Breaking News

ଆସନ୍ତା କାଲି ଆସୁଛି ଫୁଣି ଏକ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆସନ୍ତା କାଳିଠାରୁ ଉତ୍ତର ଓଡିଶା ରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ଓ ଏ ନେଇ ପାଣିପାଗ ତରଫ ରୁ ସୂଚନା ମିଳିଛି । ତେବେ ବନ୍ଧୁଗଣ ବଂଗୋପ ସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳଯ ବର୍ତ୍ତମାନ ସମୟ ରେ ବେସ ସକ୍ରିୟ ହୋଇଛି ଓ ଏହା ଆସନ୍ତା 12 ଘଣ୍ଟା ମଧ୍ୟ ରେ ଏହା ଲଘୁଚାପ ର ରେ ପରିଣତ ହେବା ର ସମ୍ଭାବନା ରହିଛି ।

ତେବେ ଏହି ଲଘୁଚାପ ପ୍ରଭାବ ରେ 29 ଓ 30 ତାରିଖ ରେ କେତେକ ସ୍ଥାନ ରେ ପ୍ରବଳ ବର୍ଷା ହେବ ର ସମ୍ଭାବନା ରହିଛି ଓ ଉତ୍ତର ଓଡିଶା ରେ ଏହାର ପ୍ରଭାବ ବେସ ଅଧିକ ରହିବ । ତେବେ ଆଜି 10 ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି ରହିଛି ସେହି ଜିଲ୍ଲା ଗୁଡିକ ହେଲା କଟକ,ଗଞ୍ଜାମ,ଗଜପତି,ରାୟଗଡ଼,ମାଲକାନଗିରି ,ବାଲେଶ୍ଵର ,ଢେଙ୍କାନାଳ,ଅନୁଗୁଳ , ସମ୍ବଲପୁର,କୋରାପୁଟ , ତେବେ ଏହି ସମସ୍ତ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ସହିତ ଅଧିକ ରୁ ଅଧିକ ବର୍ଷା ହେବ ଘଡଘଡି ହେବା ର ସମ୍ଭାବନା ରହିଛି ।

ଠିକ ସେହିପରି ଗତ କାଲି ବୁଧବାର ଦିନ ପୁରୀ, ଜଗତସିଂପୁର,ଖୋର୍ଦ୍ଧା,କଟକ,କେନ୍ଦ୍ରପଡା,ଭଦ୍ରକ,ଯାଜପୁର,ବାଲେଶ୍ଵର,ଢେଙ୍କାନାଳ,ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର,ଦେବଗଡ,ସୁନ୍ଦରଗଡ ତେବେ ଏହି 14 ଟି ଜିଲ୍ଲା କୁ ଆସନ୍ତା କାଲି ପାଇଁ ୟେଲୋ ୱାର୍ନିଙ୍ଗ ଜାରି ରହିଛି । ତେବେ ଆସନ୍ତା ଦୁଇ ସପ୍ତାହ ମଧ୍ୟ ରେ ଏକାଧିକ ଲଘୁଚାପ ବାତାବରଣ ସୃଷ୍ଟି ହେବ ସମ୍ଭାବନା ରହିଛି ଓ ଏହାରି ପ୍ରଭାବ ରେ ରାଜ୍ୟ ରେ ଦୁଇ ଶପଥ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ତରଫ ରୁ ସୂଚନା ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *