ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଅଡିଓ ବହୁ ପରିମାଣ ରେ ଭାଇରାଲ ହବ ରେ ଲାଗିଛି ଓ ଏହି ଅଡିଓ ଜଣେ ଯୁବକ ଓ ଜଣେ ଯୁବତୀ ଙ୍କୁ ଫୋନ କରି କହୁଛନ୍ତି ଆସ ମିଶିବ ତ, କେତେବେଳେ ସେ-କ୍ସ କରିବେ ବୋଲି । ହଁ ବନ୍ଧୁ ଜଣେ ଯୁବକ ଏହି ଭଳି ଅନେକ କିଛି କହି ଯାଉଛନ୍ତି ଜଣେ ଯୁବତୀ ଫୋନ ମଧ୍ୟମ ରେ ତାହେଲେ ଆସନ୍ତୁ ଏହାର ସଂପୂର୍ଣ୍ଣ ଖବର ଟି ବିଷୟ ରେ ଜାଣିବା ।
ତେବେ ବନ୍ଧୁଗଣ ଏହି ଅଡିଓ ରେ ଜଣେ ଯୁବକ ଆଉ ଜଣେ ଯୁବତୀ ଙ୍କ ଫୋନ କରି କରି କହୁଛନ୍ତି ଆପଣ ଟିକେ ଆସନ୍ତୁ ଆମେ ଟିକେ ମିଶିବା । ଏହି କଥା ଟି ପରେ ଯୁବତୀ ଜଣକ କହୁଛନ୍ତି ଯେ ମୁଁ ଲେଡିଜ ଲୋକ କେଉଁ ସ୍ଥାନ କୁ ଜୀବି ଆପଣ ଙ୍କ ସହିତ ମିଶିବା ପାଇଁ ମୁ ତ କିଛି ସ୍ଥାନ ଦେଖି ନହିଁ ସେଥିପାଇଁ ଆପଣ ମୋର ଘର କୁ ଆସି ଯାଅନ୍ତୁ ମୋ ସହିତ ମିଶିବା ପାଇଁ । ତେବେ ଏହା ପରେ ଯୁବକ ଜଣକ କହୁଛନ୍ତି ଯେ ନହିଁ ମୁଁ ଭୁବନେଶ୍ବର ରେ ଏକ ରୁମ ନେଇଯିବି ତମେ ସେହିଠାକୁ ଆସିବ ।
ସେହି ଯୁବକ ଜଣକ କହୁଛନ୍ତି ଯେ ସେ ଜଣେ ସମ୍ଭ୍ରାନ୍ତ ପରିବାର ଓ ସେ ଟିକେ ମନ କୁ ବୁଝେଇବା ପାଇଁ ସେହି ଯୁବତୀ ଙ୍କ ସହ ସେ-କ୍ସ କରିବାକୁ ଚାହୁଁଛନ୍ତି । ଖାଲି ସେତିକି ନୁହେଁ ଯୁବକ ଜଣକ ଯୁବତୀ ଙ୍କୁ ତାଙ୍କ ଫଟୋ ମାଗିଥିଲେ କିନ୍ତୁ ଯୁବତି ଜଣକ ଦେଇ ନଥିଲେ । ହଁ ବନ୍ଧୁ ଏହି ଭଳି ଆହୁରି ଅନେକ କିଛି କଥା ଶୁଣିବାକୁ ମିଳିଛି ଯାହାକି ଆମ ପକ୍ଷେ କହିବା ଟା ତାହା ଅସମ୍ଭବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ