Breaking News

ଭଗବାନଙ୍କ କି ବିଚିତ୍ର ଲୀଳା, Otv ସାମ୍ବାଦିକ Arindam Das ବାପାଙ୍କର ମୃତ୍ୟୁ ଯେମିତି ହୋଇଥିଲା ପୁଅର ବି ସେମିତି!

ଦର୍ଶକ ବନ୍ଧୁ ଗତ ଶୁକ୍ରବାର ଦିନ ଗୋଟେ ହାତୀ କୁ ଉଦ୍ଧାର କରୁଥିବା ସମୟ ରେ ଓଟିଭି ର ସାହସୀ ରିପୋର୍ଟର ଦୁର୍ଘଟଣା ରେ ମୃତ୍ୟୁ କରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ବଡ ଖବର ଯେ ଯେଉଁ ପରି ଭାବେ ବର୍ତ୍ତମାନ ଅରିନ୍ଦମ ମୃତ୍ୟୁବରଣ କରିଛନ୍ତି ଠିକ ସେହି ପରି ରେ ଅରିନ୍ଦମ ଙ୍କ ବାପା କିଛି ବର୍ଷ ତଳେ ଦୁ-ର୍ଘ-ଟ-ଣା ରେ ମୃତ୍ୟୁବରଣ କରିଥିଲେ । ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ କଥା ଟି ସତ ।

ତେବେ ବନ୍ଧୁଗଣ ଆପଣ ମନେ ଜାଣିଥିବେ ଗତ ଶୁକ୍ରବାର ଦିନ ଗୋଟେ ହାତୀ ମୁଣ୍ଡଳି ବ୍ରିଜ ଠାରେ ଫସି ରହିଥିଲା ଓ ସେ ସେହି ଜଲବନ୍ଦି ରୁ ବାହାରି ପାରୁନଥିଲା । ତେବେ ହାତୀ କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଦଳ ତାର ବୋଟ ସାହାର୍ଯ୍ୟ ରେ ଆସିଥିଲେ ଓ ତାଙ୍କ ସହିତ ରିପୋର୍ଟର ଅରିନ୍ଦମ ଓ ତାଙ୍କ ସହଯୋଗୀ କ୍ୟାମେରା ମ୍ୟାନ ଜଣେ ଯାଇଥିଲେ । ତେବେ ମୋଟ 7 ଜଣ ଯାଇଥିଲେ ଓ ସେହି 7 ଜଣ ଙ୍କ ମଧ୍ୟ ରୁ 2 ଜଣ ମୃତ୍ୟୁ କରିଥିଲେ । ତେବେ ସେହି 2 ଜଣ ଭିତରେ ଅରିନ୍ଦମ ହେଉଛନ୍ତି ଜଣେ ।

ତେବେ ଅରିନ୍ଦମଙ୍କର ଯେପରି ଏକ ଦୁର୍ଘଟଣାରେ ରେ ମୃତ୍ୟୁ ହୋଇଛି ସେହି ପରି ତାଙ୍କ ବାପା ମଧ୍ୟ ଏକ ଦୁ-ର୍ଘ-ଟ-ଣା-ରେ ମୃତ୍ୟୁବରଣ କରିଥିଲେ , ହଁ ବନ୍ଧୁ ଅରିନ୍ଦମ ଙ୍କ ବାପା ଜଣେ ଷ୍ଟେଟ ବ୍ଯାଙ୍କ କର୍ମଚାରୀ ଥିଲେ । ତେବେ ବ୍ଯାଙ୍କ ରେ କାମ ସାରି ଘର କୁ ଫେରୁଥିବା ସମୟ ରେ ଦୁର୍ଘଟଣା ରେ ସେ ମୃତ୍ୟୁବରଣ କରିଥିଲେ ଓ ସେହିସ୍ଥାନ ରେ ବର୍ତ୍ତମାନ ଅରିନ୍ଦମ ମୃତ୍ୟୁବରଣ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚା ହେଉଛି ଓ ଏହି ଖବର ଟି ବର୍ତ୍ତମାନ ସ୍ମାୟ ରେ ଏକ ଆଶ୍ଚର୍ଯ୍ୟ କଳା ଭଳି ଖବର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *