Breaking News

ଚର୍ଚ୍ଚାରେ ଏବେ Arindam Das ଙ୍କ ହ୍ଵାଟସଆପ ଡିପି, ସେଇ ନଦୀ ସେଇ ପାଣି ସେଇ ଡଙ୍ଗା, କଣ ଆଗରୁ କିଛି ସଂକେତ ମିଳିଥିଲା କି ?

ଦର୍ଶକ ବନ୍ଧୁ ଆଜି କୁ ପ୍ରାୟ 5 ଦିନ ତଳେ ଏକ ଦୁ-ର୍ଘ-ଟ-ଣା ରେ ଜଣେ ବରିଷ୍ଠ ସାମ୍ବାଦିକ ଓ ଜଣେ ସାହସୀ ମଣିଷ ଅରିନ୍ଦମ ଙ୍କ ଅକାଳ ରେ ବିୟୋଗ ଘଟିଛି । ତେବେ ବନ୍ଧୁଗଣ ଆପଣ ମନେ ଜାଣିଥିବେ ଗତ ଶୁକ୍ରବାର ଦିନ ଗୋଟେ ହାତୀ ମୁଣ୍ଡଳି ବ୍ରିଜ ଠାରେ ଫସି ରହିଥିଲା ଓ ସେ ସେହି ଜଲବନ୍ଦି ରୁ ବାହାରି ପାରୁନଥିଲା । ତେବେ ହାତୀ କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଦଳ ତାର ବୋଟ ସାହାର୍ଯ୍ୟ ରେ ଆସିଥିଲେ ଓ ତାଙ୍କ ସହିତ ରିପୋର୍ଟର ଅରିନ୍ଦମ ଓ ତାଙ୍କ ସହଯୋଗୀ କ୍ୟାମେରା ମ୍ୟାନ ଜଣେ ଯାଇଥିଲେ । ତେବେ ମୋଟ 7 ଜଣ ଯାଇଥିଲେ 5 ଜଣ ଓଡ୍ରାଫ ର ଯବାନ ଓ 2 ରିପୋର୍ଟର ।

ତେବେ ଉଦ୍ଧାର କରୁଥିବା ସମୟ ରେ ବୋଟ ଟି ପାଣି ର ସ୍ରୋତ ରେ ଭାସି ଯାଇଥିଲା ଓ ପରବର୍ତ୍ତୀ ସମୟ ରେ ବୋଟ ଓଲଟି ପଡିବ ରୁ 7 ଜଣକ ଙ୍କ ମଧ୍ୟ ରୁ 5 ଗୁରୁତର ଅବସ୍ଥା ରେ ଉଦ୍ଧାର ହୋଇଥିବା ସମୟ ରେ 2 ମୃତ୍ୟୁବରଣ କରିଥିଲେ ଓ ଏହି ମୃତକଙ୍କ ମଧ୍ୟ ରୁ ଅରିନ୍ଦମ ହେଉଛନ୍ତି ଜଣେ ସାମ୍ବାଦିକ , ତେବେ ତାଙ୍କ ମୃତ୍ୟୁ ଖବର ଶୁଣି ଓଡିଶା ର ଦର୍ଶକ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଅରିନ୍ଦମ ଙ୍କ whatsapp ଡିପୀ ରେ ଥିବା ଫଟୋ ଟି ବର୍ତ୍ତମାନ ସମୟ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି ଓ ଏହି ଡିପୀ ଟି ବହୁ ମାସ ହେଲା ତାଙ୍କ whatsapp ରେ ରହି ଆସିଛି । ତେବେ ଏହି ଡିପୀ ରେ ସେହି ନଦୀ ସେହି ପାଣି ର ଚିତ୍ର ଓ ଏକ ଡଙ୍ଗା ଓ ଏକ ଲମ୍ବ ଗଛ ଦେଖିବାକୁ ମିଳିଛି ଓ ଏହା ବର୍ତ୍ତମାନ ସମୟ ର ସବୁଠୁ ବଡ ଆଶ୍ଚର୍ଯ୍ୟ କଳା ଭଳି ଖବର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *