ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ବଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି , ତେବେ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନେ ସଦା ସର୍ବଦା ସୋସିଆଲ ମିଡିଆ ନିଜ ଅଭିନୟ ଜଗତ କୁ ନେଇ ହଉ ବା ନିଜ ବ୍ୟକ୍ତିଗତ ଜିବନ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରି ଅଭିନେତ୍ରୀ ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି , ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ଓ ତାଙ୍କର କେଉଁ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହବା ରେ ଲାଗିଛି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ । ତେବେ ଏହି ଅଭିନେତ୍ରୀ ଦିନେ ନିଜ ରାଜ୍ୟ ଛାଡି ଓଡିଶା ଆସିଥିଲେ ଅଭିନୟ କରିବା ପାଇଁ ଓ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ ଦେଖାଇ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ଓ ଘରେ ଘରେ ପରିଚିତ ହୋଇଥିଲେ । ତେବେ ଏହି ଅଭିନେତ୍ରୀ ଜଣକ ଗତ କିଛି ଦିନ ତଳେ କେବଳ ଏକ ରିଆଲିଟି ସୋ ରେ ନଜର ଆସିଥିଲେ କିନ୍ତୁ ସେ ବିବାହ ପରେ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ।
ତେବେ ବନ୍ଧୁଗଣ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରି ବର୍ତ୍ତମାନ ସମୟ ରେ ବହୁତ ଖୁସି ରେ ଅଛନ୍ତି । ତାହେଲେ ବର୍ତ୍ତମାନ ଝିଲ୍ଲିକ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଯେଉଁ ଭିଡିଓ ରେ ଝିଲ୍ଲିକ ନାକ ଫୋଡାଇବା ରେ ପରେ ଝିଲ୍ଲିକ ବେହୋସ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ