ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ଆମ ଠୁ ବୟସ ରେ ବଡ ବ୍ୟକ୍ତି ମାନ ଙ୍କୁ ଆମେ ସମ୍ମାନ ଜଣାଇବା ପାଇଁ ମୁଣ୍ଡିଆ ମାରିଥାଉ , ହଁ ବନ୍ଧୁ ଖାଲି ବଡ ବ୍ୟକ୍ତି ଙ୍କୁ ମୁଣ୍ଡିଆ ମାରିବା ସହ ଆମ ଠୁ ସାନ ବୟସ ର ବ୍ୟକ୍ତି ମାନ ଙ୍କୁ ମୁଣ୍ଡିଆ ମରିଥାଉ ଯେତେବେଳେ ସେ ଆମର ସମ୍ପର୍କ ରେ ଗୁରୁଜନ ହିସାବ ରେ ହେବେ । ତେବେ ବନ୍ଧୁଗଣ ଆଜି ଆପଣ ଙ୍କୁ ମୁଣ୍ଡିଆ ମାରିବା ବିଷୟ ରେ ଏଥିପାଇଁ କହୁଛୁ ଯେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ।
ତେବେ ଏହି ଭିଡିଓ ରେ ଜଣେ ବର କନ୍ୟା ର ଗୋଡ କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ହଁ ବନ୍ଧୁ ଆମେ ଜାଣିଛେ ଯେ କନ୍ୟା ତାର ସାତ ଜନ୍ମ ସାଥି ହବା କୁ ଯାଉଥିବା ବର କୁ ମୁଣ୍ଡିଆ ମାରୁଥିବା ର ଆପଣ ଜାଣିଥିବେ ଏବଂ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସମୟ ରେ ବର କନ୍ୟା କୁ ମୁଣ୍ଡିଆ ମାରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁ ଏହି ଦୃଶ୍ୟ ରେ ପ୍ରଥମେ ବର କନ୍ୟା ପରସ୍ପର କୁ ବରଣମାଳା ଗଳାଇବା ପରେ କନ୍ୟା ବର କୁ ମୁଣ୍ଡିଆ ମାରୁଛି ।
ପରବର୍ତ୍ତୀ ସମୟ ରେ ବର ଜାଣିଶୁଣି କନ୍ୟା କୁ ମୁଣ୍ଡିଆ ମାରୁଛି ଓ କନ୍ୟା ପଛ କୁ ଡେଇଁ ପଡୁଛି , ତେବେ ଏହି ଭିଡିଓ ବହୁ ଦର୍ଶକ ଦେଖିବା ପରେ ବେସ ପ୍ରଶଂସା କରିଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ତେବେ ଖାଲି ସ୍ତ୍ରୀ କଣ ପାଇଁ ସ୍ଵାମୀ ମଧ୍ୟ ସ୍ତ୍ରୀ ର ଆର୍ଶୀବାଦ ନବା କିଛି ବି ଖରାପ ନୁହେଁ । କାରଣ ପରସ୍ପର ଆର୍ଶୀବାଦ ପ୍ରେମ ହିଁ ତାଙ୍କ ସମ୍ପର୍କ କୁ ସଦୃଢ କରିବ ଓ ଏହା ହଉଛି ଖୁସି ର ପରିବାର ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ