥିଲା ।


ତେବେ ସେଥିପାଇଁ ମୁଁ ଅରିନ୍ଦମ କହୁଥିଲି ଯେ ଭଲ ପଣ୍ଡିତ ଙ୍କ ସହିତ ଦେଖା କରିବା ପାଇଁ କିନ୍ତୁ ସେ ବାହାନା କରି ଏଡାଇ ଦେଇଥାଏ । ତେବେ ବର୍ତ୍ତମାନ ସମୟ ରେ ପରିବାର ଅବସ୍ଥା କଣ ହେବ , ସେଥିପାଇଁ ସେ ଓଡିଶା ବାସୀ ଙ୍କୁ ସତ୍ୟଜିତ କହିଛନ୍ତି ଯେ ଆପଣ ଯଦି ସାହାର୍ଯ୍ୟ କରିବେ ତାହେଲେ ତାଙ୍କ ପରିବାର ବଞ୍ଚି ଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.