Breaking News

OTV ର ସାହାସୀ ରିପୋର୍ଟର ଅରିନ୍ଦମ ଦାସ (Arindam Das) ଙ୍କ ପରିବାର ପୁରା ଫଟୋ ଦେଖନ୍ତୁ ପ୍ରଥମ ଥର ପାଇଁ

ଦର୍ଶକ ବନ୍ଧୁ ମୃ-ତ ଅରିନ୍ଦମ ଦାସ ଓଟିଭି ର ଜଣେ ସାହସୀ ରିପୋର୍ଟ ଥିଲେ , ତେବେ ଠିକ ସେହିଭଳି ନିଜ ସାହସ ଦେଖାଇ ହାତୀ କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଦଳ ଙ୍କ ସହ ଯାଇଥିଲେ କିନ୍ତୁ ବୋଟ ଟି ଓଲଟି ଯିବା ରୁ ପାଣି ଘେର ବନ୍ଦି ହୋଇ ମୃତ୍ୟୁ କରିଛନ୍ତି ଅରିନ୍ଦମ ଦାସ । ତାହେଲେ ଆଜି ଆମେ ଆମର ଏହି ପେଜ ରେ ମୃତ ଅରିନ୍ଦମ ଙ୍କ ପରିବାର ଓ ସମ୍ପତ୍ତି ଏବଂ ଅରିନ୍ଦମ ଙ୍କ କିଛି ବ୍ୟକ୍ତିଗତ ଜିବନ ବିଷୟ ରେ ଜାଣିବା , ତାହେଲେ ଆସନ୍ତୁ ଜାଣିବା

ତେବେ ବନ୍ଧୁଗଣ ଯୁବ ସାହସୀ ରିପୋର୍ଟର ଅରିନ୍ଦମ ହାତୀ କୁ ଉଦ୍ଧାର କରୁଥିବାର ଲାଇଭ ଟେଲିକାଷ୍ଟ ଦର୍ଶକ ମାନ ଙ୍କୁ ଦେଖାଉଥିଲେ କିନ୍ତୁ ପଣି ର ସୁଅ ରେ ବୋଟ ଟି ଓଲଟି ଯିବା ରୁ ମୃତ୍ୟୁ କରିଛନ୍ତି । ତେବେ ମୃତ ଅରିନ୍ଦମ ଙ୍କ ଜନ୍ମସ୍ଥାନ ହେଉଛି କେନ୍ଦୁଝର ଓ ସେ ପିଲା ଟି ଦିନ ରୁ ବହୁତ ସାହସୀ ଥିଲେ । ତେବେ ସେ ପ୍ରଥମେ ଧାରିତ୍ରି ରେ ଚାକିରି କରିଥିଲେ । ତେବେ 2004 ରେ ଢେଙ୍କନାଳ ର ଆଇଏମସି ପାଠ ପଢିଥିଲେ ଓ ପରବର୍ତ୍ତୀ ସମୟ ରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ ।


ତେବେ ଅରବିନ୍ଦ ଙ୍କ ସମ୍ପତ୍ତି କହିଲେ ସେ ଷ୍ଟେଟ ବ୍ଯାଙ୍କ ରେ 6 ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ଭାବେ ରଖିଥିଲେ । ତାଙ୍କର ଏକ ଘର ଓ ବାଇକି ରହିଛି , ପରିବାର କହିଲେ ତାଙ୍କ ସ୍ତ୍ରୀ,ମାଆ ଓ 3 ବର୍ଷ ର କୁନି ପୁଅ । ତାହେଲେ ବନ୍ଧୁଗଣ ଅରିନ୍ଦମ ଙ୍କ ମୃତ୍ୟୁ ବେଳ କୁ ତାଙ୍କୁ ମାତ୍ର 39 ବର୍ଷ ବୟସ ହୋଇଥିଲା । ତେବେ ମୃତ ଅରିନ୍ଦମ ଙ୍କ ସ୍ଥାନ କୁ ପୂରଣ କରିବା ହୁଏ ତ କୌଣସି ସାହସୀ ରିପୋର୍ଟର ନାହାଁନ୍ତି । ତେବେ ତାଙ୍କ ମୃତ୍ୟୁ ରେ ଓଡିଶା ବାସୀ ବହୁତ ମନ ଦୁଃଖ କରିଛନ୍ତି । ତେବେ ବାତ୍ୟା ବନ୍ୟା ଆସିଲେ ନିଶ୍ଚୟ ମନେ ପଡିବେ ଅରିନ୍ଦମ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *