ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଏମିତି ବହୁ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଶିଶୁ କଳାକାର ଭାବେ ପୂର୍ବ ରୁ ବେଶ ପରିଚିତ ଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେମାନେ ବଡ ହୋଇ ହିରୋଇନ ଭୂମିକା ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ତାଙ୍କର ଏକ ଭାଇରାଲ ଭିଡିଓ ବିଷୟ ରେ ମଧ୍ୟ ଜାଣିବା ।
ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଶିଶୁ କଳାକାର ଭାବେ ପରିଚିତ ଥିବା ଶିବାନୀ , ତେବେ ଶିବାନୀ ମାତ୍ର 6 ବର୍ଷ ବୟସ ରୁ ସେ ତାଙ୍କ ଅଭିନୟ ଆରମ୍ଭ କରିଥିଲେ ଓ ତାଙ୍କ ପ୍ରଥମ ଧାରାବାହିକ ଟି ଥିଲା ଉତ୍ତର ଦାୟୀ । ସେ ପିଲାଦିନେ ବହୁ ଧାରାବାହିକ ରେ ଅଭିନୟ କରିବା ସହିତ ସେ ବହୁ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଛନ୍ତି ଯେମିତି କି ମିତ ରେ ମିତ ,ପହିଲି ରଜ,ଗୁଡ ବୟେ ଭଳି ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି ।
ତାହେଲେ ବନ୍ଧୁଗଣ ସେ ପ୍ରଥମେ ଶ୍ରୀ ଦେବି ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେଶ ପସନ୍ଦ କରିଥିଲେ । ଶ୍ରୀ ଦେବୀ ଫିଲ୍ମ ଓ ତାର ସମସ୍ତ ଗୀତ ମଧ୍ୟ ସୁପର ହିଟ ହୋଇଥିଲା । ସେହିଦିନ ଠାରୁ ସେ ପଛ କୁ ଫେରିନାହାଁନ୍ତି । ସେ ବହୁ ଗୁଡିଏ ଫିଲ୍ମ ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରିବା ସହିତ ଘରେ ଘରେ ମଧ୍ୟ ପରିଚିତ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଶିବାନୀ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ଶିବାନୀ ତାଙ୍କ ମା ଙ୍କ ସହିତ ଜବରଦସ୍ତ ନାଚ କରିବା ସହିତ ବହୁ ସାରା ମଜାମସ୍ତି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡିଆ ରେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ