Breaking News

ଭଦ୍ରକର ଅଙ୍ଗନବାଡି ଦିଦିଙ୍କ ଏମିତି ଭିଡିଓ ଭାଇରାଲ ହେବାରେ ଲାଗିଛି, ଆପଣ ବି ଦେଖିଲେ କହିବେ…

ଦର୍ଶକ ବନ୍ଧୁ ଆମ ଏଇ ଦୁନିଆ ରେ ବହୁତ କମ ଶିକ୍ଷଜ ଓ ଶିକ୍ଷୟତ୍ରୀ ଅଛନ୍ତି ଯେଉଁମାନେ କି ନିଜ ପାଠପଢା ଶୈଳୀ କୁ ଭଲ ଭାବ ରେ ପଢାଇ ପିଲା ମାନ ଙ୍କ ମନୋରଞ୍ଜନ କରିଥାନ୍ତି । ତେବେ ବହୁ ଶିକ୍ଷକ ଭିନ୍ନ ଭିନ୍ନ ଶୈଳୀ ରେ ପାଠ ପଢେଇ ପିଲା ମାନ ଙ୍କ ପାଠ ପଢିବା ର ମନବଳ ବୃଦ୍ଧି କରାଇଥାନ୍ତି । ତେବେ ବନ୍ଧୁଗଣ ଯୁଗ ବଦଲୁଛି ମାନେ ପାଠ ପଢା ରେ ମଧ୍ୟ ପରିବର୍ତ୍ତନ ହବ ନିହାତି ଆବଶ୍ୟକ ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଏକ ଭିଡିଓ ଭାଇରାଲ ହବ ରେ ଲାଗିଛି । ତେବେ ଏହି ଭିଡିଓ ରେ ଜଣେ ଦିଦି ପିଲା ମାନ ଙ୍କୁ ଯେଉଁ ଭଳି ଭାବେ ପାଠ ପଢାଉଛନ୍ତି , ତାହା ବେସ ପିଲା ମାନ ଙ୍କ ର ମନୋରଞ୍ଜନ କରାଉଛି । ହଁ ବନ୍ଧୁ ପାଠ ପଢା ରେ ଥିବା ମନୋରଞ୍ଜନ କୁ ଆପଣ ମାନେ ଏହି ପେଜ ରେ ଦିଆଯାଇଥିବା ଭିଡିଓ ରେ ଦେଖିପାରିବେ । ତେବେ ଦିଦି ଏନକେ ଏହି ପାଠ ପଢା କୁ ଯେତେ ବି ପ୍ରଶଂସା କଲେ ବି କମ ହବ ।

ତେବେ ବନ୍ଧୁଗଣ ଆମେ ମାନେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଦେଖିବାକୁ ପାଉଛେ ବହୁ ଛୋଟ ପିଲା ମାନ ଏନକେ ହାତ ରେ ଇଣ୍ଟର୍ନେଟ ର ମୋବାଇଲ ରହିଛି ଓ ଏହାରି ମାଧ୍ୟମ ରେ ପିଲା ମାନେ ଅନଲାଇନ ଗେମ ଖେଳି ଖରାପ ରାସ୍ତା କୁ ଧୀରେ ଧୀରେ ଗତି କରୁଛନ୍ତି , ତେବେ ଏଥିପାଇଁ କେବଳ ଅଭିବାବକ ଦାୟୀ ଅଟନ୍ତି ।

ତେବେ ବନ୍ଧୁଗଣ ଏହାରି ଭିତରେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଦିଦି ଙ୍କ ଭିନ୍ନ ଧରଣ ପାଠ ପଢା ଦୃଶ୍ୟ ଟି ହଉଛି ଭଦ୍ରକ ଜିଲ୍ଲା ତିହିଡି ଆଞ୍ଚଲ ର । ତେବେ ଏହି ପାଠ ପଢା ରେ ପିଲା ମାନେ ମଧ୍ୟ ବେସ ପସନ୍ଦ କରୁଛନ୍ତି । ତେବେ ଆପଣ ମାନେ ଆମର ଏହି ପେଜ ରେ ନିଶ୍ଚୟ ଦେଖି ପାରୁଥିବେ କେମିତି ଦିଦି ଭିନ୍ନ ଶୈଳୀ ପିଲା ମାନ ଙ୍କୁ ଶିକ୍ଷା ଦାନ ଦେଉଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.