Breaking News

ଫୁଣି ଆସୁଛି ଆଉ ଏକ ଲଘୁଚାପ ସହ ଆଉ ଏକ ବାତ୍ୟା, ବାତ୍ୟା ଗୁଲାବ ପରେ ଆସୁଛି ବାତ୍ୟା ସାହିନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆରବ ସାଗର ରେ ପୁନଜର୍ନ୍ମ ନେଇପାରେ ଗୁଲାବ, ଗୁଲାବ ପରେ ଯେଉଁ ବାତ୍ୟା ଆସିବ ତାର ନାମ ରହିବ ସାହୀନ୍ , କିନ୍ତୁ ଏପଟେ ବଂଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ ରେ ପରିଣତ ହୋଇଛି ଓ ଏହାର ପ୍ରଭାବ ରେ ଓଡିଶା ରେ 3 ଦିନ ବର୍ଷା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଆଜି 5 ଜିଲ୍ଲା ମୟୂରଭଞ୍ଜ,ବାଲେଶ୍ଵର,ଭଦ୍ରକ,ଯାଜପୁର, ଓ କେନ୍ଦ୍ରପଡା କୁ ହଳଦିଆ ଚେତାବନୀ ଜାରି ହୋଇଛି ।

ଠିକ ସେହିଭଳି ମୟୂରଭଞ୍ଜ,କେନ୍ଦ୍ରପଡା,ସୁନ୍ଦରଗଡ ଏହି 3 ଟି ଜିଲ୍ଲା ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି , ତେବେ ଗୋଟିଏ ବା ଦୁଇ ଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ ଓ ଏହ ଫଳ ରେ ବୈତରିଣୀ ଓ ବୁଢା ବଳଙ୍ଗ ଜଳସ୍ତର ବୁଦ୍ଧି ପାଇପାରେ । ଠିକ ସେହି ପରି 29 ତାରିଖ ରେ ଦେବଗଡ। ଅନୁଗୁଳ, ଯାଜପୁର ,ଭଦ୍ରକ ,ବାଲେଶ୍ଵର ଓ ଢେଙ୍କାନାଳ ଏହି ଜିଲ୍ଲା ଗୁଡିକ ହଳଦିଆ ଚେତାବନୀ ଜାରି ହୋଇଛି ।

30 ତାରିଖ ରେ ସୁନ୍ଦରଗଡ,ଝାରସୁଗଡା ,ସୁନ୍ଦରଗଡ,ହଳଦିଆ ଚେତାବନୀ ଜାରି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.