Breaking News

ଅରିନ୍ଦମଙ୍କୁ (Arindam Das) ନେଇ ହେଲା ଗୀତ, ଗୋଟିଏ ଦିନରେ ଦେଖିଲେଣି ୧୦ ଲକ୍ଷ ଲୋକ, ଶୁଣିଲେ ଆଖିରୁ ଲୁହ ଝରି ଯିବ – ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆମ ଏହି ଦୁନିଆ ରେ ବହୁ ଲୋକ ଅଛନ୍ତି ଓ ଏହି ଦୁନିଆ ରୁ ମଧ୍ୟ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି , ତେବେ ବନ୍ଧୁଗଣ ମୃତ୍ୟୁ କରୁଥିବା ଲୋକ ମାନ ଙ୍କ ଭିତରୁ ବହୁତ କମ ଲୋକ ଅଛନ୍ତି ଯେଉଁମାନେ କି ନିଜ କାର୍ଯ୍ଯବଳ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ସେମାନ ଙ୍କ ମୃତ୍ୟୁ ହେବ ପରେ ମଧ୍ୟ ସେ ତାଙ୍କ କାର୍ଯ୍ୟ ପାଇଁ ଲୋକ ମାନ ଙ୍କ ମନ ରେ ସଦା ସର୍ବଦା ପର୍ଯ୍ୟନ୍ତ ରହିଥାନ୍ତି ।

ତେବେ ବନ୍ଧୁଗଣ ଏହି ଭଳି ଜଣେ ବ୍ୟକ୍ତି ହେଉଛନ୍ତି ରିପୋର୍ଟର ଅରିନ୍ଦମ୍ ଦାସ ଯିଏ କି ନିଜ ସାହସ ପାଇଁ ବେସ ପରିଚିତ । ହଁ ବନ୍ଧୁ ସେ ବନ୍ୟା ହେଉ ବା ବାତ୍ୟା , ବିପଦ ପୂର୍ଣ୍ଣ ଜାଗା ରେ ଯାଇ ଅରିନ୍ଦମ ଲାଇଭ ଟେଳୀ କଷ୍ଟ କରିଥାନ୍ତି ଦର୍ଶକ ମାନ ଙ୍କ ପାଇଁ ତେବେ ଏହି ସାହସିକତା ତାଙ୍କୁ ଆଜି ବେସ ଲୋକ ପ୍ରିୟ କରି ପାରିଛି ଓ ସେ ଆମ ଓଡିଶା ର ନମ୍ବର 1 ରିପୋର୍ଟର ଯିଏ ଓଡିଶା ର ନମ୍ବର 1 ନ୍ଯୁଜ ଚ୍ଯାନେଲ ରେ କାମ କରୁଥିଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅରିନ୍ଦମ ଆମ ଗହଣ ରେ ଔ ସେ ନାହାଁନ୍ତି ସେ ଏକ ଦୁର୍ଘଟଣା ରେ ନିଜ ମୃତ୍ୟୁ ସହିତ ଲଢେଇ କରି ହାରି ଯାଇଛନ୍ତି ଓ ସେ ସବୁଦିନ ପାଇଁ ଆମ କୁ ଛାଡି ଚାଲି ଯାଇଛନ୍ତି ଓ ଏହା ହେଉଛି ଆମ ପାଇଁ ଏକ ଦୁଃଖ ର ଖବର ।

ତେବେ ବର୍ତ୍ତମାନ ସମୟ ରେ ମୃତ ଅରିନ୍ଦମ ଙ୍କୁ ନେଇ ଏକ ଗୀତ ବେସ ଭାଇରାଲ ହେବା ରେ ଲାଗିଛି ଓ ଏହି ଗୀତ ଟି ହେଉଛି ମନେପଡ ତୁମେ ଅରିନ୍ଦମ ଭାଇ , ତେବେ ଏହି ଗୀତ ଟି ପୋଷ୍ଟ ହେବାର ମାତ୍ର ଏକ ରାତି ରେ 9 ଲକ୍ଷ ଦର୍ଶକ ଦେଖିଛନ୍ତି ଓ ଏହି ଗୀତ ଟି ମଧ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ତେବେ ଏହି ଗୀତ ଟି କୁ ଗାଇଛନ୍ତି ମାନସ କୁମାର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *