Breaking News

ଭିଡିଓ ଦେଖନ୍ତୁ – ମା ଙ୍କ ଜନ୍ମ ଦିନରେ ଏମିତି କିଛି ସରପ୍ରାଇଜ ଦେଲେ ସିଙ୍ଗର ଅସୀମା ପଣ୍ଡା (Aseema Panda)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି , ତେବେ ଏହି ସମସ୍ତ ଗାୟିକା ମାନେ ତାଙ୍କ ଜବରଦସ୍ତ ଗୀତ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ଏହି ଗାୟିକା ମାନେ ତାଙ୍କ ରିଅଲ ଲାଇଫ କିଛି କାର୍ଯ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତାହେଲେ ଆଜି ଆମେ ଆମର ଏହି ପେଜ ରେ ଜଣେ ଲୋକ ପ୍ରିୟ ଗାୟିକା ଙ୍କ ବିଷୟ ରେ କହିବୁ ଯିଏ କି ବର୍ତ୍ତମାନ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ତାହେଲେ ଆସନ୍ତୁ ଜାଣିବା ଏହି ଗାୟିକା ଜଣକ କିଏ ଓ ସେ କେଉଁ କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ଅଛନ୍ତି ।

ତେବେ ବନ୍ଧୁଗଣ ଏହି ଗାୟିକା ଜଣକ ହଉଛନ୍ତି ଅସୀମା ପଣ୍ଡା , ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଗାୟିକା ଜାଣିଥିବେ ସେ ବହୁଗୁଡିଏ ଭଜନ ରେ ଗୀତ ଗାଇବା ସହ ଆଲବମ ଓ ଚଳଚିତ୍ର ରେ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ସ୍ରୋତା ମାନେ ବା ତାଙ୍କ ପ୍ରଶଂସକ ମାନେ ତାଙ୍କ ସୁ ମଧୁତ କଣ୍ଠ ରୁ ଜବରଦସ୍ତ ଗୀତ ଶୁଣିବା ପାଇଁ ବେସ ଇଛୁକ ଥାଆନ୍ତି । ତେବେ ଲୋକ ମାନ ଙ୍କ ପାଖ ରେ ପ୍ରିୟ ହବ ସହିତ ଘରେ ଘରେ ପରିଚିତ ।

ତେବେ ବର୍ତ୍ତମାନ ସମୟ ରେ ଅସୀମା ପଣ୍ଡା ଙ୍କ ରିଅଲ ଲାଇଫ ର ଏକ ଘଟଣା ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଳ ହେବା ରେ ଲାଗିଛି । ଏହି ଭିଡ଼ିଓ ରେ ଅସୀମା ତାଙ୍କ ମାଆ ଜନ୍ମ ଦିନ ଟି ବେଶ୍ ଧୁମଧାମରେ ପାଳନ କରିଛନ୍ତି । ହଁ ବନ୍ଧୁ ଗତ କିଛି ଦିନ ତଳେ ଅସୀମା ଙ୍କ ମା ଙ୍କ ଜନ୍ମ ଦିନ ଟି ସରିଯାଇଛି ଓ ଅସୀମା ତାଙ୍କ ମା ଙ୍କ ଜନ୍ମ ଦିନ ଟି ବେଶ୍ ଧୁମଧାମ ରେ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.