Breaking News

ଆସୁଛି ବଡ ବାତ୍ୟା ‘ଗୁଲାବ’ , ଓଡିଶାକୁ କଣ ରହିଛି ପ୍ରଭାବ ଜାଣନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ବଙ୍ଗୋପସାଗର ରେ ଅବପାତ ଗଭୀର ଅବପାତ ରେ ପରିଣତ ହୋଇ ଅଧିକ ବଳ ଗୋଟାଉଛି । ଆଜି ଏହି ଅବପାତ ଟି ବାତ୍ୟା ର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ତେବେ ବର୍ତ୍ତମାନ ଏହା ଗୋପାଳ ପୁରଠାରୁ ପଶ୍ଚିମ,ଦକ୍ଷିଣ ପଶ୍ଚିମ କୁ 670 କିଲୋମିଟର ର ଦୂର ରେ ରହିଛି ଓ ଆନ୍ଧ୍ର ର କଳିଙ୍ଗପଟ୍ଟନାମ ଠାରୁ 740 କିଲୋ ମିଟର ଦୂର ରେ ରହିଛି ।

 

ପାଣିପାଗ ର ପୂର୍ବନୁମାନ ଯେ ଏହା ପ୍ରଥମେ ପଶ୍ଚିମ ଓ ଉତ୍ତର ପଶ୍ଚିମ ବାଟ ଦେଇ ଗତି କରିବ ଓ ପରବର୍ତ୍ତୀ ସମୟ ରେ ପଶ୍ଚିମ , ଦକ୍ଷିଣ – ପଶ୍ଚିମ ଦିଗ କୁ ଗତି କରି 26 ତାରିଖ ସନ୍ଧ୍ଯା ରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆଣ୍ଡ୍ରା ପ୍ରଦେଶ ଦେଇ ଗତି କରିବା ର ସମ୍ଭାବନା ଅଧିକ ରହିଛି । ତେବେ ଗୋପାଳପୁର ଓ ବିଶାଖ ପାଟଣା ମଧ୍ୟ ଦେଇ କଳିଙ୍ଗପଟ୍ଟନାମ ନିକଟ ରେ ସ୍ଥଳ ଭାଗ ଅତିକ୍ରମ କରିବ ।


ତେବେ ଏହି ବାତ୍ୟା ରେ କମ ପବନ ହବା ର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟ ରେ ଓଡିଶା ର ଉପକୂଳ ରେ ବର୍ଷା ସାଙ୍ଗ କୁ 40 ରୁ 50 କିଲୋ ମିଟର ପର୍ଯ୍ୟନ୍ତ ପବନ ହେଉଛି । ତେବେ 26 ତାରିଖ ଅପରାହ୍ନ ରେ ଘଣ୍ଟା ପ୍ରତି 60 ରୁ 70 କିଲୋ ମିଟର ରେ ବେଗ ରେ ପବନ ହବା ବୋହିବା ର ଅନୁମାନ କରିଛି ପାଣିପାଗ ବିଭାଗ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.