Breaking News

ମାଳିକା ଦେଲା ସତର୍କ ବାଣୀ – ଭୁବନେଶ୍ଵର ରେ ରାତି ୧୨ ଟା ରେ ଶୂନ୍ୟରୁ ଶୁଭିବ ଗର୍ଜନ, ଆସିଲା ଫାଇନାଲ ଡେଟ

ଦର୍ଶକ ବନ୍ଧୁ ଆଜି ଆମେ ମାଳିକା ରେ ଥିବା ଏକ ବିଷୟ ବସ୍ତୁ ଜାଣିବା ଯାହା କୁ ମହାପୁରୁଷ ମାନେ ଉଲ୍ଲେଖ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଷୟ ଟି ହେଉଛି ଯେ ଏକାମ୍ର କ୍ଷେତ୍ର ରେ ଶୂନ୍ୟ ରୁ ଏକ ବଡ ଭୟଙ୍କର ଚିତ୍କାର ଶୁଣା ଜୀବ । ତେବେ ବନ୍ଧୁଗଣ ଏହି ଏକାମ୍ର କ୍ଷେତ୍ର ହେଉଛି ଆମ ଓଡିଶା ର ରାଜଧାନୀ ଭୁବନେଶ୍ବର , ତା ମାନେ ଭୁବନେଶ୍ବର ରେ ଏକ ଭୟଙ୍କର ଶବ୍ଦ ଶୂନ୍ୟ ରୁ ମିଳିବ , ତେବେ ସେହି ଶୂନ୍ୟ ଶବ୍ଦ ଟି କଣ ପାଇଁ ହେବ ଓ କେତେବେଳେ ହେବ ଓ ଯଦି ହେବ କାରଣ କଣ ଭଳି ଅନେକ କଥା ବିଷୟ ରେ ଆସନ୍ତୁ ଜାଣିବା ।


ତେବେ ବନ୍ଧୁଗଣ ଜଣେ ମାଳିକା ଗବେଷକ ଏ ନେଇ କହିଛନ୍ତି ଯେ ଏକାମ୍ର କ୍ଷେତ୍ର କହିଲେ ଲିଙ୍ଗରାଜ କ୍ଷେତ୍ର , ତେବେ ଏହି କ୍ଷେତ୍ର ରେ ଶୂନ୍ୟ ରେ ଏକ ଭୟଙ୍କର ଶବ୍ଦ ହେବ ଓ କେବେ ହେବ ଏ ନେଇ ମହାପୁରୁଷ ଅଚ୍ୟୁତ ନନ୍ଦ ଙ୍କ ଏକ ପରିକଳ୍ପ ରେ ଏହାର ପ୍ରମାଣ ଅଛି ଓ ଏହା କେବେ ଘଟିବ ବୋଲି ସେହି ପରିକଳ୍ପ ରେ ଉଲ୍ଲେଖ ଅଛି । ହଁ ବନ୍ଧୁ ଏଥିରେ ମଧୁ ପୂର୍ଣ୍ଣମୀ ଭାବେ ଉଲ୍ଲେଖ ଅଛି ତେବେ ମଧୁ ପୂର୍ଣ୍ଣମୀ କୁ ଆମେ ସାଧାରଣ ତଃ ଚୈତ୍ର ପୂର୍ଣ୍ଣମୀ କୁହ ଯାଇଥାଏ । ତେବେ ଚୈତ୍ର ମାସ ପୂର୍ଣ୍ଣମୀ ଗୁରୁବାର ହୋଇଥିବ ଓ ସେହିଦିନ ଶୂନ୍ୟ ରେ ଏକ ଭୟଙ୍କର ଶବ୍ଦ ସୁବାଯିବ ,

ତେବେ ସେହି ଚୈତ୍ର ମାସ କେବେ ପଡିବ ସେ ସେ ନେଇ ମହାପୁରୁଷ ଜଗନ୍ନାଥ ଦାସ ଲେଖିଲେ ଯେ “ଭୈରବ ଡାକିବ ଭୁବନେଶ୍ବର ଚୈତ୍ର ମାସ ଯେ ଗୁରୁବାର , 24 ଅଙ୍କ ରେ ଭିତରେ ହୋ ଜାଣ , ଭୈରବ ଡାକିବ ନିଶାର୍ଦ୍ଧନ “ ସେ ଡାକ ଯେ ସୁବିବ ଯାଜପୁର କୁ , ବିରାଜ ଯିବେ ଯେ ବ୍ରହ୍ମା ଙ୍କ ସ୍ଥାନ ଙ୍କୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ବର୍ଣିତ କଥା – କଳିଯୁଗର ମହାବିପତ୍ତିରୁ ବଞ୍ଚିବାର ବାଟ ଦେଖାଇଲେ ଶ୍ରୀକୃଷ୍ଣ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ମଣିଷ ସବୁକିଛି କାର୍ଯ୍ୟ ପାଇଁ ଜନ୍ତ୍ର ବ୍ୟବହାର କରୁଛି …

Leave a Reply

Your email address will not be published. Required fields are marked *