ଦର୍ଶକ ବନ୍ଧୁ ଆମ ଏଇ ଦୁନିଆ ରେ ବହୁତ କମ ଶିକ୍ଷଜ ଓ ଶିକ୍ଷୟତ୍ରୀ ଅଛନ୍ତି ଯେଉଁମାନେ କି ନିଜ ପାଠପଢା ଶୈଳୀ କୁ ଭଲ ଭାବ ରେ ପଢାଇ ପିଲା ମାନ ଙ୍କ ମନୋରଞ୍ଜନ କରିଥାନ୍ତି । ତେବେ ବହୁ ଶିକ୍ଷକ ଭିନ୍ନ ଭିନ୍ନ ଶୈଳୀ ରେ ପାଠ ପଢେଇ ପିଲା ମାନ ଙ୍କ ପାଠ ପଢିବା ର ମନବଳ ବୃଦ୍ଧି କରାଇଥାନ୍ତି । ତେବେ ବନ୍ଧୁଗଣ ଯୁଗ ବଦଲୁଛି ମାନେ ପାଠ ପଢା ରେ ମଧ୍ୟ ପରିବର୍ତ୍ତନ ହବ ନିହାତି ଆବଶ୍ୟକ ।
ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଏକ ଭିଡିଓ ଭାଇରାଲ ହବ ରେ ଲାଗିଛି । ତେବେ ଏହି ଭିଡିଓ ରେ ଜଣେ ଦିଦି ପିଲା ମାନ ଙ୍କୁ ଯେଉଁ ଭଳି ଭାବେ ପାଠ ପଢାଉଛନ୍ତି , ତାହା ବେସ ପିଲା ମାନ ଙ୍କ ର ମନୋରଞ୍ଜନ କରାଉଛି । ହଁ ବନ୍ଧୁ ପାଠ ପଢା ରେ ଥିବା ମନୋରଞ୍ଜନ କୁ ଆପଣ ମାନେ ଏହି ପେଜ ରେ ଦିଆଯାଇଥିବା ଭିଡିଓ ରେ ଦେଖିପାରିବେ । ତେବେ ଦିଦି ଏନକେ ଏହି ପାଠ ପଢା କୁ ଯେତେ ବି ପ୍ରଶଂସା କଲେ ବି କମ ହବ ।
ତେବେ ବନ୍ଧୁଗଣ ଆମେ ମାନେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବାକୁ ପାଉଛେ ବହୁ ଛୋଟ ପିଲା ମାନ ଏନକେ ହାତ ରେ ଇଣ୍ଟର୍ନେଟ ର ମୋବାଇଲ ରହିଛି ଓ ଏହାରି ମାଧ୍ୟମ ରେ ପିଲା ମାନେ ଅନଲାଇନ ଗେମ ଖେଳି ଖରାପ ରାସ୍ତା କୁ ଧୀରେ ଧୀରେ ଗତି କରୁଛନ୍ତି , ତେବେ ଏଥିପାଇଁ କେବଳ ଅଭିବାବକ ଦାୟୀ ଅଟନ୍ତି ।
ତେବେ ବନ୍ଧୁଗଣ ଏହାରି ଭିତରେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଦିଦି ଙ୍କ ଭିନ୍ନ ଧରଣ ପାଠ ପଢା ଦୃଶ୍ୟ ଟି ହଉଛି ଭଦ୍ରକ ଜିଲ୍ଲା ତିହିଡି ଆଞ୍ଚଲ ର । ତେବେ ଏହି ପାଠ ପଢା ରେ ପିଲା ମାନେ ମଧ୍ୟ ବେସ ପସନ୍ଦ କରୁଛନ୍ତି । ତେବେ ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚୟ ଦେଖି ପାରୁଥିବେ କେମିତି ଦିଦି ଭିନ୍ନ ଶୈଳୀ ପିଲା ମାନ ଙ୍କୁ ଶିକ୍ଷା ଦାନ ଦେଉଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ