Breaking News

ବଙ୍ଗୋପସାଗରରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି, ଏହାର ପ୍ରଭାବ ରେ କାଲି ଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ପାଣିପାଗ କୁ ନେଇ ଆସିଛି ଯେ ଗଭୀର ଅବପାତ ରେ ପରିଣତ ହେଲା ଗୁଲାବ 3 ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କଳା ପଣି ପାଗ କେନ୍ଦ୍ର । ତେବେ ଗୋଟିଏ ବାତ୍ୟା ବିପଦ ନଟଳି ଥିବା ସମୟ ରେ 28 ରେ ଆଉ ଏକ ବଡ ଲଘୁଚାପ ଆସିବାକୁ ଯାଉଛି । ତାହେଲେ ଆସନ୍ତୁ ପାଣିପାଗ ବିଷୟ ରେ ଥିବା ସଂପୂର୍ଣ୍ଣ ଖବର ଟି ଜାଣିବା ,


ତେବେ ବନ୍ଧୁଗଣ ଗୁଲାବ ବର୍ତ୍ତମାନ ସମୟ ରେ ଦୁର୍ବଳ ହବା ପରେ ଗଭୀର ଅବପାତ ରେ ପରିଣତ ହୋଇଛି ଗୁଲାବ , ତେବେ ବର୍ତ୍ତମାନ ସମୟ ରେ 1 ଘଣ୍ଟା ରେ 6 କିଲୋ ମିଟର ଗତି କରୁଛି ଓ ଏହାରି ପ୍ରଭାବ ଦକ୍ଷିଣ ଓଡିଶା ରେ କିଛି ସ୍ଥାନ ରେ ବର୍ଷା ଲାଗି ରହିଛି ଓ ଆଭ୍ଯନ୍ତରୀଣ ଜିଲ୍ଲା ରେ ମାଧ୍ୟମ ଧାରଣ ର ବର୍ଷା ହୋଇଛି । ତେବେ 3 ଜିଲ୍ଲା କୁ ଆରରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି ଓ ସେହି ଜିଲ୍ଲା ଗୁଡିକ ହେଲା ନବରଂଗ ପୁର, କୋରାପୁଟ ଓ ମାଲକାନଗିରି ।


ଠିକ ସେହିପରି ନୂଆପଡା,ବଲାଙ୍ଗିର, ରାୟଗଡ଼ ଓ କଳାହାଣ୍ଡି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି । ତେବେ ବାତ୍ୟା ଟଳି ଯାଇଥିବା ସମୟ ରେ ଔ ଏକ ଲଘୁଚାପ ଆସୁଛି ଯାହା ଫଳ ରେ ଉପରୋକ୍ତ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି । ତେବେ ମଙ୍ଗଲ ବାର ରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ଯନ୍ତରୀଣ ଓଡିଶା ରେ ବିଭିନ୍ନ ସ୍ଥାନ ରେ ବର୍ଷା ହେବ ବୋଲି ସୂଚନା ମିଳିଛି । ବିଶେଷ କରି ମୟୂରଭଞ୍ଜ , ବାଲେଶ୍ଵର,କେନ୍ଦୁଝର,ସୁନ୍ଦରଗଡ,ଝାରସୁଗଡା ,ଦେବଗଡ ଏବଂ ବରଗଡ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ର ସମ୍ଭାବନା ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *