Breaking News

ଅରିନ୍ଦମଙ୍କ (Arindam Das) ଶେଷ କଲ ରେକର୍ଡ! ଘଟଣା ଘଟିବାର କିଛି ସମୟ ପୂର୍ବ କଣ କହିଥିଲେ ସ୍ତ୍ରୀ ଙ୍କୁ ଶୁଣୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ହାତୀ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ଓ ତାଙ୍କ ସହିତ ଯାଇଥିଲେ ଆପଣ ଙ୍କ ମାନ ଙ୍କ ପ୍ରିୟ ରିପୋର୍ଟର ଅରିନ୍ଦମ ଓ ତାଙ୍କ ସହଯୋଗୀ କ୍ୟାମେରା ମ୍ୟାନ ଯାଇଥିଲେ , ତେବେ ହାତୀ କୁ ଉଦ୍ଧାର କରୁଥିବା ସମୟ ରେ ବୋଟ ଟି ଭାସି ଯ ଓଲଟି ପଡିବା ରୁ ସାହସୀ ରିପୋର୍ଟର ଅରିନ୍ଦମ ଓ ଆମ ଯବାନ ସୀତାରାମ ମୃତ୍ୟୁ ବରଣ କରିଛନ୍ତି । ତାହେଲେ ଆଜି ଆମେ ଜାଣିବା ଅରିନ୍ଦମ ଙ୍କ ମୃତ୍ୟୁ ପୂର୍ବ ରୁ ନିଜ ସ୍ତ୍ରୀ ଙ୍କ ସହ ଫୋନ ରେ କଣ କହିଥିଲେ ।

ତେବେ ବନ୍ଧୁଗଣ ବ୍ବର୍ତ୍ତମାନ ସମୟ ରେ ଆମ ପାଖ ରେ ଔ ନାହାଁନ୍ତି ସେହି ସାହସୀ ରିପୋର୍ଟର ଅରିନ୍ଦମ ଦାସ , ତେବେ ଅରିନ୍ଦମ ଙ୍କ ସଦା ସର୍ବଦା ସାହସିକତା କାର୍ଯ୍ୟ ଲୋକ ମାନ ଙ୍କୁ ବେସ ପସନ୍ଦ ଆସିଥିଲା ଓ ତାଙ୍କ ରିପୋର୍ଟିଂ ମଧ୍ୟ ସମସ୍ତ ଙ୍କ ଠାରୁ ଭିନ୍ନ ଅଟେ କିନ୍ତୁ ବଡ ଦୁଃଖ ର କଥା ଯେ ଅରିନ୍ଦମ ଆଉ ଆମ ଗହନ ରେ ନାହାଁନ୍ତି ସେ ସଦା ସର୍ବଦା ପାଇଁ ଆର ପରି କୁ ଚାଲିଯାଇଛନ୍ତି । ତେବେ ମୃତ ରିପୋର୍ଟର ଅରିନ୍ଦମ ଦାସ ସମୀକ୍ଷା ଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ସମୟ ରେ ଅରିନ୍ଦମ ଙ୍କ ର ଏକ ପୁତ୍ର ମଧ୍ୟ ଅଛି ।


ଅରିନ୍ଦମ ଙ୍କ ବାପା ମଧ୍ୟ ବହୁତ ଦିନ ଆଗରୁ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ । ତେବେ ଅରିନ୍ଦମ ହେଉଛନ୍ତି ତାଙ୍କ ବାପା ମା ଙ୍କ ଏକ ମାତ୍ର ପୁଅ । ତେବେ ହାତୀ ର ଉଦ୍ଧାର ର ଲାଇଭ ଟେଳୀ କାଷ୍ଟ ସମୟ ରେ ବୋଟ ଟି ଓଲଟି ପଡିବାରୁ ପାଣି ର ସ୍ରୋତ ରେ ଆଖି ବୁଜି ଦେଇଥିଲେ ଅରିନ୍ଦମ , ମୃତ ଅରିନ୍ଦମ ସଦା ସର୍ବଦା ତାଙ୍କ ପରିବାର ମା,ସ୍ତ୍ରୀ,ପୁଅ, ଓ ଭଉଣୀ ସମସ୍ତ ପରିବାର ବର୍ଗ ଠାରୁ ଦୂରେଇ ଯାଇଛନ୍ତି ଅରିନ୍ଦମ । ତେବେ ଅରିନ୍ଦମ ତାଙ୍କ ସେସ କଲ ରେ ନିଜ ପତ୍ନୀ ଙ୍କ ସହ ପୂର୍ବ ଭଳି ଯେମିତି କଥା ହେଉଥିଲେ ସେମିତି ତମେ ଖାଇ ସରିଲାଣି ପୁଅ ଓ ମା ଖାଇ ସରିଲାଣି କି ନହିଁ ଏହି ଭଳି କିଛି ସମୟ କଥା ହେବା ପରେ ଦୁର୍ଘଟଣା ରେ ଶିକାର ହୋଇ ମୃତ୍ୟୁ କରିଥିଲେ ଅରିନ୍ଦମ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *