Breaking News

ଜୀବନ ନେଇ ଫେରିବା ପରେ ସେଦିନରେ କଥା ବଖାଣିରେ ODRAF ଯବାନ, Arindam Das ଙ୍କ ବିଷୟରେ ଏମିତି କହିଲେ ଶୁଣିଲେ ଆଖି ଲୁହରେ ଭିଜିଯିବ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଡ୍ରାଫ ଟିମ ର ଜଣେ ଯବାନ ଯିଏ କି ମୃତ୍ୟୁ ସହିତ ଲଢେଇ କରି ବିଜଯ ହୋଇଛନ୍ତି ଓ ସେହି ମୂହୁର୍ତ୍ତ ର ଅଘଟଣ କୁ ଗଣ ମାଧ୍ୟମ ନିକଟ ରେ ପ୍ରକାଶ କରିଛନ୍ତି ଓ ସେ ସବୁଠୁ ବଡ କଥା କହିଛନ୍ତି ଯେ ହାତୀ କୁ ଉଦ୍ଧାର କରିବାକୁ ଆମେ ଯାଇଥିଲୁ କିନ୍ତୁ ହାତୀ ଆମ ପାଇଁ କାଳ ହେଲା । ତାହେଲେ ଆସନ୍ତୁ ଜାଣିବା ଏହି ଓଡ୍ରାଫ ଯବାନ ଜଣକ କଣ କହିଛନ୍ତି ଜାଣିବା ।


ତେବେ ବନ୍ଧୁଗଣ ଏହି ଯବାନ ଜଣକ ହେଉଛନ୍ତି ଓଡ୍ରାଫ ଟିମ ର ସ୍କୁବା ଡ୍ରାଇଭର ନିବାରଣ ଦଳେଇ , ତେବେ ସେ କହିଛନ୍ତି ଯେ ହାତୀ କୁ ସେଠାରୁ ତଡି ତାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ଓ ପାଣି ର ସ୍ରୋତ ଯେତିକି ବି ଥିଲା ସେଥିରେ ବୋଟ ଟି ଯାଇପାରିବ କିନ୍ତୁ ହାତୀ କୁ ଉଦ୍ଧାର ଜରୁଥିବା ସମୟ ରେ ବୋଟ ଟି କୁ କିଏ ଟାଣିଲା ପାଣି ତଳ କୁ ବୋଲି ନିବାରଣ କହିଛନ୍ତି । ତେବେ ଟାଣିବା ପରେ ବୋଟ ଟି ଯାଇ ପିଲର ମାଡ ହୋଇଥିଲା ।


ତେବେ ସେ ଆହୁରି କହିଛନ୍ତି ଯେ ବୋଟ ଟି ଅବଶ୍ୟ ଖସି ଗଲା ସତ କିନ୍ତୁ ଆମ ମାନ ଙ୍କ ର କିଛି ହୋଇ ନଥାନ୍ତା କିନ୍ତୁ ସେହି ସମୟ ରେ ହାତୀ ଟି ଆସିଯିବାରୁ ବୋଟ ରେ ପାଣି ପଶିଗଲା ଓ ବୋଟ ଓଲଟିପଡିବା ରୁ ସମସ୍ତେ ପାଣି ଭିତରେ ନିଜ ଜୀବନ ସହ ସଂଘର୍ଷ କରୁଥିଲେ । ତେବେ ଏହି ନିବାରଣ ନିଜେ ପ୍ରଥମେ ଉଦ୍ଧାର ହବା ପରେ ପୁଣି ଠାରେ ସେ ସଂଘର୍ଷ କରିଥିଲେ ସମସ୍ତ ଙ୍କୁ ଉଦ୍ଧାର କରିବା ପାଇଁ ଓ ସେଥିପାଇଁ ସେ ଡଙ୍ଗା ନେଇ ମଧ୍ୟ ସାହାର୍ଯ୍ୟ କରିଥିଲେ ।

ତେବେ ଆହୁରି ଅନେକ କିଛି ଘଟନା ଘଟି ଯାଇଛି ଓ ଆପଣ ମାନେ ନିଶ୍ଚୟ ଏହି ଖବର ଟି ଆମ ପେଜ ରେ ପଢିବା ସହିତ ଏହି ପେଜ ରେ ଥିବା ଭିଡିଓ ଟି ବି ନିଶ୍ଚୟ ଦେଖିପାରୁଥିବେ କେମି ଯବାନ ଜଣକ ତାଙ୍କ ଅନୁଭୂତି ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *