Breaking News

ସୋମାଲିନ (Somalin Parida) ଜାଣିପାରିଲେ ତାଙ୍କ ପୂର୍ବ ଜନ୍ମ,ଦେଖନ୍ତୁ କଣ ଥିଲେ ସେ ତାଙ୍କ ପୂର୍ବ ଜନ୍ମରେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଅଭିନୟ କରିବା ସମୟ ରେ ପରସ୍ପର କୁ ଭଲପାଇ ବିବାହ କରିଛନ୍ତି ଓ ବିବାହ ପରେ ବେସ ଖୁସି ରେ ଅଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଦୁଇ ଯୋଡି ହେଉଛନ୍ତି ଅରବିନ୍ଦ ଓ ଜାଙ୍କଲିନ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବ ରେ ଲାଗିଛି ଓ ଏହି ଭିଡିଓ ରେ ସେମାନ ଙ୍କ ସହିତ ସୋମାଳିନୀ ମଧ୍ୟ ନଜର ଆସିଛନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଏକ ଧାରାବାହିକ ରେ ଅଭିନୟ କରି ଓ ପରସ୍ପର କୁ ଭଲ ପାଇ ବସିଥିଲେ ।ଓ ଭଲପାଇବା ର 3 ବର୍ଷ ପରେ ମାନେ ଏହି ଦୁଇ ଯୋଡି ଯେ ଗତ କିଛି ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ ପରେ ନିଜ ସ୍ଵାମୀ ସହିତ ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରଲ୍ଲ ହବା ରେ ଲାଗିଛି ।

ତେବେ ଏହି ଭାଇରଳ ଭିଡିଓ ରେ ସୋମାଳିନୀ ମଧ୍ୟ ନଜର ଆସିଛନ୍ତି , ତାହେଲେ ବନ୍ଧୁଗଣ ଏହି ଭିଡିଓ ରେ ଅରବିନ୍ଦ ଓ ଜାଙ୍କଳିନୀ ଆମ ଓଡିଶା ର ଦ୍ଵିତୀୟ ହ୍ରଦ ଭାବେ ବେସ ପରିଚିତ ଥିବା ଅଂଶୁପା ହ୍ରଦ କୁ ବୁଲିବାକୁ ଆସିଛନ୍ତି ଓ ତାଙ୍କ ସହିତ ସୋମାଳିନୀ ମଧ୍ୟ ନଜର ଆସିଛନ୍ତି । ସେମାନେ ଅଂଶୁପା ରେ ବୁଲିବା ସହିତ ସେଠାରେ ଥିବା ନଦୀ କୁ ଯାଇ ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି ୨୦୨୨ ରୁ ୨୦୨୫ ଖୋଲିବାକୁ ଯାଉଛି ଭାଗ୍ୟ

ବନ୍ଧୁଗଣ ଆମେ ଏହି 5 ରାଶି ବିଷୟରେ ଜାଣିବା ଯେଉଁ ମାନଙ୍କର ଭାଗ୍ୟ ବର୍ଷ 2022 ରୁ 2025 ମଧ୍ୟରେ …

Leave a Reply

Your email address will not be published.