ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଓଟିଭି ର କ୍ୟାମେରା ମ୍ୟାନ ବର୍ତ୍ତମାନ ରେ ସୁସ୍ଥ ହୋଇ ଘର କୁ ଆସୁଥିବା ସମୟ। ଗଣ ମାଧ୍ୟମ। ମାଁ ନିକଟ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ଆପଣ ମାନ ଙ୍କ ଭଲ ପାଇବା ଯୋଗୁ ଆଜି ମୁଁ ନୂଆ ଜିବନ ପାଇଛି ଓ ମୁଁ ସୁସ୍ଥ ହୋଇ ଘର କୁ ଯାଉଛି । କିନ୍ତୁ ସବୁଠୁ ବଡ କଥା ହେଲା ଯେ ଭଗବାନ ମୋତେ ବଞ୍ଚାଇଦେଲେ କିନ୍ତୁ ଅରିନ୍ଦମ ଭାଇ ଙ୍କୁ ନେଇଗଲେ । ତାହା ସବୁଠୁ କଷ୍ଟଦାୟକ୍ ଓ ଯନ୍ତ୍ରଣା ଦାୟକ ।
ଏହି କଷ୍ଟ ସବୁଦିନ ପାଇଁ ମନ ରେ ରହିଗଲା । ତେବେ ବନ୍ଧୁଗଣ ବର୍ତ୍ତମାନ କଟକ ମଣ୍ଡଳୀ ରେ ବୋଟ ଦୁର୍ଘଟଣା ଗୁରୁତର ହୋଇ କଟକ ବଡ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ ଓଟିଭି କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନା । ତେବେ ସେ ଆଜି ଡିସ ଚାର୍ଜ ହୋଇ ଘର କୁ ଫେରୁଛନ୍ତି । ତେବେ ପ୍ରଭାତ କିପରି ବଞ୍ଚି କି ସେଠାରୁ ଆସିଲେ ତାହା କେବଳ ଭଗବାନ ଜାଣିଥିବେ । ପ୍ରଭାତ ବୋଟ ତଳେ ବହୁ ସମୟ ରହି ଯାଇଥିଲେ ଓ ପରେ ନିଜ ସଂଘର୍ଷ କରି ବାହାର କୁ ଆସିଥିଲେ ।
ପ୍ରଭାତ ଗଣ ମାଧ୍ୟମ ନିକଟ ରେ ଆହୁରି କହିଛନ୍ତି ଯେ ଦୁର୍ଘଟଣା କେତେବେଳେ ଆସିବ ତାହା କହି ହେବ ନାହିଁ କାରଣ ଏହା ଠାରୁ ବି ବଡ ବଡ ଦୁର୍ଘଟଣା ବା ବିପଦ ପୂର୍ଣ୍ଣ ଜାଗା ଯାଇ କାମ କରିଛୁ କିନ୍ତୁ ଉଦ୍ଧାର ସମୟ ରେ ଏହି ଭଳି ଘଟି ଯିବ ବୋଲି ସେ ଜାଣି ନଥିଲେ ।
ତେବେ ବନ୍ଧୁଗଣ ଗତ ଶୁକ୍ରବାର ଦିନ ହାତୀ କୁ ଉଦ୍ଧାର କରିବାକୁ ଯାଇଥିବା ODRAF ଟିମ୍ ଙ୍କ ସହିତ ଅରିନ୍ଦମ ଓ ପ୍ରଭାତ ଯାଇଥିଲେ ଲାଇଭ ଟେଲି କାଷ୍ଟ ଦର୍ଶକ ମାନ ଙ୍କୁ ଦେଖାଇବା ପାଇଁ କିନ୍ତୁ ବୋଟ ତି ଓଲଟି ପଡିବାରୁ ଅରିନ୍ଦମ ଓ ପ୍ରଭାତ ଉଦ୍ଧାର ହୋଇ ବଡ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ଅରିନ୍ଦମ ମୃତ୍ୟୁବରଣ କରିଥିବା ସମୟ ରେ କ୍ୟାମେରା ମ୍ୟାନ ଆଜି ସୁସ୍ଥ ହୋଇ ଘର କୁ ଯାଉଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ