Breaking News

ଦେଖନ୍ତୁ Shocking ଭିଡିଓ – ବିବାହ ସରିବା ପରେ ସ୍ଵାମୀ ସ୍ତ୍ରୀ କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଉଛନ୍ତି, ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ଆମ ଠୁ ବୟସ ରେ ବଡ ବ୍ୟକ୍ତି ମାନ ଙ୍କୁ ଆମେ ସମ୍ମାନ ଜଣାଇବା ପାଇଁ ମୁଣ୍ଡିଆ ମାରିଥାଉ , ହଁ ବନ୍ଧୁ ଖାଲି ବଡ ବ୍ୟକ୍ତି ଙ୍କୁ ମୁଣ୍ଡିଆ ମାରିବା ସହ ଆମ ଠୁ ସାନ ବୟସ ର ବ୍ୟକ୍ତି ମାନ ଙ୍କୁ ମୁଣ୍ଡିଆ ମରିଥାଉ ଯେତେବେଳେ ସେ ଆମର ସମ୍ପର୍କ ରେ ଗୁରୁଜନ ହିସାବ ରେ ହେବେ । ତେବେ ବନ୍ଧୁଗଣ ଆଜି ଆପଣ ଙ୍କୁ ମୁଣ୍ଡିଆ ମାରିବା ବିଷୟ ରେ ଏଥିପାଇଁ କହୁଛୁ ଯେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ।

ତେବେ ଏହି ଭିଡିଓ ରେ ଜଣେ ବର କନ୍ୟା ର ଗୋଡ କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ହଁ ବନ୍ଧୁ ଆମେ ଜାଣିଛେ ଯେ କନ୍ୟା ତାର ସାତ ଜନ୍ମ ସାଥି ହବା କୁ ଯାଉଥିବା ବର କୁ ମୁଣ୍ଡିଆ ମାରୁଥିବା ର ଆପଣ ଜାଣିଥିବେ ଏବଂ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସମୟ ରେ ବର କନ୍ୟା କୁ ମୁଣ୍ଡିଆ ମାରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁ ଏହି ଦୃଶ୍ୟ ରେ ପ୍ରଥମେ ବର କନ୍ୟା ପରସ୍ପର କୁ ବରଣମାଳା ଗଳାଇବା ପରେ କନ୍ୟା ବର କୁ ମୁଣ୍ଡିଆ ମାରୁଛି ।


ପରବର୍ତ୍ତୀ ସମୟ ରେ ବର ଜାଣିଶୁଣି କନ୍ୟା କୁ ମୁଣ୍ଡିଆ ମାରୁଛି ଓ କନ୍ୟା ପଛ କୁ ଡେଇଁ ପଡୁଛି , ତେବେ ଏହି ଭିଡିଓ ବହୁ ଦର୍ଶକ ଦେଖିବା ପରେ ବେସ ପ୍ରଶଂସା କରିଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ତେବେ ଖାଲି ସ୍ତ୍ରୀ କଣ ପାଇଁ ସ୍ଵାମୀ ମଧ୍ୟ ସ୍ତ୍ରୀ ର ଆର୍ଶୀବାଦ ନବା କିଛି ବି ଖରାପ ନୁହେଁ । କାରଣ ପରସ୍ପର ଆର୍ଶୀବାଦ ପ୍ରେମ ହିଁ ତାଙ୍କ ସମ୍ପର୍କ କୁ ସଦୃଢ କରିବ ଓ ଏହା ହଉଛି ଖୁସି ର ପରିବାର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.