Breaking News

ODRAF ଟିମର ବାହାଦୁରୀ ପଣିଆ ଦେଖେଇକି ଦୁ-ର୍ଘ-ଟ-ଣା ଘଟିଛି, କଣ ପାଇଁ ସେମାନେ ରିପୋର୍ଟଙ୍କୁ ନେଇ ଯାଇଥିଲେ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ସାମ୍ବାଦିକ Manoranjan Mishra – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଟିଭି ଯୁବ ସାହସୀ ତିପୋର୍ଟର ମୃତ ଅରିନ୍ଦମ ଦାସ ନିଜ ସାହସିକତା ଦେଖାଇ ଓଡ୍ରାଫ ଟିମ ସହ ଯାଇ ହାତୀ କୁ ଉଦ୍ଧାର କରୁଥିବା ର ଲାଇଭ ଟେଳୀ କାଷ୍ଟ ଦର୍ଶକ ମାନ ଙ୍କୁ ଦେଖାଉଥିବା ସମୟ ରେ ବୋଟ ଟି ପାଣି ରେ ଭାସି ଯାଇ ଓଲଟି ପଡିବାରୁ ଅରିନ୍ଦମ ଙ୍କ ସହିତ ଆଉ ଓଡ୍ରାଫ ଟିମ ର ଜଣେ ଯବାନ ମୃତ୍ୟୁ ବରଣ କରିଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅରିନ୍ଦମ ହେଉଛନ୍ତି ଆମ ଓଡିଶା ର ଲୋକ ପ୍ରିୟ ସାହସୀ ରିପୋର୍ଟର , ଯେତେବେଳେ ବନ୍ୟା ହେଉ ବା ବାତ୍ୟା ସେ ଓଡିଶା ବାସୀ ଙ୍କ ନିକଟ ରେ ଏଜି ପହଞ୍ଚି ଥାନ୍ତି ସୁବିଧା ଅସୁବିଧା ପରିକ୍ଷିବା କୁ , ତେବେ ବର୍ତ୍ତମାନ ସମୟ ରେ ଅନେକ ଲୋକ ଅରିନ୍ଦମ ଓ ଓଡ୍ରାଫ ଙ୍କୁ ଦୁଃଖ ପ୍ରକାଶ କରି ଥିବା ସମୟ ରେ କନକ ର ଏଡିଟର ମନୋରଞ୍ଜନ ମିଶ୍ର କହିଛନ୍ତି ବାହାଦୁରି ପାଇଁ ଜୀବନ ଗଲା ।

ସେ ଆହୁରି କହିଛନ୍ତି କାହିଁକି ଓଡ୍ରାଫ ଟିମ ହାତୀ ପାଖକୁ ଯାଇଥିଲା ଓ ଯଦି ଯାଇଥିଲା ରିପୋର୍ଟର ଙ୍କୁ କଣ ପାଇଁ ନେଉଥିଲା । ନିଜ ବାହାଦୁରି ପାଇଁ ଏହି ଘଟନା ଟି ଘଟିଛି , ତେବେ ମନୋରଞ୍ଜନ ଅରିନ୍ଦମ ଙ୍କ ବିଷୟ ରେ କହିଛନ୍ତି ଯେ ଅନ୍ୟ ରିପୋର୍ଟର ଅପେକ୍ଷା ସେ ବହୁତ ଆଗରେ ଅଛନ୍ତି ଓ ସେ ଜଣେ ସାହସୀ ରିପୋର୍ଟର ।

ସେ କହିଥିଲେ ଯେ ଅରିନ୍ଦମ ଆମ ଚ୍ଯାନେଲ କୁ ଆସିଥାନ୍ତେ ତାହେଲେ ଆମ ଚ୍ଯାନେଲ ଆହୁରି ସୁଦୃଢ ହୋଇଥାନ୍ତା କିନ୍ତୁ ସେ ଓଡିଶା ର ନମ୍ବର ୱାନ ଚ୍ଯାନେଲ ରେ କାମ କରୁଛନ୍ତି , ତେବେ ମନୋରଞ୍ଜନ ଏହି ଭଳି କିଛି କହିବା ସହିତ କହିଥିଲେ ଯେ ଯଦି ଓଡ୍ରାଫ ଟିମ ଉଦ୍ଧାର କରିବା କୁ ଯାଇଥିଲା ତାହେଲେ କଣ ପାଇଁ ରେସକ୍ୟୁ ଉପକରଣ ନେଇ ନଥିଲା ଓ ଯଦି ନେଇ ନଥିଲା ଦୁଇ ସାମ୍ବାଦିକ ଙ୍କୁ କଣ ପାଇଁ ନେଉଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *