Breaking News

ସାଧାରଣ ଲୋକମାନେ ଏବେ E Shram (ଇ-ଶ୍ରମ) କାର୍ଡ ଦ୍ଵାରା ଏହି ୧୨ଟି ସୁବିଧା ପାଇ ପାରିବେ, ଆପଣ କେବେ ଜାଣି ନଥିବେ ପଢନ୍ତୁ ଖବର

ଦର୍ଶକ ବନ୍ଧୁ ଶ୍ରମିକ କାର୍ଡ ହେଉଛି ଏକ ଯୋଜନା ଯେଉଁ ଥିରେ NREGA କାର୍ଯ୍ୟ କରୁଥିବା ଶ୍ରମିକ ମାନେ ପାଇଁ କାର୍ଯ୍ଯକରି ହୋଇଛି । କେବଳ ଏହି ଯୋଜନା ରେ ଶ୍ରମିକ ମାନେ କାର୍ଡ କରି ଏହାର ଲାଭ ଉଠାଇ ପାରିବେ । ତାହେଲେ ଆସନ୍ତୁ ଏହି କାର୍ଡ ବିଷୟ ରେ ଜାଣିବା ଓ ଏହା କୁ ଆପଣ ଙ୍କ କେଉଁ ଡୋକୁମେଣ୍ଟ ଆବଶ୍ୟକ ହୋଇବ ଓ ଏହି କାର୍ଡ ଦ୍ଵାରା ଆପଣ କଣ ଲାଭ ପାଇବେ ଆସନ୍ତୁ ଜାଣିବା ,

ତେବେ ସେମାନେ କୌଣସି ବର୍ଗ ର ଶ୍ରମିକ ହୁଅନ୍ତୁ ନା କାହିଁକି ଯେମିତି କୌଣଶି ରାଜ୍ୟ ବାହାର ର ବାସିନ୍ଦା ହୁଅନ୍ତୁ କିମ୍ବା ଦୈନିକ ମଜ୍ଜୁରୀ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ ହୁଅନ୍ତୁ ତେବେ ସେହି ଲୋକ ମାନେ ଶ୍ରମ ବିଭାଗ ର ଅଧୀନ ରେ ନିଜ କୁ ପଞ୍ଜୀକୃତ କରିପାରିବେ । ତେବେ କାର୍ଡ କରିବା ପରେ ସେହି ଶ୍ରମିକ ମାନେ ଏହି କାର୍ଡ ସୁବିଧା ପାଇ ପାରିବେ । ତେବେ ସେଥିପାଇଁ ନିମ୍ନ ରେ ଦିଆଯାଇଥିବା ସାର୍ଟିଫିକେଟ ଆବଶ୍ୟକ ,

ପ୍ରଥମେ ଆପଣ କେଉଁଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଗାଁ ନା ସହର ଓ ଏଥିରେ ସଂପୂର୍ଣ୍ଣ ସୂଚନା ଏବଂ ଆପଣ ଙ୍କ ର ସଂପୂର୍ଣ୍ଣ ବିବରିଣୀ ଥିବା ଆବଶ୍ୟକ ଓ ଏହା ପରେ ଯାଇ ଆପଣ ଏହି କାର୍ଡ ର ଲାଭ ପାଇ ପାରିବେ । ଶ୍ରମ କାର୍ଡ ଅଧୀନ ରେ ପ୍ରାପ୍ତ ଲାଭ ର ପରିମାଣ ସିଧାସଳଖ ଆପଣ ଙ୍କ ବ୍ଯାଙ୍କ ଆକାଉଣ୍ଟ ରେ ଜମା ହେବ ।

ତେବେ ଏହି କାର୍ଡ ରେ ମିଳୁଥିବା ବଡ ବଡ ସୁବିଧା ବିଷୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ , ଆପଣ ଏହି କାର୍ଡ ରେ ପେନସନ ,ଚିକିତ୍ସା ପାଇଁ ଚିକିତ୍ସା ପରିମାଣ, ଦୁ-ର୍ଘ-ଟ-ଣା ରେ ସହାୟତା , ଦୁର୍ଘଟଣା ରେ ମୃତ୍ୟୁ କଲେ ଜୀବନ ବୀମା , ମାତୃତ୍ୟ ସୁବିଧା, ଘର ନିର୍ମାଣ ପାଇଁ ରୁଣ ରାସୀ ଶିକ୍ଷା ସହାୟତା ,କାର୍ଯ୍ୟ ଉପକରଣ କିଣିବା ରେ ସହାୟତା ଓ ଏହି କାର୍ଡ ର ହିତାଧିକାରୀ ମାନ ଙ୍କ ପାଇଁ ଝିଅ ବିବାହ ପାଇଁ ରାଶି , ସବସିଡି ଯୁକ୍ତ ବିଦ୍ୟୁତ । ତେବବେ ଏହା କୁ କେବଳ ଦୈନିକ ମଜ୍ଜୁରୀ କାମ କରୁଥିବା ମଜଜୁରିଆ ଓ ସମସ୍ତ ବିଲଦର ଅସଂଗଠିତ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଲୋକ ମାନେ ,ଚିତ୍ରକର,ଗୃହ ନିର୍ମାଣକରି ,ରାସ୍ତା କର୍ମଚାରୀ, ଆମ ଦେଶ ରେ ଯଦି କୌଣସି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅନ୍ୟ ରାଜ୍ୟ ର ବାସିନ୍ଦା ଅଟନ୍ତି ତାହେଲେ ସେମାନେ ମଧ୍ୟ ଏହି ତାଲିକା ରେ ଆସି ପାରିବେ ଓ ସେ ନିଜ ଶ୍ରମ ବିଭାଗ ରେ ପଞ୍ଜୀକୃତ କରି ପାରିବେ ।

ତେବେ ଆବଶ୍ୟକ ପ୍ରମାଣ ପତ୍ର – ଆଧାର କାର୍ଡ,ବ୍ୟାଙ୍କପାସ ବୁକ ,ପାଷପୋର୍ଟ ଆକାର ଫଟୋ , ଯେ କୌଣସି ପ୍ରମାଣ ପତ୍ର ଯେଉଥିରେ ବୟସ ଉଲ୍ଲେଖ କରାଯାଇଥିବ ଏବଂ 1 ବର୍ଷ 90 ଦିନ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିଥିବ ର ପ୍ରମାଣ ଥିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.