Breaking News

ଦୁର୍ଘଟଣା ପାଇଁ ଦାୟୀ କିଏ ? ହାତୀ ଉଦ୍ଧାର ବେଳେ ବୋଟ ଓଲଟି ଚାଲିଗଲା ଜୀବନ …

ଦର୍ଶକ ବନ୍ଧୁ ଏକ ଦୁଃଖ ର ଖବର ଯେ ଆମ ମାନ ଏଙ୍କ ପ୍ରିୟ ରିପୋର୍ଟର ଅରିନ୍ଦମ ଦାସ ଯିଏ କି ଓଟିଭି ଚିଫ ରିପୋର୍ଟର ଭାବେ ବେସ ପରିଚିତ । ତେବେ ବର୍ତ୍ତମାନ ସମୟ ରେ ଅରିନ୍ଦମ ଆଉ ନାହାଁନ୍ତି ସେ ସବୁଦିନ ପାଇଁ ଆମ କୁ ଛାଡି ଆର ପାରି କୁ ଚାଲିଯାଇଛନ୍ତି । ହଁ ବନ୍ଧୁ ଓଡ୍ରାଫ ଟିମ ସହିତ ଓଟିଭି ର ଦୁଇ ରିପୋର୍ଟର ବୋଟ ରେ ଯାଇଥିଲେ ହାତୀ କୁ ଓଡ୍ରାଫ ଟିମ ଘୋଡୁଥିବା ସମୟ ରେ ସେହି ଦୃଶ୍ୟ କୁ ଲାଇଭ ଦେଖାଉଥିଲେ ଅରିନ୍ଦମ ଓ ତାଙ୍କ ର ଆଉ ଜଣେ ସହଯୋଗୀ ।

ତେବେ ହାତୀ କୁ ଘୋଡାଇବା ପାଇଁ ତାର ନିକଟ କୁ ଯିବା କ୍ଷଣେ ପାଣି ର ସୁଅ ରେ ବୋଟ ଖସି ଯାଇଥିଲା ଓ ଯାହା ଫଳ ରେ ଅରିନ୍ଦମ ଦାସ ଙ୍କ ସହିତ ସମସ୍ତ ଓଡ୍ରାଫ ଟିମ ପଣି କୁ ଖସି ଯାଇଥିଲେ ଯାହାଫଳ ରେ ଅରିନ୍ଦମ ଙ୍କୁ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ତେବେ ସବୁଠାରୁ ବଡ କଥା ହେଲା କିଏ ସେ ଅଧିକାରୀ ଯିଏ କି ଓଡ୍ରାଫ ଟିମ ସହିତ ଗଣ ମାଧ୍ୟମ ମାନ ଙ୍କୁ ଯିବା ପାଇଁ ଅନୁମତି ଦେଇଥିଲେ । ତେବେ ରିପୋର୍ଟର ଙ୍କ ମୃତ୍ୟୁ ରେ କାହାକୁ ଦିଆଜୀବ ଦୋଷ କଣ ଓଡ୍ରାଫ ବିପକ୍ଷ ରେ ହେବେ କି କାର୍ଯ୍ୟାନୁଷ୍ଠାନ । ତେବେ ବର୍ତ୍ତମାନ ସମୟ ରେ କାହାକୁ ଦୋଷ ଦେବା ଠିକ ନୁହେଁ କାରଣ ପୂର୍ବ ରୁ ମଧ୍ୟ ଅରିନ୍ଦମ ବନ୍ୟା,ବାତ୍ୟା ର ସମ୍ମୁଖୀନ ହୋଇ ଲୋକ ମାନ ଙ୍କ ପ୍ରତିକ୍ରିୟା ନେଉଥିଲେ , ତେବେ ବର୍ତ୍ତମାନ ସମୟ ରେ ଅରିନ୍ଦମ ଙ୍କ ଭଳି ଆଉ ଜଣେ ସାହସୀ ସାମ୍ବାଦିକ ଆଉ ଜନ୍ମ ହେବନାହିଁ ଓ ତାଙ୍କ ସ୍ଥାନ ମଧ୍ୟ କେହି ପୂରଣ କରି ପାରିବେ ନହିଁ ।

ତେବେ ଏହି ନୂଆ ଦଳ ଭଲ କୌଶଳ ନଜାଣି କାହିଁକି ଏହିଭଳି ରିସ୍କ ନେଲେ ଯାହାକି ବର୍ତ୍ତମାନ ସମୟ ର ବଡ ଖବର ତେବେ ସେଠାରେ ଓଡ୍ରାଫ ଟିମ ହାତୀ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ଓ ହାତୀ ର ନିକଟ ହବା ସମୟ ରେ ପାଣି ସୁଅ ରେ ଭାସି ଯାଇଥିଲେ ଓଡ୍ରାଫ ଦଳ ଙ୍କ ସହ ଦୁଇ ରିପୋର୍ଟର । ତେବେ ଅରିନ୍ଦମ ଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ତେବେ ଅରିନ୍ଦମ ଓଡିଶା ଘର ଘରେ ପରିଚିତ , ତେବେ ସେ ସଦା ସର୍ବଦା ବହୁ ଅସୁବିଧା ର ସମ୍ମୁଖିୟନ ହୋଇ ରିପୋର୍ଟିଂ କରୁଥିଲେ ଓ ସେ ସର୍ବଦା ଆଗଭର ଥିଲେ କି ମୋତେ ଏଇ ଦାୟିତ୍ଵ ଦିଆଯାଉ ଓ ଏହି ରିପୋର୍ଟିଂ କେବଳ ମୁଁ ହିଁ ପାରିବି ।

ତେବେ ସେଥିପାଇଁ ସେ ବାହାରିଯାଇଥିଲେ ହାତୀ କୁ ଉଦ୍ଧାର କରୁଥିବାର ଦୃଶ୍ୟ କୁ ଲାଇଭ କରିବା ପାଇଁ ଓ ସେଠାରେ ସେ ପହଞ୍ଚି ଲଗାତର ଭାବେ ରିପୋର୍ଟିଂ ଦେଉଥିଲେ କିନ୍ତୁ ପରବର୍ତ୍ତୀ ସମୟ ରେ ବୋଟ ପାଣି ସୁଅ ରେ ଖସି ଯାଇଥିଲା ତା ପରେ ଓଲଟି ଯିବା ରୁ ସମସ୍ତେ ବୋଟ ରୁ ଖସି ଯାଇଥିଲେ ଓ ରିପୋର୍ଟର ଅରିନ୍ଦମ ଉଦ୍ଧାର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଓ ସେହିଠାରେ ଡାକ୍ତର ତାଙ୍କ ମୃତ୍ୟୁ ବୋଲି ଘୋଷଣା କରିଥିଲେ , ଯାହାକି ଆମ ଓଡିଶା ପାଇଁ ଏକ ଦୁଖ ଖବର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ …

Leave a Reply

Your email address will not be published. Required fields are marked *